ଜୁନ୍ ୧୩ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। ବୃଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ।…

ରାଜଧାନୀରେ ଲଜ୍ଜା , ନାବାଳିକାକୁ ଡିଜିଟାଲ ଦୁଷ୍କର୍ମ

ରାଜଧାନୀ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଦିଲ୍ଲୀର ଗ୍ରେଟର ନୋଏଡାରେ ଜଣେ ୩ ବର୍ଷର ଝିଅ ସହିତ ଡିଜିଟାଲ ରେପ୍‌ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ ମାମଲା ଦାଏର କରିଛି। ପୀଡିତା ପିଲା ନିଜ ବାପାଙ୍କ…

ବସି ଖାଇଦେଲେ … ମୋ କବିତା

ବିଦ୍ୟାଧର ମଲ୍ଲିକ ଅତି ଶାନ୍ତ,ଶିଷ୍ଟ ମୋ ଗାଆଁ ଲୋକନ ଜାଣନ୍ତି ଛନ୍ଦ, ମନ୍ଦସ୍ୱଭାବେ ସରଳ ଅତ୍ୟନ୍ତ ନିର୍ମଳଜିନ୍ଦଲ ଦେଖାଏ ଚାନ୍ଦ।ଦେଇ ଚୋରାଳିଶ ଭରିଦେଲା ବିଷକରିଲାଣି କରାୟତଜମି,ଭୂମି,ପାନ- ଵରଜ ନେଲାଣିନୁହନ୍ତି ବ୍ୟସ୍ତ ବିବ୍ରତ।ବସିଖାଇଦେଲେ ଟଙ୍କା ସରିଯିବଅନାହାରେ ଯିବେ ମରିଚାକିରୀ କିଏସେ କାହାକୁ ଦେଉଛିବଢ଼ି…

ବରଗଡ଼ ବରପାଲିର ମାଟି ତଳୁ ମିଳିଲା ଦୁଇ ହଜାର ବର୍ଷର ପ୍ରାଚୀନ ସଭ୍ୟତା ଅସୁରଗଡ : ବହୁ ସାମଗ୍ରୀ ଉଦ୍ଧାର

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅସୁରଗଡ଼ ଗାଁରେ ମିଳିଛି ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ଏଠରେ ମାଟି ତଳୁ ମିଳିଛି ବହୁ ପ୍ରାଚୀନ ସାମଗ୍ରୀ। ମାଟି ତଳୁ ମିଳିଥିବା ସାମଗ୍ରୀକୁ ଦେଖି ବିଶେଷଜ୍ଞ କହିଛନ୍ତି ଏହା ପ୍ରାୟ…

ଏଥର ରଜ ହେବ ପୂରା ରଙ୍ଗୀନ, ୨ବର୍ଷର କଟକଣାର ଅବସାନ ପରେ ପ୍ରକୃତୀ ରାଣୀ ରଜ ପାଗ ଆରମ୍ଭ କରିଦେଇଛି

ପୁଣି ଥରେ ପୋଡ଼ ପିଠା ମହକରେ ମହମହ ବାସିବ ସହର। ପାନର ଲାଲ୍‌ପଣ ଜିଭ ଓ ଓଠରେ ଝଲସିବ। ଦୋଳିରେ କୁଆଁରୀ ଝୁଲିବେ। ସମବେତ ସ୍ବରରେ ନହେଲା ନାହିଁ, ଟେପ୍‌ ରେକର୍ଡରୁ ଭାସି ଆସିବ ପାରମ୍ପରିକ ‘ବନସ୍ତେ ଡାକିଲା ଗଜ.. ବରଷକେ…

ଅନଲାଇନରେ ମୋବାଇଲ କିଣୁଥିଲେ ସାବଧାନ, ଶସ୍ତାରୁ ହୀନସ୍ତା ହେଲେ ଏହି ଯୁବତୀ

ଭୁବନେଶ୍ବର -: ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ଯୁବତୀ ହରାଇଲେ ୧୧ହଜାର ଟଙ୍କା । ସାଇବର ଠକେଇର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ବାଣୀବିହାର ଅଞ୍ଚଳର। ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଯୁବତୀଜଣଙ୍କ ବେନାମୀ ୱେବ୍‌ସାଇଟ୍‌ରେ ଏକ ବିଜ୍ଞାପନ…

error: Content is protected !!