ଅଟୋ ଓ ଉଠାଦୋକାନିଙ୍କ କବଜାରେ କଲେଜ ଛକ, ଅପାରଗ ସିଏମସି …

କଟକ -: କଲେଜ ଛକରେ ଅଟୋ ପାର୍କିଂ ପାଇଁ ଗୋଟିଏ ବି ସ୍ଥାନ କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇନାହିଁ । ପୋଷ୍ଟ୍ ଅଫିସ ନିକଟରେ ଏକକାଳୀନ ୧୫ଟି ଅଟୋ ରହିବା ପାଇଁ ଗୋଟିଏ ଷ୍ଟାଣ୍ଡ କରିବାକୁ ଗଲା ୩ ମାସ…

କେମିତି ଚାଲିବ ଆମ ଶିକ୍ଷା ବ୍ୟବସ୍ଥା, ଯଦି ପ୍ରଧାନ ଶିକ୍ଷକ ଦୋକାନରେ କରିବେ ଖଟି

କଳାହାଣ୍ଡି(ଜଗୁଲାଲ ମାଝୀ)  -: କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନ ବାଗପଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା ସକାଳେ ସ୍କୁଲ ପହଞ୍ଚି ହାଜରା ଖାତାରେ ଦସ୍ତଖତ ଦେଇ…

ଭବାନୀପାଟଣା ରିଜର୍ଭ ପଡିଆରେ ଆତ୍ମ ସମର୍ପଣ କରିଥିବା ଦୁଇ ନକ୍ସଲଙ୍କ ବାହାଘର, ଯୋଗଦେଲେ ବରିଷ୍ଠ ପୋଲିସ ଅଧିକାରୀ

କଳାହାଣ୍ଡି(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଆଜି ଦୁଇ ନକ୍ସଲ ଙ୍କ ବାହାଘର । ଦିନ ଥିଲା ବନ୍ଧୁକ ଧରି ନକ୍ସଲଙ୍କ ସହ ସାମିଲ ହୋଇଥିଲେ । ଆଜି ସେହି ହାତରେ ଲାଗିଲା ମେହେନ୍ଦି ଏଭଳି ଘଟଣା ଦେଖିବାକୁ…

ତୋଷାଳି ସିମେଣ୍ଟ କାରଖାନା ଆଗରେ ୭ଦଫା ଦାବିନେଇ ଶ୍ରମିକଙ୍କ ଆନ୍ଦୋଳନ

କୋରାପୁଟ /ପଟ୍ଟାଙ୍ଗି -: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ଠାରେ ରହିଥିବା ତୋଷାଳି ସିମେଣ୍ଟ କାରଖାନାର କାର୍ଯ୍ୟରତ ଶ୍ରମିକଙ୍କ ସାତ ଦଫା ଦାବି ନେଇ କାରଖାନା ସମ୍ମୁଖରେ ଆଜକୁ ଚାରିଦିନ ହେଲା ଧାରଣାରେ ବସିଛନ୍ତି । ଶ୍ରମିକ ସଂଘ…

ପୋଲିସ ନ୍ୟାୟ ନଦେବାରୁ ବିଷ ପିଇଲେ ବାପ ଝିଅ, ବାପ ଗୁରୁତର ଝିଅ …

ଭଦ୍ରକ -: ପୁଲିସ ନ୍ୟାୟ ନ ଦେବାରୁ ବିଷ ପିଇଲେ ବାପା-ଝିଅ । ବାପା ଗୁରୁତର ଥିବା ବେଳେ କଟକ ବଡ଼ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଝିଅ ସୁସ୍ଥ ଅବସ୍ଥାରେ ଅଛି । ଗୁରୁତର ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ…

ପଶ୍ଚିମ ଓଡିଶାରେ ଚାଞ୍ଚଲ୍ୟ, ନାବାଳିକାକୁ ୩ଦିନ ଧରି ଦୁଷ୍କର୍ମ : ଥାନାରେ ୩ଅଭିଯୁକ୍ତ ଅଟକ

ଡୁଙ୍ଗୁରିପାଲି /ଏସ ରାମପୁର -: ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାରସମାଲ ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଉକ୍ତ ଗ୍ରାମର ୩ ଜଣ ଯୁବକ ୩ ଦିନ ଧରି ବାରମ୍ବାର ଗଣଦୁଷ୍କର୍ମ କରିଥିବା ନେଇ ରାମପୁର…

ଅକାଳରେ ଚାଲିଗଲା ମା ଝିଅଙ୍କ ଜୀବନ, ନୂଆପଡାରେ ଚାଞ୍ଚଲ୍ୟ

ନୂଆପଡ଼ା -: ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ରାତିରେ ବିଷଧର ସାପ କାମୁଡ଼ାରେ ମା ଓ ଝିଅ ମୃତ ହୋଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪) ଝିଅ ସବିତା…

ମ.ରାମପୁରରେ ରାମଲିଳା ଶାନ୍ତିଶୃଙ୍ଖଳାର ସହ ଶେଷ

କଳାହାଣ୍ଡ(ବିରଞ୍ଚି କରୁଆଁ ) -: କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଚାଲିଥିବା ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ରାମଳିଲା ନାଟକ ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ ମୁଖ୍ୟ ଅତିଥି ଭାବରେ ନାଟକର ଅନ୍ତିମ…

ସ୍କୁଲବସକୁ ୪୦ହଜାର ଜୋରମାନା, ଇଏ କେମିତିକା ବସ ଜାଣିଲେ ଅଭିଭାବକଙ୍କ ହୋସ ଉଡିଯିବ …

ଭୁବନେଶ୍ୱର -: ଦୁଇଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଧା ବାଟରେ ଅଟକାଉଛନ୍ତି । ଡ୍ରାଇଭରଙ୍କଠାରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଯେଉଁ ଗାଡ଼ିଗୁଡ଼ିକର କାଗଜପତ୍ର…

Bhumibarta april 18-24

error: Content is protected !!