ବିଜେପିର ପ୍ରଦେଶ ଅଧ୍ୟକ୍ଷଙ୍କୁ ଛୁରୀରେ ଆକ୍ରମଣ …

ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ହତ୍ୟା କରାଯିବା ପରେ ଏବେ ରାଜସ୍ଥାନର ରାଜସମନ୍ଦରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କ ଉପରେ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ ଦଳର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ…

ଥାୱର ଚାନ୍ଦ ଗେହଲଟ ହେବେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ !

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଅଗଷ୍ଟ ୬ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ଦିନ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏନଡିଏ ମେଣ୍ଟ…

ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ, ଫେରାର ହୋଇଗଲେ ଶହ ଶହ କଏଦୀ

ଆଫ୍ରିକୀୟ ଦେଶ ନାଇଜେରିଆରେ ଆତଙ୍କବାଦୀ ସଂଗଠନ ବୋକୋ ହାରାମର ହିଂସାକାଣ୍ଡ ବଢିଯାଇଛି । ମଙ୍ଗଳବାର ରାତିରେ ବୋକୋ ହାରାମର ସଦସ୍ୟମାନେ ରାଜଧାନୀ ଆବୁଜାଠାରେ ଥିବା ଏକ ଜେଲ ଉପରେ ଆକ୍ରମଣ କରି ସେଠାରେ ବନ୍ଦୀ ଥିବା ନିଜର ସଦ୍ୟମାନଙ୍କୁ ଛଡ଼ାଇନେଇଛନ୍ତି ।…

ଜୁଲାଇ ୭ ଗୁରୁବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ), ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର, ପଦ୍ମପୁର, ଭେଉଁରିଆଛକ , ପୋ.ଅ.-ରାଜୋବୋଡାସମ୍ବର, ଜି.-ବରଗଡ, ଓଡିଶା, ପିନ-୭୬୮୦୩୬ ମୋ-୯୯୩୮୦୪୮୩୦୦ Email Id- [email protected] ଆଜି ଜୁଲାଇ ୭ ତାରିଖ, ଗୁରୁବାର, ମିଥୁନ ୨୩ ଦିନ, ଆଷାଢ଼ ଶୁକ୍ଳ ଅଷ୍ଟମୀ ରା.…

ଜଳେଶ୍ୱରରେ କଳା ପଲସର ଆତଙ୍କ, ଝାମ୍ପିନେଲେ ଲକ୍ଷାଧିକ ଟଙ୍କା

ଜଳେଶ୍ୱର -: ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲା ବେଳେ କଳା ପ୍ଲସରେ ଆସି ୧ଲକ୍ଷ ୮୦ ହଜାର ଝାମ୍ପି ନେଲେ ଦୁର୍ବୁତ୍ତ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପଶ୍ଚିମବଙ୍ଗ ରାଜ୍ୟ ମୋହନପୁର ଥାନା…

୨୪ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ହେବ ଭୟଙ୍କର ବର୍ଷା …

ଭୁବନେଶ୍ୱର -: ମୌସୁମୀ ଟ୍ରଫ୍‌ ଲାଇନ ବର୍ତ୍ତମାନ ଭୁବନେଶ୍ୱର ଉପର ଦେଇ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ସମୁଦ୍ର ପତନ ଠାରୁ ୧.୫ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ଏଥିସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ବର୍ତ୍ତମାନ…

ଜନ୍ମ କଲା ମାଆକୁ ହାଣିଲା ପୁଅ …

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜିର ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ। ଏଠି ପୁଅ ମାଆର ଶତୃ ଓ ବାପାର ଶତୃ ସାଜୁଛି ।ବୁଦ୍ଧି ବିବେକ ହଜେଇ ପାଲଟି ଯାଉଛି ସଇତାନ । ହଁ ଆଜ୍ଞା ଏଭଳି ଏକ…

ମହିଳା ବିଶ୍ୱକପ୍‌ ହକି : ଭାରତ-ଚୀନ୍‌ ମ୍ୟାଚ୍‌ ଡ୍ର, ଉଭୟ ଟିମ୍‌ ୧-୧ ପଏଣ୍ଟ ହାସଲ କଲେ

ମହିଳା ବିଶ୍ୱକପ୍‌ ହକିରେ ଭାରତ-ଚୀନ୍‌ ମ୍ୟାଚ୍‌ ଡ୍ର । ଗ୍ରୁପ୍‌ ବିରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଟିମ୍‌ ୧-୧ ପଏଣ୍ଟ ହାସଲ କରିଛନ୍ତି । ଦ୍ୱିତୀୟ କ୍ୱାର୍ଟରରେ ଚୀନ୍‌ ଗୋଲ୍‌ କରି ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ତୃତୀୟ…

ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା, ଆଜିଠାରୁ ଲାଗୁ

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ପୁଣି ବଢିଲା ଘରୋଇ LPG ଗ୍ୟାସ ସିଲିଣ୍ଡର ଦର। ୧୪.୨ କେଜି ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ବଢିଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା ବଢିଥିବାବେଳେ…

ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା …

ଭୁବନେଶ୍ୱର -: ବହୁଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି । ରଶ୍ମିରେଖାଙ୍କ ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା  ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା…

error: Content is protected !!