ଦାରିଙ୍ଗବାଡ଼ି (ରାକେଶ କୁମାର ସାହୁ) -: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ତଦାରଖ ର ଅଭାବ ହେତୁ ଡାକ୍ତରଖାନାରେ ସମସ୍ୟା ଲାଗିରହିଛି, ଏହି…
Category: କନ୍ଧମାଳ
ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀରେ ବାଲିଗୁଡାର ବୁଲୁ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ
ବାଲିଗୁଡା(ସାମୁଏଲ ପ୍ରଧାନ ) -: ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ଵ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନଠାରେ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍ଯାପିତ ହୋଇ ଯାଇଛି।ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ ଚିରାଚରିତ…
ବାଲିଗୁଡ଼ା ନଗରରେ ସଦସ୍ୟତା କର୍ମଶାଳା ଓ ସୁଭଦ୍ରା ଯୋଜନା ସଂପର୍କରେ ଆଲୋଚନା
ବାଲିଗୁଡ଼ା (ସାମୁଏଲ ପ୍ରଧାନ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ନୂଆସାହି ସ୍ଥିତ ବିଭିନ୍ନ ୱାର୍ଡରେ ବିଜେପି ର ସଦସ୍ୟ ଅଭିଯାନ କର୍ମଶାଳା ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ପୁର୍ବତନ କାଉନ୍…
ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ
ବାଲିଗୁଡ଼ା (ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ପାଳିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ୩୦ଟି…
ମୋ ସେବା କେନ୍ଦ୍ର ଅପେରଟର ମାନଙ୍କ ବୈଠକ ଅନୁଷ୍ଠିତ
ବାଲିଗୁଡା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସଭା ଗ୍ରୁହ ପରିସରରେ ଦୁଇ ଟି ବ୍ଲକର ମୋ ସେବା କେନ୍ଦ୍ର ଅପେରଟର ମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କର୍ମଶାଳରେ ବାଲିଗୁଡା ବ୍ଲକ ଓ କ…
ବିଧବା ଭତ୍ତା ପାଇଁ ୭ବର୍ଷ ହେଲା ଦୈାଡୁଛନ୍ତି ସୁରୁଚି ବେହେରା : ଦୁଃଖ ଶୁଣିବେକି ମୋହନ ସରକାର
କନ୍ଧମାଳ -: ସରକାର ବୃଦ୍ଧବୃଦ୍ଧାମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳାମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳାମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ…
କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠେର ସରିଲା ଜାଗର ଯାତ୍ରା
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଶୈବପୀଠେର ଆଜି ରାତ୍ର ୧୨ଟୋର ମହାଦୀପ ଉଠିଥିଲା ଏବଂ ବକ୍ତାମୋନ ରାତି ସାରା ଉଜଗର ରହି ସକାଳ ସୋଢ଼ ତିନିଟୋର ନିଜ ନିଜ କତ୍ତର୍ବ୍ୟ ସାରି ନିମର୍ଳ ହୃଦୟେର ଠାକୁର ଦଶର୍ନ…
ଫିରିଙ୍ଗିଆ ପୋଲିସ ଦ୍ୱାରା ବଡମ୍ବା-ତିଗିରିଆର ୪ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ ଗିରଫ, କାର ସହ ୫୫ କେଜି ଗଞ୍ଜେଇ ଜବତ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ଫିରିଙ୍ଗିଆ ବ୍ଲକ୍ ଫିରିଙ୍ଗିଆ ପୋଲିସ ଦ୍ୱାରା ଗତ କାଲି ଗୋଟିଏ ବାଲେନୋ କାର ସହ ୪ ଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ୫୫ କେଜି ଗଞ୍ଜେଇ ଜବତ କରିବାରେ ଫିରିଙ୍ଗିଆ ପୋଲିସ…
ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବି, ଥାନାରେ ଏତଲା ଦେଲା କୁଇକୁଳ ସମାଜ …
କନ୍ଧମାଳ/ଦାରିଙ୍ଗବାଡ଼ି -: ଆଦିବାସୀଙ୍କ ବିଷୟରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଏକ ଓଡ଼ିଆ ଟିଭି ଚ୍ୟାନେଲରେ…
ମା’ କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କଲା ପୁଅ…
କନ୍ଧମାଳ -: ପୁଅର କାଠ ଫାଳିଆ ମାଡ଼ରେ ମାର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସଦର ମହକୁମା ଅନ୍ତର୍ଗତ ବିଡ଼ାଙ୍ଗୀ ସାହିରେ। ସୂଚନ ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଡ଼ାଙ୍ଗୀ ସାହିରେ ମା କସ୍ତୁରୀ…