ଝିଅର ଆଜି ଜନ୍ମଦିନ, ଝୁରୁଛି ମାଆ : ଘର ମାଲିକ ୮ ବର୍ଷର ଝିଅକୁ ନେଇ ଫେରାର

ଭୁବନେଶ୍ୱର -: ନିଜ ଜନ୍ମ କଲା ଝିଅକୁ ଝୁରୁଛି ମାଆ। ଆଜି ଝିଅର ଜନ୍ମଦିନ । ଝିଅକୁ ଉଦ୍ଧାର କରିବାକୁ ପୋଲିସ ଓ ଚାଇଲଡ ଲାଇନ ଟିମ ଘଟଣାସ୍ଥଳକୁ ଯାଇ ଖାଲି ହାତରେ ଫେରିଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର…

ଦୁଇବର୍ଷ ପରେ ଐତିହାସିକ ବରୁଣେଇ ପୀଠରେ ପାଳନ ହେଲା ରଜ ମେଳା

ଖୋର୍ଦ୍ଧା -: ଐତିହାସିକ ଖୋର୍ଦ୍ଧା ଗଡ଼ର ଦେବୀ ତଥା ପାଇକଙ୍କ ଆରାଧ୍ୟା ବରୁଣେଇ-କରୁଣେଇ ପୀଠ । କାହିଁ କେତେ ଶହ ବର୍ଷ ଧରି ଆଷାଢ଼ କୃଷ୍ଣପକ୍ଷ ସଂକ୍ରାନ୍ତିରେ ରଜମେଳା ଅନୁଷ୍ଠିତ ହୋଇଆସୁଛି । ଆଖପାଖ ଅଂଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତ…

ଚାକୀରିିରୁ ନିଲମ୍ବନ ପରେ ଶିକ୍ଷକଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟ ପଛର ରହସ୍ୟକୁ ଖୋଜି ପାଇବ କି ଖୋର୍ଦ୍ଧା ପୋଲିସ

ବେଗୁନିଆ -: ସୁଇସାଇଡ ନୋଟ୍ ଲେଖି ଫ୍ୟାନରେ ଝୁଲି ପଡିଲେ ଶିକ୍ଷକ । ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆରେ । ବେଗୁନିଆ ଥାନା ନିକଟସ୍ଥ ନୂଆସାହିରେ ରହୁଥିବା ଶିକ୍ଷକ ଅମରନାଥ ସେଠୀ ଗତକାଲି ବିଳମ୍ବିତ ରାତିରେ ନିଜ…

ଅଣକଳାକାରଙ୍କୁ ମିଳୁଛି କଳାକାର ଭତ୍ତା, PC କାରବାର ନେଇ ଉଠିଲା ଅଭିଯୋଗ

ଖୋର୍ଦ୍ଧା -: ବୋଲଗଡ଼ ବ୍ଲକର BKSS ଉପସଭାପତି ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି। କଳାକାର ପ୍ରମାଣପତ୍ର ସହିତ ଭତ୍ତା କରାଇ ଦେବାକୁ କହି ଅଣକଳାକାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ।…

ଆପଣ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ : କେମିତି ପ୍ରସ୍ତୁତ ହୁଏ ଚାଉମିନ,ତେଲ, ସସ୍ ଆସନ୍ତୁ ଜାଣିବା

କଟକ/ଭୁବନେଶ୍ବର -:  ଆପଣ ଫାଷ୍ଟଫୁଡ୍ ପ୍ରିୟ କି ? ଦେହଲଗା ସାବୁନ ତିଆରିରେ ବ୍ୟବହାର ହେଉଥିବା ରାଇସ୍‌ କ୍ରିଉଡ୍‌ ଅଏଲ୍‌ରୁ ପାମୋଲିନ୍ ତେଲ, ଚୋକଡ଼ରୁ ମ୍ୟାଗି ଓ ଶଢ଼ା କଖାରୁ, କଳମ ସାଗରେ ଏସେନ୍ସ ମିଶାଇ ତିଆରି ହେଉଥିବା ସସ୍ ଏବେ ଫାଷ୍ଟଫୁଡ୍…

