କେମିତି କଟିବ ଆପଣଙ୍କ ଦିନ, ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି

ମେଷ : ଅଚଳାଚଳ ସମ୍ପତ୍ତି ଲାଭର ସୂଚନା ମିଳିବ । ଶୁଦ୍ଧ ସ୍ୱଭାବର ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ ହେବ । ବନ୍ଧୁବାଧକଙ୍କ ହିତାକାଂକ୍ଷୀ ହୋଇପାରନ୍ତି । ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ । ବୃଷ : ସମସ୍ତ ଦୁଃଖ…

ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ବରଗଡ଼ -: ଅତାବିରା ପ୍ରାଥମିକ ଶିକ୍ଷକ ଭବନ ଠାରେ ଅତାବିରା ବରିଷ୍ଠ ନାଗରିକ ସଂଘର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ବେଣୁଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ସଭାରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ…

ଭଗବାନ ଗଣେଷଙ୍କ ଆଗରେ ହାର୍ ମାନିଲେ ଲଙ୍କାଧିପତି ରାବଣ

ସେଦିନ ରାବଣ ବଡ଼ କ୍ରୋଧିତ ହୋଇପଡିଲା । ଅନେକ ତପସ୍ୟା ପରେ ବି ଭଗବାନ ଶିବଙ୍କୁ ସନ୍ତୁଷ୍ଟ ନ କରି ପାରିବାର ଗ୍ଲାନିରେ ନିଜ ମୁଣ୍ଡକୁ କାଟିବାକୁ ଲାଗିଲା । ଗୋଟିଏ ପରେ ଗୋଟିଏ ୯ ମୁଣ୍ଡ କାଟି ଯଜ୍ଞକୁଣ୍ଡରେ ପକାଇଦେଲା…

ନିରଞ୍ଜନ ପଟ୍ଟନାୟକଙ୍କ ଆର୍ଟିକିଲକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର -: ବିଗତ ଦିନରେ ଖଣ୍ଡପଡା ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ ହେଉ କି ସାଂସଦ ଭତ୍ତୃହରି ଓ ତଥାଗତଙ୍କ ଆର୍ଟିକିଲ ଓଡିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଏବେ ସେଭଳି ଢଙ୍ଗରେ ଏକ ଆର୍ଟିକିଲ୍ ଲେଖି ବିବାଦ ଘେରରେ ପିସିସି…

ସାମ୍ବାଦିକତାରୁ ରାଜନୀତି …

ପଦ୍ମପୁର(ଜିତୁ ଦାଶ)-: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଚଳଚଂଚଳ ହୋଇ ଉଠିଛି । ତିନି ପ୍ରମୁଖ ଦଳ ତରଫରୁ ବର୍ତମାନ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ…

ଆଶାକର୍ମୀଙ୍କ ପ୍ରବେଶ କାଳୀନ ଆବାସିକ ତାଲିମ ଶିବିର ଉଦଯାପିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବରଗଡ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆ ଜ୍ କା ର ମିଳିତ ସହଯୋଗ ରେ ଆ ଜ୍ କା ତାଲିମ କେନ୍ଦ୍ର ରେ ଦିର୍ଘ ଆଠ ଦିନ ଧରି ଆଶାକର୍ମୀ ମାନଙ୍କ ପ୍ରବେଶ…

ନୂଆଗାଁ ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚଙ୍କ ଦାଇତ୍ୱ ଗ୍ରହଣ

ବାଲିଆପାଳ(ପ୍ରଭାକର ମଲ୍ଲିକ)-:ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତରେ ଆଜି ବିଧିବଦ୍ଧ ଭାବରେ ନୂଆକରି ନିର୍ବାଚିତ ହୋଇଥିବା ସରପଞ୍ଚ ପଞ୍ଚାୟତ ଅଫିସ ଗୃହରେ ପୂଜା ଅର୍ଚନା କରିବା ସହିତ ପଞ୍ଚାୟତର ଜନ ସାଧାରଣ ମାନେ ନୂତନ ସରପଞ୍ଚଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା…

ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ଟୀକାଦାନ ଦିବସ ପାଳିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ୱ ଟୀକାଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ତ୍ୟାଗରାଜ…

ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା, ମଦ ନେଲା ଜିବନ

ବ୍ରଜରାଜନଗର -: ମଦ ପାଇଁ ନୃସଂଶ ପାଲଟିଗଲା ସ୍ୱାମି । ବୀଭତ୍ସ ଭାବରେ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଧୀନ ରାମପୁର କଲୋନିରେ । ମୃତା…

ମଦ୍ୟପଙ୍କ ଆଡାସ୍ଥଳି ବ୍ଲକ କାର୍ଯ୍ୟାଳୟ, ବିଡିଓଙ୍କ ଭାଗିଦାରିରେ ଚାଲିଛି କି ମଦଭାଟି ?

କୋକସରା – ବ୍ଲକ କାର୍ଯ୍ୟାଳୟ ସାଧାରଣ ଜନତାଙ୍କ ସମସ୍ୟାର ସାମାଧାନ ପାଇଁ ଖୋଲିଥିବା ବେଳେ ବିଡିଓ ତାଙ୍କର ସହକର୍ମିଙ୍କୁ ନେଇ ଏଠାରେ କରୁଛନ୍ତି କଣ ? ରାଜନୈତିକ ଚେଲା ଚାମଣ୍ଡାଙ୍କୁ ନେଇ ମଦ ମାଂସର ଆସର ଜମାଉଥିବା କିଛି ଅଫିସରଙ୍କ ପଛରେ…

error: Content is protected !!