ଡାକ୍ତର ହେବତ ଏମିତି, ରୋଗୀର ଚିକିତ୍ସା ପାଇଁ ଦୈାଡିଲେ ୩ କିଲୋମିଟର

ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଚଳନ୍ତି ଦେବତା। ପୃଥିବୀ ପୃଷ୍ଠରେ ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ତେବେ ଏହି କଥାର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକ ବେଙ୍ଗାଲୁରୁରେ। ଏଠାରେ ଗୋବିନ୍ଦ ନନ୍ଦକୁମାର ନାମକ ଜଣେ ଡାକ୍ତର କିଛି ଏମିତି କରିଦେଖାଇଛନ୍ତି…

ଜିଭ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଂଙ୍କେତ ଦେଈଥାଏ, ଆସନ୍ତୁ ଜାଣିବା ସୁସ୍ଥ ରହିବା …

ସାଧାରଣତଃ ସଭିଏଁ ଜିଭ କାରଣରୁ ସମସ୍ତ ପ୍ରକାର ଖାଦ୍ୟର ସ୍ୱାଦ ଜାଣି ପାରନ୍ତି। ମାତ୍ର ଜିଭ କାରଣରୁ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ରହସ୍ୟ ମଧ୍ୟ ଜଣାପଡିଥାଏ। ଏହା ଖୁବ କମ ଲୋକେ ଜାଣିଥିବେ ଜିଭ ସ୍ୱାସ୍ଥ୍ୟ ସହ ଜଡିତ ଅନେକ…

ଗାଁ ଭିତରେ ଚାଲିଲା ଡଙ୍ଗା, ଘର ଭିତରେ ପଶିଲା ଲୁଣୀ ପାଣି

ପୁରୀ -: ରବିବାର ସକାଳୁ ପୁଣି ଥରେ ଚିଲିକା ଅଶାନ୍ତ ହୋଇଛି। ଲଘୁଚାପ ପ୍ରଭାବରେ ସମୁଦ୍ରରେ ପ୍ରବଳ ଜୁଆର ଆସି ଚିଲିକା ଭିତରେ ପଶିଛି। ଏହି ଜୁଆର ଜନବସତି ଭିତରେ ପଶିଛି। ଗାଁ ଭିତରେ ଜୁଆର ପାଣି ଲହଡି ମାରିଛି। ଦୁଇରୁ…

କଳାହାଣ୍ଡି ଜୟପାଟଣାରେ ବନ୍ୟା, ଇନ୍ଦ୍ରାବତୀ ମୁଖ୍ୟ କେନାଲରେ ଘାଇ : ଶହ ଶହ ଏକର ଚାଷ ଜମି ଓ ଘର ଜଳମଗ୍ନ

କଳାହାଣ୍ଡି/ଜୟପାଟଣା -: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ିଥିବାର ଖବର ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସର୍ଗିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିପଡା ନିକଟରେ ପନ୍ଦର ଫୁଟର ଘାଇ ସୃଷ୍ଟି ହୋଇଛି। ଏହାଫଳରେ ନିକଟରେ ଥିବା ଚାଷ ଜମି…

କଟକରୁ ନକଲି ଔଷଧ ଜବତ ଘଟଣା : ୪ ବ୍ୟବସାୟୀ ଫେରାର, ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

କଟକ -: କଟକରୁ ନକଲି ମେଡିସିନ୍‌ ଜବତ ହେବା ଘଟଣାରେ ନକଲି ମେଡିସିନ୍‌ ବିକ୍ରି କରିଥିବା ଦୁଇ ହୋଲସେଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି…

ଶିକାରୀ କବଳରୁ ବଞ୍ଚିପାରିଲାନି ଦନ୍ତା, ବାଙ୍କୀ ବନାଞ୍ଚଳରେ ହାତୀ ମୃତ୍ୟୁ

ବାଙ୍କୀ -: ରାଜ୍ୟରେ ହାତୀମଡ଼କ ଥମିବାର ନାଁ ନେଉନି। କେତେବେଳେ ଶିକାରୀ ହାବୁଡ଼ରେ ତ କେତେବେଳେ ବିଦ୍ୟୁତ୍, ରେଳବାଇ ବା ବିଭାଗୀୟ ଅବହେଳା କାରଣରୁ ମୃତ୍ୟୁ ଘଟୁଛି। ତଥାପି ବିଭାଗର ଚେତା ପଶୁନାହିଁ କି ହାତୀମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଶନିବାର ଦିନ…

ନବଜାତକୁ ମାରିଦେଲା ଅମ୍ବୁଲାନ୍ସ , ୧୦୨ ହେଲା କାଳ : ଶ୍ବଶୁର-ବୋହୂ ଗୁରୁତର

ଜଗତସିଂହପୁର -: ଗୁରୁତର ଅବସ୍ଥାରେ ଗର୍ଭବତୀ ଓ ତାଙ୍କ ଶ୍ବଶୁର ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନବଜାତକ ଶିଶୁପୁତ୍ର ଆଖିବୁଜିଛି।  ଜଣେ ଆସନ୍ନପ୍ରସବା ବୋହୂକୁ ଧରି ୧୦୨ ଆମ୍ବୁଲାନ୍ସରେ ହସ୍ପିଟାଲ ଅଭିମୁଖେ ଯାଉଥିବା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାକଡ଼ର…

Pin Up mobil uygulamasıdı

Pin Up mobil uygulamasıdır Azərbaycanda rəsmi sayt Content Pin Up Casino Apk-də oynayarkən bonuslar əldə edə bilərəmmi? Pin Up onlayn kazinoda uduşlarımı necə çıxara bilərəm? Pin Up bukmeker kontorunda NECƏ…

error: Content is protected !!