ଆମପାଣି ପୁଲିସ ଦ୍ୱାରା ବିଦେଶୀ ମଦ ଜବତ, ୨ ଅଟକ

କଳାହାଣ୍ଡି -: ନବରଙ୍ଗପୁର ଜିଲ୍ଲା ରୁ କଳାହାଣ୍ଡି ଜିଲ୍ଲାର ଆମପାଣି ଅଞ୍ଚଳକୁ ବେଆଇନ ବିଦେଶୀ ମଦ ଚାଳାଣବେଳେ ଗୁରୁବାର ଆମପାଣି ପୁଲିସ ୨ ଜଣକୁ ଅଟକ ରଖିଛି । ଅଟକ ୨ ଜଣ ହେଲେ ମୈଦଲପୁର ବିଦେଶୀ ଅଫ୍ ସୋପ୍‌ର କର୍ମଚାରୀ…

ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ବାହାରେ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ -: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇପାରନ୍ତି। ଏହି ଦିନ କଂଗ୍ରେସ ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବ। ଦିଲ୍ଲୀରେ ସମସ୍ତ ସାଂସଦ ଏବଂ ସିଡବ୍ଲୁସି…

ଜୁନ୍ ୧୦ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଆପଣଙ୍କର ସ୍ବଭାବ ଆଖପାଖର ବାତାବରଣକୁ ମଜାଦାର କରିବେ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର ସଂପୂର୍ଣ୍ଣ କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୃଷ: ମନ୍ଦିରକୁ ଯାଆନ୍ତୁ, ମନରେ ଆଶା ସଞ୍ଚାର ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ସ୍ଥିତି ସୁଦୃଢ଼…

ଆପଣ ବାଟରେ ଗଲାବେଳେ କାଉ ଦେଖୁଛନ୍ତି କି ? ଜାଣନ୍ତୁ କଣ କହୁଛି ଜ୍ୟୋତିଷ ଶାସ୍ତ୍ର : ଶୁଭ ଓ ଅଶୁଭ

ଜ୍ୟୋତିଷ ଶାସ୍ତ୍ରରେ କୁଆକୁ ଏକ ପକ୍ଷୀ ଭାବେ ଦେଖାଯାଇଥାଏ । ଆପଣଙ୍କ ପାଇଁ ଆଗକୁ ଘଟିବାକୁ ଥିବା ସମସ୍ୟା ସମ୍ପର୍କରେ କୁଆଙ୍କ ଠାରୁ ମଧ୍ୟ ଜଣା ଯାଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ, କୁଆକୁ ଯମ ଦୂତ ବୋଲି କୁହାଯାଇଥାଏ ।…

ସଲମାନ୍‌ଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ, ଧୀରେ ଧୀରେ ଖୋଲୁଛି ସବୁ ରହସ୍ୟ

ନୂଆଦିଲ୍ଲୀ -: କିଛି ଦିନ ତଳେ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା ପରେ ସଲମାନ୍‌ ଖାନ୍‌ ଓ ତାଙ୍କ ବାପାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା। ସଲମାନଙ୍କ ବାପା ସଲିମ୍‌ ଖାନ୍‌ ଓ୍ଵାକିଂ କରିବାକୁ ଯିବା ବେଳେ ଏକ…

ଜାନକୀ ହତ୍ୟାକାଣ୍ଡର ଫିଟିଲା ଗୁମର, କାହିଁକି ହତ୍ୟା କରିଥିଲା ଦାମୋଦର ଜାଣିଲେ ଆପଣଙ୍କ ହୋସ ଉଡିଯିବ

କୋରାପୁଟ -: ବିବାହକୁ ୮ ବର୍ଷ ହୋଇଥିଲେ ବି ସନ୍ତାନଟିଏ ପାଇ ପାରୁ ନ ଥିଲେ ଦାମୋଦର। ଯୁଆଡେ ଗଲେ ଟାହିଟାପରା ଶୁଣିବାକୁ ମିଳୁଥିଲା। ମୁଖ୍ୟତଃ ଛୋଟାଗୁଡା ଗାଁର ସାହିବାସିନ୍ଧା ଦାମ‌ୋଦରଙ୍କୁ ଟାହିଟାପରା କରୁଥିଲେ। ଏଥିରେ ଅତିଷ୍ଟ ହୋଇ ଦାମୋଦର ଦ୍ବିତୀୟ…

ଦାଦନ ଯାଇ ଶବ ପାଲଟିଲା ପୁଅ, ମୃତଦେହ ଆଣିବା ପାଇଁ ଉପଜିଲ୍ଲାପାଳଙ୍କୁ ଗୁହାରୀ କଲେ ବାପା

ରେଢ଼ାଖୋଲ -: ତାମିଲନାଡୁ ର ଏକ ଲୁହା ଛଡ଼ କମ୍ପାନୀରେ ଦାଦନ ଖଟିବାକୁ ଯାଇ ଏକ ଟ୍ରେନ ଧକ୍କାରେ ଭାଇର ମୃତ୍ୟୁ ପରେ , ମୃତ ଦେହକୁ ଗାଁକୁ ଆଣିବାକୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ମୃତକର ବାପା ଓ ଭାଇ…

ବିବାଦୀୟ ମନ୍ତବ୍ୟ ଦେଇ ହରଡଘଣାରେ କଂଗ୍ରେସ ସାଂସଦ,’ଦ୍ରୌପଦୀଙ୍କ ବଦଳରେ ସୀତାଙ୍କ ବସ୍ତ୍ର ହରଣ’ 

ନୂଆଦିଲ୍ଲୀ -: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା ମାତା ସୀତାଙ୍କୁ…

ଆତ୍ମସମର୍ପଣ କଲେ ୩ ନକ୍ସଲ, ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରାଯାଉଥିବାରୁ ସଂଗଠନ ଛାଡିଲେ

ମାଲକାନଗିରି -: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପିଙ୍କ ସମ୍ମୁଖରେ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଘରକୁ…

ବାରବାଟୀ ଟିକେଟ କାଉଣ୍ଟରରେ ମହାଭାରତ , ପୁଲିସର ଲାଠିଚାର୍ଜ

କଟକ -: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରୁ ଟିକେଟ କିଣିବା ପାଇଁ…

error: Content is protected !!