ରିଲିଜ୍‌ ହେଲା ହୁମା କୁରୈସୀ ଓ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଡବଲ ଏକ୍ସଏଲ୍‌’ର ଟ୍ରେଲର …ଦେଖନ୍ତୁ ଭିଡିଓ

‘ଡବଲ ଏକ୍ସଏଲ୍‌’ ଏକ କମେଡି ଫିଲ୍ମ, ଯାହା ଜରିଆରେ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ସହିତ ଏକ ସଚେତନଧର୍ମୀ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି। ଖାସ୍‌ କରି, ଯେଉଁମାନଙ୍କ ନଜରରେ ଯୁବତୀ ଓ ମହିଳାମାନଙ୍କ ସୁନ୍ଦରତାର ଅର୍ଥ ପତଳା, ସେହି ସମାଜର ଲୋକଙ୍କୁ…

ମହିଳାଙ୍କୁ ବଳି ଚଢ଼ାଇ ମାଂସ ଖାଇଥିଲେ କେରଳ ଦମ୍ପତି ! ଏମିତି ଖୁଲାସା କଲା ପୋଲିସ

କେରଳରେ ନର ବଳି ମାମଲା ସାମ୍ନାକୁ ଆସିବା ପରେ ଏଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। ବୁଧବାର ପୋଲିସ ଏହି ମାମଲାର ରହସ୍ୟ ଉନ୍ମୋଚନ କରିଛି। ପୋଲିସ ସୂଚନା ମୁତାବକ, ଏଠାରେ ଏକ ଦମ୍ପତି ଗୁଣିଗାରେଡ଼ି କରି ଦୁଇ ମହିଳାଙ୍କୁ ବଳି…

ବନ୍ଦ ଜାତୀୟ ରାଜପଥ ୫୩ : ଆଇନଜୀବୀଙ୍କୁ ଆକ୍ରମଣର ପ୍ରତିବାଦ, କୁମ୍ଭକର୍ଣ୍ଣ ସାଜିଛି ପୋଲିସ

କାମାକ୍ଷାନଗର -: ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି କାମାକ୍ଷାନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।…

ଆଖିପିଛୁଳାକେ ବଡଭଉଣୀ ଆଗରୁ ସାନ ଭଉଣୀଙ୍କୁ ଭିଡିନେଲା କୁମ୍ଭୀର

କେନ୍ଦ୍ରାପଡ଼ା/ରାଜନଗର -: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ମଥୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ନିକଟ ପଟାପାରିଆ କେନାଲ ପାର୍ଶ୍ବରେ ଛେଳି ଚରାଉଥିବା ବେଳେ ବଡ଼ ଭଉଣୀ ଆଖି ଆଗରେ ସାନଭଉଣୀକୁ କୁମ୍ଭୀର ଟାଣି ନେଇଛି। ବନ ବିଭାଗ…

ଚୈାଦ୍ୱାରରେ ଲକ୍ଷ୍ମୀପୂଜା ଭଷାଣୀ ବେଳେ ଅଘଟଣ, କେନାଲରେ ଭାସିଗଲେ ୩

କଟକ -: ଚୌଦ୍ୱାର ସ୍ଥିତ ପଟ୍ଟାମୁଣ୍ଡାଇ କେନାଲରେ ଭାସି ୩ ଜଣ ନିଖୋଜ ହୋଇଥିବାର ଖବର ମିଳିଛି। ଗତକାଲି ଲଷ୍ମୀପୂଜା ଭସାଣ ବେଳେ କେନାଲ କୂଳରେ ବସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ରହିଛି। ପ୍ରଥମେ ଜଣେ ଭାସିଯିବାରୁ ଉଦ୍ଧାର…

error: Content is protected !!