ମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ଜେଲରେ ଭର୍ତ୍ତି କରିବାର ଥାନା ବାବୁଙ୍କ ଫତୱା !

କଟକ – : ଖୁଣ୍ଟଣୀ ଥାନା ଅଧିକାରୀଙ୍କ ଦାଦାଗିରି ବିରୋଧରେ ଏସ୍‌.ପି ଅଫିସ ଆଗରେ ଗର୍ଜିଲେ ଆଠଗଡର ସାଧାରଣ ଜନତା । ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଜଣେ ଲାଞ୍ଚଖୋର ଦୁର୍ନିତିଗ୍ରସ୍ତ ଅଫିସର ବୋଲି ଅଭିଯୋଗ ଆଣିଛନ୍ତି ଖୁଣ୍ଟଣୀ ଅଞ୍ଚଳର…

ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା; ଉତ୍ସବ ମୁଖର ଢେଙ୍କାନାଳ ଓ ଭୁବନେଶ୍ୱର

ଭୁବନେଶ୍ୱର / ଢେଙ୍କାନାଳ -: ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ । ଆଜିର ଦିନରେ ଓଡ଼ିଶାର ଘରେ ଘରେ…

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ : ରିମାଣ୍ଡରେ ଆଣିବ କମିସନରେଟ୍, ପୁଲିସ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୁଲିସ

ଭୁବନେଶ୍ବର -: ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କମିସନରେଟ୍ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। କୁହାଯାଉଛି ଯେ ଏଥିଲାଗି କମିସନରେଟ୍ ପୁଲିସ କୋର୍ଟରେ ଆବେଦନ କରିବ। ଅର୍ଚ୍ଚନା ନାଗଙ୍କୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ।…

ରାଜନେତାଙ୍କ ସହ ଶାରୀରିକ ସଂପର୍କ ପରେ ଭିଡିଓ କରି ବ୍ଲାକମେଲିଂ କରିବା ପଡିଲା ମହଙ୍ଗା, କମିସନରେଟ ପୋଲିସ ହାତରେ ଅର୍ଚ୍ଚନା

ଭୁବନେଶ୍ୱର -: ରାଜନେତାଙ୍କ ସହ ଫେସ୍‌ବୁକ୍‌ରେ ସମ୍ପର୍କ । କିଛିଦିନ ପରେ ଫୋନ୍‌ରେ ପ୍ରେମାଳାପ । ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ମୂଳ ଲକ୍ଷ୍ୟ…

ଫେସବୁକରୁ ଉଭାନ୍ ହୋଇଗଲା ଭାସ୍କର ନ୍ୟୁଜ୍ , ବ୍ୟାଡ୍ କଣ୍ଟେଣ୍ଟ ପକାଇବାର ଫଳ କି ?

ଭୁବନେଶ୍ୱର – ଆଜିର ସୋସିଆଲ ମିଡିଆ ଯୁଗରେ ବହୁତ ଚ୍ୟାନେଲ ଖୋଲୁଛି କିଛି ଚ୍ୟାନେଲ ନିଜର ଯାଦୁରେ ଦର୍ଶକଙ୍କ ମନ ଜିଣୁଥିବା ବେଳେ କିଛି ବ୍ୟାଡ୍ କଣ୍ଟେଣ୍ଟ ପକାଇ ଲୋକ ପ୍ରିୟ ହେଉଛନ୍ତି । ସୋସିଆଲ ମିଡିଆରେ ଏବେ ଲୋକପ୍ରିୟ ଚାନେଲ…

ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ …

ଭୁବନେଶ୍ୱର -: ଧାମନଗରରେ ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନପତ୍ର ଦାଖଲ, ଅକ୍ଟୋବର ୧୭ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ନଭେମ୍ବର ୬ରେ‌ ଭୋଟ୍‌…

କୁମାର ପୂର୍ଣ୍ଣିମା (୯ ଅକ୍ଟୋବର) ଯାଏ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀମାନଙ୍କ ପୂର୍ବାନୁମାନ …

ଭୁବନେଶ୍ବର -: ଗତ ଦୁଇ ଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା ଜାରି ରହିଛି। କୁମାର ପୂର୍ଣ୍ଣିମା (୯ ଅକ୍ଟୋବର) ଯାଏ ରାଜ୍ୟରେ ଏହିଭଳି ପାଗ ଲାଗି ରହିବା ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଜ୍ଞାନୀମାନେ…

ହୋସ୍ ଉଡାଇଲାଣୀ ନକଲି ଔଷଧ, ବଜାରରେ ଆଉ ୪୫ ପ୍ରକାରର ଦାମୀ ବ୍ରାଣ୍ଡ୍‌ର ନକଲି ଔଷଧ …

କଟକ -: ନକଲି ଔଷଧ କାରବାରକୁ ନେଇ ଏବେ ହୋସ୍ ଉଡ଼ିଗଲା ଭଳି ସ୍ଥିତି। ଏସିଡିଟି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସିରପ୍‌, ଉଚ୍ଚ ରକ୍ତଚାପ, ଝାଡ଼ା ଭଳି ବିଭିନ୍ନ ରୋଗ ପାଇଁ ଯେଉଁ ଔଷଧ ଗୁଡ଼ିକର ବିଶେଷ ଚାହିଦା ରହିଛି,…

ଏଥର ଧୁମଧାମରେ ପାଳିତ ହେବ ବଡଓଷା, ନଭେମ୍ବର ୬ରେ ବଡ଼ଓଷା, ୭ରେ ଗଜଭୋଗ ବିତରଣ …

ଆଠଗଡ଼ -: ଆଠଗଡ଼ର ଆରାଧ୍ୟ ଶ୍ରୀଶ୍ରୀ ଧବଳେଶ୍ବର ମହାପ୍ରଭୁଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧବଳେଶ୍ବର ମନ୍ଦିର ପରିସରରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ…

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଘୋଷଣା, ୧୯ ମନ୍ତ୍ରୀ, ୧୧ ବିଧାୟକଙ୍କୁ ଜିଲ୍ଲାଯୋଜନା କମିଟିର ଦାୟିତ୍ୱ

ଭୁବନେଶ୍ୱର -: ପ୍ରକାଶ ପାଇଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୧୯ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ୧୧ ଜଣ ବିଧାୟକଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ୱ…

error: Content is protected !!