୪୯ଟି ଆଣ୍ଡ୍ରୋଏଡ ମୋବାଇଲ ଜବତ କଲା କଟକ କମିସନରେଟ୍ ପୋଲିସ, ପ୍ରମାଣ ଦେଇ ଆପଣଙ୍କ ମୋବାଇଲ ନେଇଯାଆନ୍ତୁ

କଟକ: ସିଲଭରସିଟିରୁ ଏକ ମୋବାଇଲ ଚୋରକୁ ଧରିଲା କଟକ କମିସନରେଟ ପୁଲିସ । ଧରା ପଡିଥିବା ମୋବାଇଲ ଲୁଟେରାର ନାଁ ସରୋଜ ବେହେରା । ଗିରଫ ଅଭିଯୁକ୍ତର ଘର ସତୀଚୌରା ଅଞ୍ଚଳ ଇମାମପଡା ବସ୍ତିରେ ବୋଲି ଜଣାପଡିଛି । ସରୋଜ ଠାରୁ…

ବଦଳିବ ଏୟାର ଇଣ୍ଡିଆର ଭାଗ୍ୟ ! 

ନୂଆଦିଲ୍ଲୀ -: କିଛି ଦିନର ଅପେକ୍ଷା ପରେ ଶେଷରେ ଟାଟା ସନ୍ସ କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି । ଟାଟା ସନ୍ସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ୫୦ ବର୍ଷୀୟ କ୍ୟାମ୍ପବେଲ…

ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବ ଅଧାରୁ ପାଠ ଛାଡ଼ିଥିବା ଅସହାୟ ଝିଅ ରୋହିଣୀ ମାଝୀ

ଜୁନାଗଡ଼ -: ଜନ୍ମରୁ ପିତାମାତା ଙ୍କୁ ହରେଇ ତାଙ୍କର ସ୍ନେହ ବିନା ବଞ୍ଚିତ ହୋଇ ଜୀବନ ସହ ସଂଘର୍ଷ କରି ବଂଚୁଥିଲେ ତିନି ଭାଇ ଭଉଣୀ l ପିତା ମାତା ଙ୍କ ଦେହାନ୍ତ ପରେ ତିନିଜଣଙ୍କୁ ନିଜର ଜେଜେମା ଲାଳନ ପାଳନ…

ଦୁଇ ଭଉଣୀଙ୍କ ମଥାରୁ ସିନ୍ଦୁର ଛଡାଇ ନେଲା ବାଇକ ଦୁର୍ଘଟଣା

କଳାହାଣ୍ଡି (ଜଗୁଲାଲ ମାଝୀ) -: ଥୁଆମୂଳ ରାମପୁର ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ରାମପୁର-ଭବାନୀପାଟଣା ପାଲଜୋର୍ ନିକଟ…

ତାଜ୍‌ମହଲର ୨୨କୋଠରି ଜନସ୍ବାର୍ଥ ମାମଲା ଘଟଣାରେ ଏଭଳି କହିଲେ ହାଇକୋର୍ଟ

ଲକ୍ଷ୍ନୌ: ଜନସ୍ବାର୍ଥ ମାମଲା ବ୍ୟବସ୍ଥାକୁ ବିଦ୍ରୂପ ନ କରିବା ଲାଗି ଆଜି ଆହ୍ଲାବାଦ ହାଇକୋର୍ଟ ହାଇକୋର୍ଟଙ୍କର ଦୁଇଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଆବେଦନକାରୀ ମାନଙ୍କୁ କହିଛନ୍ତି। ତାଜ୍‌ମହଲରେ ବନ୍ଦ କରାଯାଇଥିବା ୨୨ଟି କୋଠରି ଖୋଲିବା ଲାଗି ଏକାଧିକ ଜନସ୍ବାର୍ଥ ମାମଲା ଦାଏର…

ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର୍‌ ହେଲେ ରାଜୀବ କୁମାର, ମେ ୧୫ରେ ଦାୟିତ୍ବ ଗ୍ରହଣ କରିବେ

ନୂଆଦିଲ୍ଲୀ: ଆଜି ନିର୍ବାଚନ କମିସନର୍‌ ରାଜୀବ କୁମାର ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ପାଇଛନ୍ତି। ଏବେ ମୁଖ୍ୟ ନିର୍ବାଚନ କମିସନର୍‌ ଥିବା ସୁଶୀଲ୍‌ କୁମାର ମେ ୧୪ରେ ଅବସର ଗ୍ରହଣ କରିବା ପରେ ମେ ୧୫ରେ ରାଜୀବ କୁମାର…

ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)

ରାଉରକେଲା -: ସଫ୍ଟୱେୟାର ଡେଭଲପମେଣ୍ଟ ପାଇଁ ରାଉରକେଲା ସହରରେ ଆରମ୍ଭ ହୋଇଥିଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)। ଏହାର ଲକ୍ଷ୍ୟ ଥିଲା, ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚାହୁଥିବା ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ଆପ୍ ତିଆରି କରିବାଲାଗି ଆନୁସଙ୍ଗିକ ସୁବିଧା…

ଭୁବନେଶ୍ୱରେ ଏନକାଉଣ୍ଟର : କୁଖ୍ୟାତ ଅପରାଧି ଚକରା ପୋଲିସ କବଜାରେ, ୭ ଫେରାର

ଭୁବନେଶ୍ବର -: ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ,…

ରାତିରେ ପଡିଲା ହାତଗଣ୍ଠି, ସକାଳୁ କନ୍ୟାକୁ ଛାଡି ବର ଫେରାର

ଭରତପୁର -: ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜୌତୁକ ପାଇଁ ରାତିରେ ବିବାହ କରିଥିବା ୨ ଜଣ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ୨ ଭାଇ। ୨ କନ୍ୟା ସଂପର୍କୀୟ ଭଉଣୀ ବୋଲି ଜାଣିବାକୁ ମିଳିଛି।…

error: Content is protected !!