ଖରାଦିନେ ଆପଣଙ୍କ ତ୍ୱଚାର ସୁରକ୍ଷା ପାଇଁ କେମିତି କରିବେ ଘରୋଇ ଉପଚାର ଆସନ୍ତୁ ଜାଣିବା …

କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ କଞ୍ଚା ପିଆଜ ବ୍ୟବହାର କରାଯାଏ ନାହିଁ, ବରଂ ଏଥିରୁ ଅନେକ ଅଜବ ପ୍ରକାର ଫାଇଦା ମଧ୍ୟ ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କଞ୍ଚା ପିଆଜକୁ ତ୍ୱଚାରେ ଘଷିଲେ ଏହାର ଅଦ୍ଭୁତ ପ୍ରଭାବ…

କଟକ ସୃଷ୍ଟି ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ନାକ ପଟେ ହେଉଛି ଖପୁରୀ ଅପରେସନ

କଟକ -: କଟକ କାଠଗୋଲା ସାହି ରିଙ୍ଗ ରୋଡରେ ଥିବା ସୃଷ୍ଟି ହସ୍ପିଟାଲରେ ଚାରିଟି ଅତି ବିରଳ ଅସ୍ତ୍ରୋପଚାର ସଫଳତାର ସହ ହୋଇଛି । ମସ୍ତିଷ୍କରେ ହେଉଥିବା ଟ୍ୟୁମରକୁ ଏଣ୍ଡୋସ୍କୋପିକ୍ ପିଟ୍ୟୁଟାରୀ ସର୍ଜରୀ ଦ୍ବାରା ସଫଳତାର ସହ ବାହାର କରିଦିଆଯାଇ ପାରିଛି…

ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ ବେଟିଂ : ରେଡ୍ ହ୍ୟାଣ୍ଡରେ ଧରିଲା, ୫ଗିରଫ ୪.୫୬ ଲକ୍ଷ ଟଙ୍କା ଓ ୨୦୩ ଗ୍ରାମ ସୁନା ସହ କାର ଜବତ

ବ୍ରହ୍ମପୁର -: ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆଇପିଏଲ ବେଟିଂ ଚାଲିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ଗୋଷାଣୀନୂଆଗାଁ ଥାନା ପୋଲିସ । ଗିରଫ ପାଞ୍ଚ ଜଣ ହେଲେ ଗୋଳନ୍ଥରାର ଦିପୁ ନାହାକ, କିଟୁ ରାଉତ ,…

ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀ ଓ ଭୁବନେଶ୍ୱରରେ ବିରୋଧ 

ପୁରୀ/ଭୁବନେଶ୍ୱର -: ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ସୋମବାର ଦିନ ପୁରୀ ରେଳଷ୍ଟେସନ୍‌‌ଠାରେ ଦୃଢ଼ ବିରୋଧ ପ୍ରଦର୍ଶନ କରାଯାଇଛି । ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ଦୃଢ଼ ବିରୋଧ କରିବା ସହ ତାଙ୍କୁ ପୁରୀ ଛାଡ଼ି ଚାଲିଯିବାକୁ…

ପିକଅପ ଭ୍ୟାନ୍ ଓଲଟି ୨ ମୃତ ୯ ଗୁରୁତର

କଳାହାଣ୍ଡି (ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା କଲମପୁର ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାର ସାମ୍ୟ ହାରାଇ ଓଲଟିଲା ପଡିଲା ପିକ୍‌ଅପ୍ ଭ୍ୟାନ ଦୁଇ ମୃତ ନଅ ଗୁରୁତର । ଦୁଇ ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ…

ସୁନାଗହଣା ଧରି ପ୍ରେମିକ ସହ ଚମ୍ପଟ ମାରିଲେ ନବବିବାହିତା

ଭୁବନେଶ୍ୱର -: ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଚାଟିଂ କଲେ ସ୍ତ୍ରୀ । ପରେ ପରିବାର ଲୋକଙ୍କୁ ଲୁଟିଲେ । ସୁନାଗହଣା ଧରି ବୟଫ୍ରେଣ୍ଡ ସହ ଚମ୍ପଟ ମାରିଲେ ନବବିବାହିତା । ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।…

ଏସ୍‌‌ସିବିରେ ଖତ ଖାଉଛି ପେଟି ପେଟି ଔଷଧ, ସରକାର କା ମାଲ୍ ଦରିଆ ମେ ଡାଲ୍‌

କଟକ -: ଏସ୍‌‌ସିବିରେ ଗଦା ହୋଇ ପଡ଼ିଛି ପେଟି ପେଟି ଔଷଧ । କେଉଁ ଔଷଧ ଅଧା ଖୋଲା ହୋଇ ପଡ଼ିଛି ତ ପୁଣି କାହାର ପେଟି ସବୁ ଫାଟି ଗଲାଣି । ରାଜ୍ୟ ଔଷଧ ନିଗମ (ଓଏସ୍‌‌ଏମ୍‌‌ସିଏଲ୍‌‌) ପକ୍ଷରୁ ନିରାମୟ…

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ, ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର -: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌‌ ୧୮ ତାରିଖ ବୁଧବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା…

ବିବାଦରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ, ପ୍ରଥମେ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ ଏବେ କ’ଣ ହେଉଛି ଆସନ୍ତୁ ଜାଣିବା …

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ନିମନ୍ତେ ଜଗତସିଂହପୁର ସବ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆଜି ଆବେଦନ କରାଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ…

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ୪୦ ଜଣିଆ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା …

ଭୁବନେଶ୍ବର -: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ବିଜେଡି ଆଜି ବ୍ରଜରାଜନଗର ଫାଇଟ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ପ୍ରଚାର ମୈଦାନକୁ…

error: Content is protected !!