ମହିଳା ମାନେ ଏଭଳି କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପୁରୁଷ ମାନେ ଦେଖିବା ଅନୁଚିତ୍‌, ନହେଲେ ଭୋଗିବେ ନର୍କ ଯନ୍ତ୍ରଣା

କୁହାଯାଏ, ବ୍ୟକ୍ତିକୁ ନିଜ କର୍ମ ଅନୁସାରେ ଭଲ ଓ ଖରାପ ଫଳ ମିଳିଥାଏ। ଯେଉଁ ବ୍ୟକ୍ତି ଭଲ କାମ କରନ୍ତି, ତାଙ୍କୁ ମୃତ୍ୟୁ ପରେ ସ୍ୱର୍ଗ ସୁଖ ମିଳିଥାଏ। ସେହିଭଳି ଯେଉଁମାନେ ଖରାପ କାମ କରନ୍ତି ତାଙ୍କୁ ନର୍କ ଯନ୍ତ୍ରଣା ଭୋଗ…

ପଣସପଦା ହରିହର ବିଦ୍ୟାପିଠ ୫୦ ବର୍ଷ ପୃତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ

ପୁରୀ(ସୁବାଷ ସାହୁ ) – : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଣସପଦା ହରିହର ବିଦ୍ୟାପୀଠ ୫୦ବର୍ଷ ପୃତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ଓ…

ଜୁନ୍ ୮ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଅତୀତ ସ୍ମୃତି ତାଜା ହେବ । ଏକାଗ୍ରତାର ସହ କାମ କରିବାକୁ ଚେଷ୍ଟା କରିବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ । ଘରକୁ ବନ୍ଧୁଙ୍କ ଆଗମନ ହେବ । ‌ ବୃଷ: ପାରିବାରିକ ଦାୟିତ୍ୱ ସଂପୂର୍ଣ୍ଣ କରିବେ…

ପୋଷ୍ଟ ଅଫିସର ଦମଦାର ସ୍କିମ୍‌, ୧୦,୦୦୦ ନିବେଶ କରନ୍ତୁ ପାଆନ୍ତୁ ୧୬ ଲକ୍ଷ

ନା ରହିବ ରିସ୍କ, ନା ରହିବ ଅନସେଫର ଚିନ୍ତା। କେବଳ ସୁରକ୍ଷିତ ହିଁ ସୁରକ୍ଷିତ। କୌଣସି ବି ନିବେଶ ସହିତ ରିସ୍କ ଫ୍ୟାକ୍ଟର ଯୋଡା ହୋଇଥାଏ। ଏମିତିରେ ଆପଣ ଏକ ଏମିତି ଜାଗାରେ ନିବେଶ କରିବା ଉଚିତ ଯେଉଁଠି ଆପଣଙ୍କ ଟଙ୍କା…

ମୃତ ପୁତ୍ରର ଚାଲିଥିଲା ଶ୍ରାଦ୍ଧକର୍ମ, ସଶରୀରେ ଫେରିଲେ ପୁତ୍ର

ଅଗରତାଲା -: ଗତ ମାସରେ ନିଖୋଜ ହେବା ପରେ ତ୍ରିପୁରାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଘରେ ତାଙ୍କର ମୃତ୍ୟୁ ପରବର୍ତ୍ତୀ ରୀତିନୀତି (ଶ୍ରାଦ୍ଧକର୍ମ) ଚାଲିଥିବା ବେଳେ ମଙ୍ଗଳବାର ଦିନ ସେ ସଶରୀରରେ ନିଜ ଘରକୁ ଫେରି ଆସିଛନ୍ତି। ଏହି ଘଟଣା ଉତ୍ତର-ପୂର୍ବ…

କୋର୍ଟ ନିର୍ଦ୍ଧେଶକୁ ବେଖାତିର, ଏସ.ପିଙ୍କ ନିକଟରେ ଅଭିଯୋଗ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ବିରିଡି ଥାନା ଅନ୍ତର୍ଗତ ଅଣଖିଆ ଗୋପୀନାଥପୁର ଗ୍ରାମରେ ଦୁଇ ପରିବାର ମଧ୍ୟ୍ୟ ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଗତସିଂହପୁର ସିଭିଲ କୋର୍ଟ ନିର୍ଦେଶକୁ ଖୋଲା ଖୋଲି ଉଲଘଂନ କରାଯାଉଥିବା ବେଳେ ବିରିଡି…

ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡା ଇ-ସ୍କୁଟର ୟୁଗୋ, ଲୁକରେ ଏକଦମ୍‌ ଷ୍ଟାଇଲିସ୍‌

ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡା ୟୁଗୋ। ଏହାର ପ୍ରାରମ୍ଭିକ ମୂଲ୍ୟ ୭୪୯୯ ସିଏନଓ୍ୱାଇ l ଇଲେକଟ୍ରିକ ସ୍କୁଟରର ଚାହିଦା ଦେଖି ଇଣ୍ଡିଆରେ ନିଜର ଜବରଦସ୍ତ ଏଣ୍ଟ୍ରି କରିବାକୁ ଯାଉଛି ୟୁଗୋ। ଭାରତୀୟ ବଜାରରେ ଇଲେକଟ୍ରିକ ସ୍କୁଟରର ଡିମାଣ୍ଡକୁ ଦେଖି ହୋଣ୍ଡା…

ଜାଣନ୍ତୁ କଣ ଅନୁଭବଙ୍କ ଶେଷ ଇଛ୍ଛା ! ମତେ ମାରି ସାରିଲଣି ,ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ

କଟକ -: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି। ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି।…

ପୋଲିସ୍ ପ୍ରଶାସନ ବିରୋଧରେ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟର ପାଲଟିଗଲେ ପାଗଳ, କହିଲେ ମୁଁ ମାନସିକ ରୋଗୀ

ପୁରୀ -: ଗତକାଲି ଅବକାରୀ ବିଭାଗ ଓ ଜିଲ୍ଲା ପୋଲିସ ପ୍ରଶାସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କ ସ୍ତ୍ରୀ ଦୁଇଟି ଭିଡିଓ ଜାରି କରିଛନ୍ତି। ସେ ଜଣେ ମାନସିକ ରୋଗୀ ଓ ଦୀର୍ଘ…

ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଛାଡୁଥିଲେ ସ୍ୱାମୀ, ତା ପରେ ହେଲା ଏଭଳି ଅବସ୍ଥା

ଭୁବନେଶ୍ୱର -: ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର…

error: Content is protected !!