ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପିତ

ଆଠଗଡ଼(ସର୍ବେଶ୍ୱର ପଣ୍ଡା)-:ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପନ ଦିବସ।ବିଶିଷ୍ଟ ଗୀତିକାର ରାଧାନାଥ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଭଜନ ସମାରୋହରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁ ମୁଖ୍ୟଅତିଥି, ଆଠଗଡ଼ ବନଖଣ୍ଡ ଅଧିକାରୀ…

ଜୁଲାଇ ୯ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୯ ତାରିଖ, ଶନିବାର, ମିଥୁନ ୨୫ ଦିନ, ଆଷାଢ଼ ଶୁକ୍ଳ ଦଶମୀ ଦି. ଘ.୩.୩୫ମି, ସ୍ୱାତୀ ନକ୍ଷତ୍ର, ଦି.ଘ.୧୧.୫୮, ତୁଳା ଚନ୍ଦ୍ର ନି.ଘ.୪.୫୨ମି. ପର୍ବପର୍ବାଣି- ଶ୍ରୀକ୍ଷେତ୍ରରେ ବାହୁଡ଼ା ରଥଯାତ୍ରା ମେଷ- ଆଜି ଆପଣଙ୍କ ରାଶିରେ ନୂତନ କର୍ମକ୍ଷେତ୍ର, ଅର୍ଥ…

ଇଡି ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେଲା ମୋବାଇଲ କମ୍ପାନି ଭିଭୋ

ନୂଆଦିଲ୍ଲୀ -: ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି) ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଚୀନ ମୋବାଇଲ କମ୍ପାନି ଭିଭୋ । ଇଡି ପକ୍ଷରୁ ବ୍ୟାଙ୍କ ଖାତା ଅଚଳ କରାଯାଇଥିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ । ଭିଭୋ ପକ୍ଷରୁ…

ଘରେ ବନାନ୍ତୁ ‘ଅଣ୍ଡା ମସଲା ଫ୍ରାଏ’, ଫାଇଭ ଷ୍ଟାର ହୋଟେଲର ସ୍ୱାଦ ଆପଣଙ୍କ ପାଖରେ : କେମିତି ବନାଇବେ ଆସନ୍ତୁ ଜାଣିବା

ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଲୋକମାନେ ଅଣ୍ଡାକୁ ବ୍ରେକଫାଷ୍ଟରେ ଖାଇବାକୁ ପସନ୍ଦ କରନ୍ତି  । ଆଉ ଏହି କାରଣରୁ ସିଝା ଅଣ୍ଡା, ଅଣ୍ଡା ଆମଲେଟ କିମ୍ବା ଅଣ୍ଡା ଭୁଜିଆ ଆକାରରେ ଖାଇଥାନ୍ତି  । ଅଣ୍ଡାକୁ ତରକାରୀ କରି ଖାଉଥିବାର ଖୁବ କମ ଦେଖାଯାଏ…

ହନୁମାନ ଚାଳିଶା ପଢିବାରୁ ଜୋରିମାନା ଲଗାଇଲା ଏହି ଘରୋଇ ବିଶ୍ୱବିଦ୍ୟାଳୟ …

ଇନ୍ଦୋର -: ମଧ୍ୟପ୍ରଦେଶର ଏକ ଘରୋଇ ବିଶ୍ୱବିଦ୍ୟାଳୟ (ଭିଆଇଟି ଭୋପାଳ)ରେ ହନୁମାନ ଚାଳିଶା ପଢ଼ିଥିବାରୁ ୭ ଜଣ ଛାତ୍ରଙ୍କ ଉପରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି | ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଯାଞ୍ଚ…

ଗୁଳି ଚୋଟରେ ଆହତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ

ହତ୍ୟା ଉଦ୍ୟମ ବୋଲି ମନେହେଉଥିବା ଆକ୍ରମଣରେ ଆହତ ହେବା ପରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅତି ସଙ୍କଟଜନକ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ‘କାର୍ଡିଓପଲ୍‌ମୋନାରି ଆରେଷ୍ଟ୍‌’ ଅବସ୍ଥାରେ ଅଛନ୍ତି (ଅର୍ଥାତ୍‌ ତାଙ୍କର ହୃତ୍‌ପିଣ୍ଡ ଠିକ୍‌ରୂପେ କାମ କରୁନାହିଁ) ବୋଲି ଟୋକିଓର…

ସାବଧାନ୍ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ବ୍ୟବହାରକାରୀ, ହ୍ୟାକର୍ସ ପାଇଯାଇଛନ୍ତି ଡାଟା ଖୋଜିବାର ନୂଆ ଉପାୟ

ଆପଣ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କୁ ବର୍ତ୍ତମାନ ଅଧିକ ସତର୍କ ରହିବାକୁ ପଡିବ। ଆପଣ ଜାଣିଥିବେ ବର୍ତ୍ତମାନ ଅନେକ ଅନଲାଇନ ଠକେଇ ମାମଲା ବଢୁଛି। ପୁଣି ଏବେ ୟୁଟ୍ୟୁବରେ ନୂଆ ମାମଲା ସାମ୍ନାକୁ ଆସିଛି।…

ନଦୀକୁ ଖସିଲା କାର୍, ୯ ମୃତ ଜଣେ ନିଖୋଜ

ନଦୀକୁ ଖସିଲା କାର୍ । ଉତ୍ତରାଖଣ୍ଡର ରାମନଗରରେ ଢେଲା ନଦୀରେ ଦୁର୍ଘଟଣା । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍‌ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି ।…

ରାଜ୍ୟରେ ଉପରମୁହାଁ କରୋନା, ଖୋର୍ଦ୍ଧାରେ ୨୦୦ଟପିଲା କଟକରେ ୧୦୦

ଭୁବନେଶ୍ବର -: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୧୧ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶୁକ୍ରବାର ଦିନ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୮ ଜଣ…

ଆପଣଙ୍କ ପାଇଁ ଖୁସି ଖବର, ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ ଭାଗ୍ୟ ଫିଟିବ

ଖଣ୍ଡଗିରି -: ଉଦୟଗିରି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଭାଗ୍ୟ ଖୋଲିବ। ବିଳମ୍ବରେ ହେଲେ ମଧ୍ୟ ଏହି ସୋ’ ପାଇଁ ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି)କୁ ଅନୁମତି ପ୍ରଦାନ କରାଯାଇଛି। ଐତିହ୍ୟକୁ ସୁରକ୍ଷା ଦେଇ…

error: Content is protected !!