ଜଳଖିଆ ଦେବାକୁ ଡେରି କରିବାରୁ ବୋହୁକୁ ଗୁଳି କରି ହତ୍ୟା କଲା ଶ୍ୱଶୁର

ମୁମ୍ବାଇ: ଜଳଖିଆ ଦେବାରେ ବିଳମ୍ବ ଯୋଗୁଁ ବୋହୂକୁ ଗୁଳିମାରିଲେ ଶ୍ୱଶୁର । ମହାରାଷ୍ଟ୍ରରେ ଏଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ବୋହୂକୁ ଗୁଳି କରି ହତ୍ୟା କରିଥିଲେ । ଗୁଳି ମାରିବା ପରେ…

ଇସ୍ତଫା ଦେଲେ ପିଓକେର ପ୍ରଧାନମନ୍ତ୍ରୀ …

ଲାହୋର -: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସ୍ତଫା ଦେବା ପରେ ଏବେ ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳରେ ତାଙ୍କ ବିରୁଦ୍ଧରେ…

ରାଜନୈତିକ ଶତ୍ରୁତା ନେଲା ଉଗ୍ରରୁପ, ଚାଲିଗଲା ଜଣଙ୍କ ଜୀବନ

ଅନୁଗୁଳ /ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ରାଜନୈତିକ ଶତ୍ରୁତାରୁ ଜଣେ ଶୋଇଥିବା ଯୁବକଙ୍କୁ ଅତି ନୃଶଂସ ଭାବେ ପଡୋଶୀ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ରକ୍ତରଞ୍ଜିତ ଗାଁ ଦାଣ୍ଡ ପିଣ୍ଡିକୁ…

ଫାଟିଲା ମେଡିକାଲର ପାଇଖାନା ପାଇପ୍ , ଦୁର୍ଗନ୍ଧମୟ ପରିବେଶରେ ରୋଗୀ ହଟହଟା

କଳାହାଣ୍ଡି(ଜଗୁଲାଲ ମାଝୀ) – କଳାହାଣ୍ଡି ଜିଲ୍ଲା ଭବାନିପାଟଣାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ଆଜି ସକାଳୁ ପୁରୁଷ ୱାର୍ଡରେ ପାଇଖାନା ପାଇପ୍ ଫାଟିଯିବା ଫଳରେ ରୋଗୀ ଓ ରୋଗୀଙ୍କ ସଂମ୍ପର୍କିୟ ମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପ୍ରକାଶ ଯେ…

ଚିଲିକା ଯିବେ ବିଧାନସଭାର ସମସ୍ତ ବିଧାୟକ ଓ ବାଚସ୍ପତି

ଭୁବନେଶ୍ୱର -: ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ଚିଲିକା ବୁଲିବେ ବୋଲି ଜଣାଯାଇଛି । ସେଠାରେ କାଳିଜାଇ ମା’ଙ୍କୁ ଦର୍ଶନ କରିବା ପରେ ନୌସେନା ଦ୍ୱାରା ଚିଲିକାରେ ସ୍ୱତନ୍ତ୍ର ହେବାକୁ ଯାଉଥିବା ସମରାଭ୍ୟାସକୁ ଦେଖିବେ । ଏହାପରେ ସନ୍ଧ୍ୟାରେ…

ପଦାରେ ପଡିଲା କମିଶନରେଟ ପୋଲିସର ପାରିବା ପଣିଆ, କଟୁରି ଗ୍ୟାଙ୍ଗ ମୁଖିଆ ରାଜେଶ ଗଲା କୁଆଡେ

ଭୁବନେଶ୍ୱର -: ଗତ କିଛି ଦିନ ହେଲା ରାଜଧାନୀରେ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଇ ଚାଲିଥିବା କଟୁରି ଗ୍ୟାଙ୍ଗ୍ ମୁଖିଆ କୁଖ୍ୟାତ୍ ରାଜେଶ ମହାପାତ୍ର ଆଜି ଅଳ୍ପକେ ପୁଲିସ ପଞ୍ଝାରୁ ଖସିଯାଇଛି । ରାଜେଶକୁ ଧରିବା ପାଇଁ କମିସନେରଟ୍ ପୁଲିସ କରିଥିବା…

ଏ.ଆର.ଏସ.ଏସ ପଛରେ କିଏ ? ବେଆଇନ କାର୍ଯ୍ୟକରୁଛି କାର୍ଯ୍ୟାନୁଷ୍ଠାନ ନାହିଁ …

କେନ୍ଦୁଝର/ଆନନ୍ଦପୁର -: ପାଣିକୋଇଲି-ରିମୁଳି ୨୦ ନମ୍ବର ଜାତୀୟ ରାଜପଥର ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାପାଇଁ ଠିକାସଂସ୍ଥା ଏଆର.ଏସ୍‌.ଏସ୍ ଟେଣ୍ଡର ନେଇଛି । ରାସ୍ତା ନିର୍ମାଣ ବେଳେ ବିଭିନ୍ନ ସ୍ଥାନରୁ ମନଇଚ୍ଛା ମାଟି ଉଠାଇ ନେଉଛି । ଏପରିକି କେନ୍ଦୁଝର ଜିଲ୍ଲାର ସଂରକ୍ଷିତ…

ଯିଏ ମୋର ଗୋଡ଼ କାଟିବାକୁ ଚେଷ୍ଟା କରିବ ମୁଁ ମୁଣ୍ଡ କାଟିବାକୁ ପଛାଇବି ନାହିଁ

କଳାହାଣ୍ଡ(ଜଗୁଲାଲ ମାଝୀ) -:  ଆଗରୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା । କିଛିଦିନ ତଳେ ସମାନ ଧରଣର ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ବସନ୍ତ…

error: Content is protected !!