ବିଷାକ୍ତ ସାପ କାମୁଡାରେ ସ୍ବାମୀ ସ୍ତ୍ରୀ ମୃତ

ବରଗଡ଼(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଝିଟିକି ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପରିବାର ସହ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ପ୍ରଥମେ ସ୍ତ୍ରୀ ଓ ପରେ…

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ 

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲାର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ପରିସରରେ ଆଜି ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି l ଯୁବ ରେଡକ୍ରସ୍, ଏନ.ଏସ.ଏସ., ଏନ୍.ସି.ସି. ଓ ଇକୋ କ୍ଳବର ମିଳିତ ଉଦ୍ୟମରେ ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା l…

ବରଗଡ଼ ବରପାଲିରେ ଲକ୍ଷାଧିକ ନକଲି ନୋଟ୍ ଜବତ୍ ଓ ୨ଅଭିଯୁକ୍ତ ଗିରଫ

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ଼ ଜିଲ୍ଲା ବରପାଲି ଠାରେ ଏସ୍ ଟିଫ୍ ଦ୍ଵାରା ବିପୁଳ ପରିମାଣର ନକଲି ନୋଟ୍ ଜବତ୍ କରାଯାଇଛି । ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶ ଗୋରେଖପୁର…

ଗଙ୍ଗେଇ ବିଦ୍ୟାଳୟ ତରଫରୁ ବନମହୋତ୍ସବ ପାଳିତ

ବରଗଡ(ନିରଞ୍ଜନ ତ୍ରିପାଠୀ) -: ସାତଦିନ ବ୍ଯାପି ବିଭିନ୍ନ କାର୍ଯ୍ଯକଳାପକୁ ନେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇରେ ପାଳିତ ହୋଇଥିବା ବନମହୋତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ଅନ୍ତିମ ଦିନ ବୃକ୍ଷ ରୋପଣ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ଯଅତିଥି ଭାବେ ଶ୍ରୀମାନ…

୪୦ ଲିଟର ଅପମିଶ୍ରିତ କୋରେକ୍ସ ସହ ନଗଦ ଟଙ୍କା ସ୍କୁଟି ଜବତ, ଜଣେ ଗିରଫ

ପଦ୍ମପୁର(ଆଶୁତୋଷ ପାଣିଗ୍ରାହୀ) -: ବରଗଡ ଜିଲ୍ଲା ପଦ୍ମପୁର ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ବସନା ରାସ୍ତା ଜଟିଆବନ୍ଧ ନିକଟରେ ପଦ୍ମପୁରର ଜନୈକ ଯୁବକ ପାଖରୁ ସୁଜୁକି କମ୍ପାନୀର ସ୍କୁଟି (ଓଡି୧୭ୟୁ୭୪୯୩)ସହ ୧୬ଗୋଟି କୋରେକ୍ସ ବୋତଳ, ଦୁଇଟି ଜାର୍ରେ ୪୦ ଲିଟର…

ପଶ୍ଚିମ ଓଡ଼ିଶା ବିକାଶ ପାଇଁ ସମର୍ପିତ କୋଶଳ ସଂଗ୍ରାମୀ ଦିବସ ସାହୁଙ୍କ ପବିତ୍ର ଜନ୍ମଦିନ ଅବସରରେ……

ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ (ବରଗଡ଼) ଆପଣମାନେ ଅନେକ ସଂଗ୍ରାମୀ ମାନଙ୍କ ବିଷୟରେ ଶୁଣିଥିବେ ଯେଉଁମାନେ ବିଭିନ୍ନ ସମୟରେ ସଂଗ୍ରାମ କରି ସମାଜ ସହିତ ମାଁ ମାଟିର ଉନ୍ନତି ସାଧନ କରିଥାନ୍ତି । ସେହିଭଳି ଜଣେ ନିଆରା ସଂଗ୍ରାମୀ ଙ୍କ ଆଜି…

ଓଡ଼ିଶାରେ କେତେ ସୁରକ୍ଷିତ ବସ ଯାତ୍ରା ?

ବରଗଡ(ନିରଞ୍ଜନ ତ୍ରିପାଠୀ)-: ରବିବାର ଭୋର ସକାଳୁ ସକାଳୁ ବରପାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ବଲାଙ୍ଗୀର ରୁ ବରପାଲି ପଟେ ଆସୁଥିବା ଏକ ସରକାରୀ ବସ କୁ ସାମ୍ନାପଟୁ ଆସୁଥିବା ଏକ…

ବରଗଡ଼ ବରପାଲିର ମାଟି ତଳୁ ମିଳିଲା ଦୁଇ ହଜାର ବର୍ଷର ପ୍ରାଚୀନ ସଭ୍ୟତା ଅସୁରଗଡ : ବହୁ ସାମଗ୍ରୀ ଉଦ୍ଧାର

ବରଗଡ଼ (ନିରଞ୍ଜନ ତ୍ରିପାଠୀ)-: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅସୁରଗଡ଼ ଗାଁରେ ମିଳିଛି ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ଏଠରେ ମାଟି ତଳୁ ମିଳିଛି ବହୁ ପ୍ରାଚୀନ ସାମଗ୍ରୀ। ମାଟି ତଳୁ ମିଳିଥିବା ସାମଗ୍ରୀକୁ ଦେଖି ବିଶେଷଜ୍ଞ କହିଛନ୍ତି ଏହା ପ୍ରାୟ…

ବରଗଡବାସୀ ଖାଦ୍ୟ ନାଁରେ ଖାଉଛନ୍ତି ବିଷ ! କୁଆଡ଼େ ଗଲେ ଫୁଡ୍‌ ଇନ୍ସପେକ୍ଟର? ଖାଦ୍ୟ କାରବାରରେ ବଡ଼ ଜାଲିଆତି

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ଜିଲ୍ଲାରେ ଖାଦ୍ୟ କାରବାରରେ ବଡ଼ ଧରଣର ଜାଲିଆତି ଚାଲିଛି । ଏନେଇ ପୂର୍ବରୁ ବିଭିନ୍ନ ଅଭିଯୋଗ ହେଉଥିଲା । କିନ୍ତୁ ଗତମାସ ୧୯ ତାରିଖ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଚୂଳାବତୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହି…

ବରଯାତ୍ରୀଙ୍କ ରୋଷଣୀରେ ଗାଁ ଦାଣ୍ଡ କମ୍ପୁଥିଲା, ଝିଅ ବେଦୀକୁ ଯିବାକୁ ସଜବାଜ : ମା’କୁ ହତ୍ୟା କଲେ ଗାଁ ଲୋକେ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ବରଗଡ଼ ଜିଲ୍ଲା ମେଲ୍ଛାମୁଣ୍ଡା ଥାନା ଅଧୀନ ସାଲେପାଲି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଝିଅର ବାହାଘର ଦିନ ଝିଅର ମା’ଙ୍କୁ କରାଯାଇଛି ବୀଭତ୍ସ ହତ୍ୟା। ବରଯାତ୍ରୀ ଶୋଭାଯାତ୍ରା ବେଳେ ବିବାହ ହେବାକୁ ଥିବା କନ୍ୟାର ମା’ଙ୍କୁ ପିଟିପିଟି ମାରି…

error: Content is protected !!