ରକ୍ଷକ ସାଜିଲା ଭକ୍ଷକ, ପଡୋଶୀ ଘର ଝିଅକୁ କରୁଥିଲେ ଦୁଷ୍କର୍ମ

ଭୁବନେଶ୍ୱର -: ଖାକିରେ ଲାଗିଲା ଦାଗ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ। ରଜନୀକାନ୍ତ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସର ଏକ ଥାନାରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଗିରଫ କରାଯିବା ପରେ କନେଷ୍ଟବଳ ପଦବୀରୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁୟାୟୀ…

ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି କରୁଥିଲେ ଏମିତି କାମ …

ଭୁବନେଶ୍ୱର -: ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି ଠକେଇ ଅଭିଯୋଗରେ ଜଣେ ଗିରଫ । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ନାଁରେ ଓଡ଼ିଶା ସରକାରଙ୍କ ଲୋଗୋ ଲଗାଇ ଜାଲ ନିଯୁକ୍ତି ବିଜ୍ଞାପନ ନେଇ ଅଭିଯୋଗ ହୋଇଥିଲା । ଓମେନ ଏମ୍ପପାୱାରମେଣ୍ଟ…

ବଦନାମ ହେଉଛି ନନ୍ଦନକାନନ, ଉପନିର୍ଦେଶକଙ୍କ ସହ ଜଙ୍ଗଲ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର/ବାରଙ୍ଗ -: ନନ୍ଦନକାନନ ପିଛା ଛାଡ଼ୁନି ବିବାଦ । ଗୋଟିଏ ପରେ ଗୋଟିଏ ଘଟଣା ନନ୍ଦନକାନନ ଇତିହାସରେ କଳା ଦାଗ ଲଗାଉଛି । କେତେବେଳେ ଖୁଆଡ଼ରେ ଥିବା ଜୀବଜନ୍ତୁଙ୍କ ଜୀବନ ବିପଦରେ ତ ଆଉ କେତେବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ।…

ପ୍ରେମରେ ଧୋକା ଖାଇବା ପରେ ଜୀବନ ହାରିଲେ ଖୋର୍ଦ୍ଧାର ସୋମ୍ୟରଞ୍ଜନ …

ଖୋର୍ଦ୍ଧା -: ପୁଣିଥରେ ଆଉ ଏକ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଲେ । ତିନିମାସ ତଳେ ଭୁବନେଶ୍ୱରରେ ସୋମ୍ୟରଞ୍ଜନ ନାମକ ଯୁବକ ଲଭ ପାଇଁ ଜୀବନ ହରିଥିଲେ ଆଉ କାଲି ଆଉ ଜଣେ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଛନ୍ତି ।…

କୁନି ଝିଅ ପୂଜା ଖୋଜୁଛି ନୂଆ ଦୁନିଆ, ଆଖି ଅପରେସନ ପାଇଁ ଦରକାର ୮ଲକ୍ଷ : ଆପଣ ସହଯୋଗ ଦେଲେ ପୂଜା ଦେଖିବ ନୂଆ ଦୁନିଆ

ଭୁବନେଶ୍ୱର -: ନିଜ ଜୀବନର ଅନ୍ଧକାରକୁ ଗ୍ରହଣ କରି ନେଇଥିଲେ ଅଶୋକ ଓ ସୁମିତ୍ରା । ଝିଅ ପୂଜା ଜନ୍ମ ହେବା ପରେ ପୁଣି ଆଲୁଅର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ଝିଅର ଭବିଷ୍ୟତ ଗଢ଼ିବା ପାଇଁ ରେଳବାଇରେ ଠିକା…

error: Content is protected !!