ଟଙ୍କା ପାଇଁ ସ୍ତ୍ରୀକୁ ସଂପର୍କିୟଙ୍କ ଦ୍ୱାରା ଗଣବଳାତ୍କାର କଲା ସ୍ୱାମୀ, ନିଜେ ଭିଡିଓ ସୁଟ୍ କରି କଣ କଲା ଦେଖନ୍ତୁ

ଜୟପୁର -: ରାଜସ୍ଥାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ଯୌତୁକ ବାବଦ ଅର୍ଥ ଆଦାୟ ପାଇଁ ସମ୍ପର୍କୀୟଙ୍କ ଦ୍ୱାରା ପତ୍ନୀଙ୍କୁ ଗଣ ଦୁଷ୍କର୍ମ କରାଇ ପୂରା ଘଟଣାର ଭିଡିଓ ରେକର୍ଡିଂ କରାଇଛି। ରେକର୍ଡିଂ କରାଇଥିବା ଏହି ଭିଡିଓକୁ…

ନୂଆପଡା ଗସ୍ତରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ, ଅଙ୍ଗନୱାଡି କେନ୍ଦ୍ର ଏବଂ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ନୂଆପଡା -: ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରି ଏସ ପି ସିଂ ବଘେଲ ଆସି ବିଭିନ୍ନ ଯୋଜନାରେ ଚାଲିଥିବା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଖରିଆର ରୋଡ଼ ନିକଟସ୍ଥ ଏକ ଅଙ୍ଗନୱାଡି କେନ୍ଦ୍ର…

ନବୋଦୟ ପ୍ରବେଶିକା ପରୀକ୍ଷା ୪୪ଂ ଖରାରେ

ନୂଆପଡା -: ନୂଆପଡା ଜିଲ୍ଲା ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଅଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କରଣରୁ ରାଜ୍ୟ ସରକାର ପାଞ୍ଚ ଦିନ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଆଜି…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସୋନପୁରରେ ବେଆଇନ ନିଯୁକ୍ତି

ସୁବର୍ଣ୍ଣପୁର -: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସୋନପୁରରେ ବେଆଇନ, ମନମୁଖୀ ଓ ଉଦ୍ଦେଶ୍ୟମୂଳକ ଭାବରେ ଜଣେ ଅଣତାଲିମ୍ ପ୍ରାପ୍ତ ପ୍ରାର୍ଥୀଙ୍କୁ PTGI ଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିବା ସଙ୍ଗିନ୍ ଅଭିଯୋଗ ଆସିଛି । ଜଣେ ଦଳିତ…

ରାଜଧାନୀ ଏବେ ରକ୍ତରଞ୍ଜିତ, ସ୍ତ୍ରୀକୁ ପିଟିପଟି ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର -: ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ। ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା। ମୃତକ ହେଲେ ଲିଲି ଦାସ। ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି।…

ବରଗଡରେ ନୂଆ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ, ଚ୍ୟାଲେଞ୍ଜର ଲମ୍ବା ତାଲିକା …

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ର ନୂଆ ଏସ୍‌ପି ଭାବେ ପରମାର ସ୍ମିତ ପୁରୁଷୋତ୍ତମ ଦାଶ ଯୋଗ ଦେବେ। ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ସାରିିଛି। ଏଠାରେ ଅବସ୍ଥାପିତ ଥିବା ଏସ୍‌ପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ବଦଳି ହୋଇଛି। ଶ୍ରୀ…

ବାହାଘର ପ୍ରସେସନ ସାରି ଫେରିବା ବେଳେ ଓଲଟିଲା ଗାଡି, ୧ମୃତ ୧୦ କଳାକାର ଆହତ

କଳାହାଣ୍ଡି/ଧର୍ମଗଡ଼ -: ବାହାଘର ପ୍ରସେସନ ସାରି ଫେରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମା ମେଲୋଡି ବ୍ୟାଣ୍ଡପାର୍ଟି ଗାଡ଼ି ବାଟରେ ଭାରସାମ୍ୟ ହରାଇ ଓଲଟିଲା । ଏହାଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ କଳାକାର ଆହତ ହୋଇଛନ୍ତି…

ଅଳ୍ପକେ ରକ୍ଷାପାଇଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ଋଷ ଉପରେ ୟୁକ୍ରେନର ଆକ୍ରମଣ ପରେ କଣ ହେଲା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ -: ରାଷ୍ଟ୍ରପତି ଓ ତାଙ୍କ ପରିବାରବର୍ଗଙ୍କୁ ଧରିବା ଉଦ୍ଦେଶ୍ୟରେ ରୁଷୀୟ ସୈନିକମାନେ ଆସିଥିଲେ ଏବଂ ଫେବ୍ରୁଆରି ୨୪ ତାରିଖ ଦିନ ଆକ୍ରମଣ ପ୍ରାରମ୍ଭିକ ସମୟରେ ସେମାନେ ତାଙ୍କୁ ଧରି ପକାଇ ଥାଆନ୍ତେ ବୋଲି ଜେଲେନ୍‌ସ୍କିଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି…

ପୁଣି ଚିନ୍ତା ବଢାଇଲାଣି କରୋନା : ୨୪ ଘଣ୍ଟାରେ ଦେଶରେ ୩,୬୮୮ କୋଭିଡ୍‌-୧୯ ଆକ୍ରାନ୍ତ ; ୫୦ଜଣ ମୃତ

ନୂଆଦିଲ୍ଲୀ -: ଆଜିକୁ ମିଶାଇ କ୍ରମାଗତ ୮ ଦିନ ଧରି ଦେଶରେ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଅଢ଼େଇ ହଜାରରୁ ଅଧିକ ରହି ଆସୁଥିବା ବେଳେ ୩ଦିନ ହେବ ୩ ହଜାରରୁ ଅଧିକ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ବାସି ପଖାଳ ହେଲା ବିଷାକ୍ତ, ୨୪ଜଣ ମେଡିକାଲରେ ଭର୍ତ୍ତି

ଭଦ୍ରକ/ତିହିଡ଼ି -: ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦ୍ୱୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ ୨୪ଜଣ ଅସୁସ୍ଥ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ ଗ୍ରାମରେ ରାମନବମୀ ଠାକୁର ଭଷାଣ ପାଇଁ…

error: Content is protected !!