ଅଫିସ ଭିତରେ ପଶି ବିଜେପି ପ୍ରବକ୍ତାଙ୍କୁ ଶକ୍ତ ଚାପୁଡ଼ା ମାରିଲେ …(ଦେଖନ୍ତୁ ଭିଡିଓ)

ମୁମ୍ବାଇ -: ଅଫିସ ଭିତରେ ପଶି ବିଜେପି ପ୍ରବକ୍ତାଙ୍କୁ ଚାପୁଡ଼ା ମାରିଲେ ଏନସିପି କାର୍ଯ୍ୟକର୍ତ୍ତା। ବିଜେପିର ମହାରାଷ୍ଟ୍ର ୟୁନିଟ୍ ନେତା ବିନାୟକ ଅମ୍ବେକର ଏନସିପି କର୍ମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ବଚସା ହେବା ପରେ ଏନସିପିର ଜଣେ କାର୍ଯ୍ୟକର୍ତ୍ତା ତାଙ୍କୁ…

ରାଜନୀତି କରିବାରୁ ଭାରତୀୟ କୃଷକ ସଂଘରୁ ବିଦା ହେଲେ ରାକେଶ ଟିକାୟତ, ନୂଆ ଅଧ୍ୟକ୍ଷ ହେଲେ ରାଜେଶ ଚୌହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ରାକେଶ ଟିକାୟତଙ୍କୁ ଭାରତୀୟ କିଷାନ ସଂଘରୁ ବରଖାସ୍ତ କରାଯାଇଛି। ଏଥି ସହ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି। ତାଙ୍କ…

ଆସିଗଲା ଆମ୍ବ ସିଜିନ୍‌, ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମ୍ୟାଙ୍ଗୋ ବର୍ଫି

ଆମ୍ବ ସିଜନରେ କାହାକୁ ବା ଆମ୍ବ ଖାଇବା ପସନ୍ଦ ନୁହେଁ। ଆପଣ ଯଦି ଆମ୍ବ ଲଭର, ତାହେଲେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହାକୁ ବନାଇବା ଏକଦମ୍‌ ସହଜ ପୁଣି ଆପଣ ୟାକୁ ବହୁତ କମ୍‌ ସମୟରେ…

୨୦ ବର୍ଷ ବୟସରେ ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ; ନିଜେ ରହୁଥିବା ଫ୍ଲାଟ୍‌ରେ ଦେଇଦେଲେ ରଶି

କୋଲକାତା -: ଅକାଳରେ ଚାଲିଗଲା ଆଉ ଏକ ଅମୁଲ୍ୟ ଜୀବନ। ମାତ୍ର ୨୦ବର୍ଷ ବୟସରେ ଜୀବନ ହାରିଲେ ବଙ୍ଗୀୟ ଅଭିନେତ୍ରୀ ପଲ୍ଲବୀ ଦେ’। ପଲ୍ଲବୀଙ୍କ ଏଭଳି ପଦକ୍ଷେପ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହି ଖବର ଶୁଣି ତାଙ୍କ ପ୍ରଶଂସକଙ୍କୁ…

ମିଳିଲା ୨୮୨ ସୈନିକଙ୍କ କଙ୍କାଳ …

ଚଣ୍ଡିଗଡ଼ -: ଅମୃତସର ନିକଟରେ ଚାଲିଥିବା ଏକ ପ୍ରତ୍ନତାତ୍ତ୍ୱିକ ଖନନ କାଳରେ ସେଠାରୁ ୧୮୫୭ ମସିହାରେ ହୋଇଥିବା ଭାରତର ପ୍ରଥମ ସ୍ୱାଧୀନତା ଯୁଦ୍ଧରେ ଅଂଶଗ୍ରହଣ କରିଥିବା ୨୮୨ ଜଣ ଭାରତୀୟ ସୈନିକଙ୍କ କଙ୍କାଳ ମିଳିଛି। ଏହି ସୂଚନା ଦେଇଛନ୍ତି, ପଞ୍ଜାବ ବିଶ୍ୱବିଦ୍ୟାଳୟର…

ଗାନ୍ଧୀବାଦୀ ସଙ୍ଗଠକ ବିଷ୍ଣୁ ଦାସଙ୍କ ୭୦ ତମ ଜନ୍ମଦିନ ପାଳିତ, ବଣ୍ଟାଗଲା ୨୦୦ ଔଷଧୀୟ ଚାରା ଗଛ

ଚୌଦ୍ୱାର -: ବରିଷ୍ଠ ସମାଜସେବୀ ତଥା ଗାନ୍ଧୀବାଦୀ ସଙ୍ଗଠକ ବିଷ୍ଣୁ ଦାସଙ୍କ ୭୦ ତମ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳିଛି ସାମାଜିକ ସଙ୍ଗଠନ ଆହ୍ୱାନ। ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଷ୍ଣୁ ଦାସଙ୍କ…

ବଦଳୁଛି ଧର୍ମଗଡ ପଞ୍ଚାୟତ କଲେଜର ରୂପରେଖ

ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -:  ସୁଦୃଢ଼ ହେବାରେ ଲାଗିଛି ଧର୍ମଗଡ଼ ପଞ୍ଚାୟତ କଲେଜର ଭିତ୍ତିଭୂମି। ନୂତନ କଲେଜ ବିଲ୍ଡିଂ ସାଙ୍ଗକୁ ନୂତନ ବିଜ୍ଞାନଗାର ପଞ୍ଚାୟତ କଲେଜର ଭିତ୍ତିଭୂମି ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ଦେଇଛି। ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ନବ ନିର୍ମିତ…

Onwin Sorunsuz Giriş

Genel Archives Go to website Kullanıcılarını önemseyen ve onların kazanması için elinden gelenin çok daha fazlasını yapan Onwin bundan sonra en fazla kullanacağınız platformlardan biri olacaktır. Onlar için site içerisinde…

ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା

ମୟୂରଭଞ୍ଜ/କରଞ୍ଜିଆ -: ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି । ଗୋଟିଏ…

ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେଲା ୧୩ ବର୍ଷର ନାବାଳକ

ଲକ୍ଷ୍ନୌ -: ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ସେର୍‌ପୁର ଥାନା ଅଞ୍ଚଳରେ ଜଣେ ବର୍ଷକର କୁନି ଝିଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୩ ବର୍ଷର ଜଣେ ନାବାଳକକୁ ଧରିଛି।…

error: Content is protected !!