ଜୁନ୍ ୯ ଗୁରୁବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଜୀବନରେ ନୂଆ ପରିବର୍ତ୍ତନର ସଂକେତ ମିଳିପାରେ। ପରିବାରରେ ଅଧିକ ଲୋକ ଖୁସି ରହିବେ। ଇଂଜିନିୟରଙ୍କୁ ଅତିଶୀଘ୍ର ଲାଭ ମିଳିବ। ପାଖଲୋକ ଆର୍ଥିକ ସହାୟତା ମାଗିବେ। ‌ ବୃଷ: ଅଫିସ କାମର ବାଧା ଆସିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ, ଆପଣଙ୍କ…

ଖାଇଗଲେ ଅଙ୍ଗନୱାଡି ପିଲାଙ୍କ ଖେଳଣା କିଣା ଟଙ୍କା ! ସନ୍ଦେହ ଘେରରେ ସୁପରଭାଇଜର

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ଖେଲଣା କିଣାରେ ଦୁର୍ନୀତ ହୋଇଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ, ବ୍ଲକରେ ୨୭ ଟି ମିନି ଅଙ୍ଗନୱାଡି…

ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍, ୨୪ ଜଣଙ୍କ ସହ ନାଳକୁ ଖସିପଡ଼ିଲେ ମେୟର ଓ ତାଙ୍କ ପତ୍ନୀ ଦେଖନ୍ତୁ ଭିଡିଓ

ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍। ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର। ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ଭାଙ୍ଗିଯାଇଥିଲା। ଏହା ଫଳରେ ମେୟରଙ୍କ…

ମିତାଲି ରାଜ୍‌ ନେଲେ ସନ୍ନ୍ୟାସ, ଅନ୍ତର୍ଜାତୀୟ କ୍ରିକେଟକୁ କହିଲେ ଅଲ୍‌ବିଦା : ଅଧୁରା ରହିଗଲା ଏହି ବଡ଼ ସ୍ବପ୍ନ

ନୂଆଦିଲ୍ଲୀ -: ଭାରତର ଲୋକପ୍ରିୟ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ରାଜ ଗତ ୨୩ବର୍ଷ ଧରି କ୍ରିକେଟ୍ ଖେଳୁଥିଲେ। ବୁଧବାର ୩୯ବର୍ଷ ବୟସରେ ସେ…

ନିର୍ଭୟା କାଣ୍ଡର ପୁନରାବୃତ୍ତି, ନାବାଳିକାକୁ ନିଶା ଔଷଧ ଖୁଆଇ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର …

ବିହାର -: ନିର୍ଭୟା କାଣ୍ଡର ପୁନରାବୃତ୍ତି। ବିହାରର ପଶ୍ଚିମ ଚମ୍ପାରନ୍‌ର ବେତିୟା ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ଏକ ବସ୍‌ରେ ମଙ୍ଗଳବାର ଦ୍ୱିପ୍ରହରରେ ଜଣେ ନାବାଳିକା ଝିଅକୁ ନିଶା ଔଷଧ ଖୁଆଇ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ସମେତ ଆଉ ଜଣେ…

୬ ବର୍ଷରେ କୋଠାର ଛାତରୁ ଗଳୁଛି ପାଣି, ବିଶ୍ୱସ୍ତରୀୟ ଏସ୍‌ସିବି କାର୍ଯ୍ୟକୁ ନେଇ ଏବେ ସନ୍ଦେହ ..

କଟକ -: କଟକ ବଡମେଡିକ‌ାଲ ହେବ ବିଶ୍ବସ୍ତରୀୟ। ଏଥିପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇ ଅନ୍ତରାଷ୍ଟ୍ରୀୟ କଂପାନି ଏଲ୍ଆଣ୍ଡଟିକୁ କାମ ଦିଆଯାଇଛି। ଏଲଆଣ୍ଡଟି ମଧ୍ୟ କାମକୁ ‌ଆଗେଇ ନେଉଛି। ତେବେ ପୂର୍ବରୁ କଟକ ବଡମେଡିକାଲରେ ଏଲ୍‌ଆଣ୍ଡଟି ଯେଉଁ କାମ କରିଛି, ସେହି କୋଠାର…

ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ସଂସ୍କୃତି ଭବନ ପରିସରରେ ସମ୍ମିଳିତ ବ୍ୟାଙ୍କ ସମୂହ ପକ୍ଷରୁ ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ…

ବାଙ୍କୀ ନିକଟସ୍ଥ ମହାନଦୀରେ ଫସି ରହିଛନ୍ତି ୨ ହାତୀ

କଟକ/ବାଙ୍କୀ –: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ ହୋଇଯିବାରୁ ଆଉ ଯାଇ…

ପ୍ରେମ କରି ବିବାହିତ ମହିଳାଙ୍କୁ ହାଣ୍ଡିଆ ପିଆଇ ବାଇକରେ ନେଇଯାଉଥିବା ବେଳେ ବାଟରେ ଘଟିଲା ଏଭଳି ଘଟଣା …

କେନ୍ଦୁଝର -: ମାତ୍ର କିଛି ମାସ ହେଲା ବିବାହିତ ଯୁବକଙ୍କ ଅଜବ କାରନାମା । ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ଭଲ ପାଇ ଘରକୁ ନେଉଥିବା ବେଳେ, ତାଙ୍କୁ ଅପହରଣ କରିବା ଅଭିଯୋଗରେ , ମହିଳାଙ୍କ ବୋତଲ ମାଡ଼ରେ ଗୁରୁତର ହେଲେ ତଥାକଥିତ…

୧୦୦ ବର୍ଷ ପରେ ଆବିଷ୍କାର ହେଲା ପ୍ରାକୃତିକ ଲିପିଷ୍ଟିକ ଗଛ

ବୋଟାନିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ବିଏସ୍‌ଆଇ)ର ଗବେଷକମାନେ ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ଏକ ବିରଳ ଗଛକୁ ୧୦୦ ବର୍ଷରୁ ଅଧିକ ସମୟରେ ପରେ ପୁଣି ଥରେ ଆବିଷ୍କାର କରିଛନ୍ତି। ଏହି ଗଛର ବୈଜ୍ଞାନିକ ନାମ ‘ଏସ୍‌ଚିନାନ୍‌ଥସ୍‌ ମନେଟାରିଆ ଡନ୍’। ‘ଏସ୍‌ଚିନାନ୍‌ଥୋସ୍‌’…

error: Content is protected !!
Verified by MonsterInsights