ଆଇପିଏଲ୍‌ରେ ପାଣ୍ଡ୍ୟା ସେନାର ପ୍ରଥମ ପରାଜୟ

ମୁମ୍ବାଇ -: ସୋମବାରର ଆଇପିଏଲ୍‌ରେ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍‌ରେ ନବାଗତ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି । ଉଭୟ ଦଳର ଅଧିନାୟକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ କେନ୍ ୱିଲିୟମସନ୍ (୫୭)ଙ୍କ ଆଗରେ ହାର୍ଦିକ ପାଣ୍ଡ୍ୟା (୫୦)ଙ୍କ…

ମୋ ମୃତ୍ୟୁ ପାଇ ଦାୟୀ ରହିବେ ପଞ୍ଚାୟତିରାଜ ମନ୍ତ୍ରୀ, ସୁଇସାଇଡ ନୋଟ ଲେଖି ଆତ୍ମହତ୍ୟା କଲେ ଠିକାଦାର

ବାଙ୍ଗାଲୋର -: କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି । ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ…

ଘରେ ପଶି ନାବାଳିକାକୁ କରିଥିଲା ଦୁଷ୍କର୍ମ, ଏବେ ୬ମାସର ଗର୍ଭବତୀ

ବାରିପଦା -: ମୟୂରଭଂଜ ବାରିପଦା ସହରରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରି ଜଣେ ବିବାହିତ ଯୁବକ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସର ସୂଚନା ଅନୁଯାୟୀ ୧୬ ବର୍ଷୀୟା ଏହି ନାବାଳିକାଙ୍କ ଘରେ କେହି ନଥିବା ବେଳେ…

ଆମେରିକାର ନ୍ୟୁୟର୍କ ସହରରେ ଗୁଳିକାଣ୍ଡ, ୧୩ ଗୁରୁତର

ନ୍ୟୁୟର୍କ : ଆମେରିକାର ନ୍ୟୁୟର୍କ ସହର ବ୍ରୁକଲିନରେ ଆଜି ଏକ ଗୁଳିକାଣ୍ଡ ହୋଇଛି । ଏକ ସବୱେ ଷ୍ଟେସନ ଭିତରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇବାରୁ ଅତି କମରେ ୧୩ ଜଣ ବ୍ୟକ୍ତି ଗୁରୁତର ହୋଇଯାଇଛନ୍ତି । ତେବେ ସେମାନଙ୍କ…

ବଡଭାଇର ପରିବାରର ସଫା କରିଦେଲା ସାନଭାଇ, ଗୋଟିଏ ଜୁଇରେ ଭାଇ ଭାଉଜ ପୁତୁରା ଝିଆରୀ

କଟକ -: ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ହୋଇଥିବା ନାରକୀୟ ହତ୍ୟାକାଣ୍ଡ ପୂରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପାରିବାରିକ କଳହ ହେତୁ ବଡ଼ଭାଇର ପୂରା ପରିବାରକୁ ନିଶ୍ଚିହ୍ନ କରିଦେଇଛି ସାନଭାଇ । କଟକ ଗ୍ରାମାଞ୍ଚଳ ଏସ୍‌ପି ଯୁଗଳ…

ଗଡ଼ଭାଟି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -:ପଦ୍ମପୁର ଅଧିନସ୍ଥ ଗଡଭାଟି ଗ୍ରାମରେ ତିନି ଧରି ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହୋଇଥିଲା । ପ୍ରଥମ ଦିବସ ରେ କଳସ ଯାତ୍ରା ସହ ପ୍ରଭୁ ଶ୍ରୀରାମଙ୍କୁ ନବ ବସ୍ତ୍ର ଧାରଣ କରାଯାଇ ରାମ ନବମୀ ପାଳନ କରାଯାଇଥିଲା…

ଅଙ୍ଗନବାଡ଼ି କେନ୍ଦ୍ରର ପରିତ୍ୟକ୍ତ ଅବସ୍ଥାକୁ ସଫେଇ କଲେ ସ୍ଥାନୀୟ ଲୋକେ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତର ଝରାପାଲି, କ୍ରାନ୍ତିପଡାର କରୋନା ମହାମାରୀ ପାଇଁ ଅଂଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଥିଲା। ଏବେ ଅଂଗନବାଡି କେନ୍ଦ୍ର ଖୋଲିଲାଣି । କେନ୍ଦ୍ର ଗୁଡିକ ଅଲିଆ, ଆବର୍ଜନାରେ ପରିପୂର୍ଣ୍ଣରେ ରହିଥିଲା।…

Content Bingo Succeed Cash Exactly Why Play Glory Spielcasino? Variety Of Games Usually Are Available Merchandise Details Proper Score Bet How You Can Deposit Money The Cash Out Feature Strategies…

ମମତାଙ୍କୁ କଟାକ୍ଷ କରି ସମାଲୋଚନା କଲେ ନିର୍ଭୟାଙ୍କ ମା’ …

କୋଲକାତା -: ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ…

ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି, ବି.ଏମ୍‌.ସିକୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର -: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ବିକାଶରୁ ନୁହେଁ ବରଂ ବିନାଶରୁ ବିଏମସି କାମ ଆରମ୍ଭ କରିଛି…

error: Content is protected !!