ଆଜି ହେଉଛି ଧନୁ ସଙ୍କ୍ରାନ୍ତୀ, ସଙ୍କ୍ରାନ୍ତୀ ମୁହୁର୍ତ୍ତ, ପବିତ୍ର ସମୟ ଏବଂ ସୂର୍ଯ୍ୟ ପୂଜାର ମହତ୍ତ୍ୱ ଜାଣନ୍ତୁ ।

ଆଜି ହେଉଛି ସୂର୍ଯ୍ୟଙ୍କର ଧନୁ ସଙ୍କ୍ରାନ୍ତୀ । ଆଜି ସକାଳେ ସୂର୍ଯ୍ୟ ବିଛା ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଧନୁରେ ପ୍ରବେଶ କରିବାର ଘଟଣାକୁ ଧନୁ ସଙ୍କ୍ରାନ୍ତି କୁହାଯାଏ । ସଙ୍କ୍ରାନ୍ତୀଙ୍କ ମୁହୁର୍ତ୍ତ ଏତେ ସ୍ୱଳ୍ପ…

ଆଜି କୁମାର ପୂର୍ଣ୍ଣିମା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା; ଉତ୍ସବ ମୁଖର ଢେଙ୍କାନାଳ ଓ ଭୁବନେଶ୍ୱର

ଭୁବନେଶ୍ୱର / ଢେଙ୍କାନାଳ -: ରବିବାର ଅର୍ଥାତ ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଆରମ୍ଭ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ । ଆଜିର ଦିନରେ ଓଡ଼ିଶାର ଘରେ ଘରେ…

କେଉଁ ଦେବତା ସମ୍ମୁଖରେ କେଉଁ ଦୀପ ଜଳାଯିବ ? ଜୀବନରେ ସଫଳତା ପାଇବା ପାଇଁ ଏହି ଜିନିଷଗୁଡ଼ିକୁ ଧ୍ୟାନ ଦିଅନ୍ତୁ …

ହିନ୍ଦୁ ଧର୍ମରେ ସମସ୍ତ ଦେବା ଦେବୀଙ୍କର ନିଜର ଗୁରୁତ୍ୱ ରହିଛି । ସମସ୍ତ ଦେବତା ଓ ଦେବୀଙ୍କର ପୂଜା ପଦ୍ଧତି ମଧ୍ୟ ଅଲଗା ଅଟେ । ଯେକୈାଣସି ଶୁଭ କାର୍ଯ୍ୟରେ ଦୀପ ଜଳାଯାଏ । ଭଗବାନଙ୍କ ଉପାସନାରେ ଦୀପର ଏକ ବିଶେଷ…

ଶ୍ରୀ ମନ୍ଦିରରେ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ -: ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ମହାପ୍ରଭୁ ଆଜି ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଏହି ବେଶ କରାଯାଏ। ଏହି ବେଶ ସମୟରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ, ଯାହା…

ମୁସଲମାନ କର୍ତ୍ତା, ହିନ୍ଦୁ ପୁରୋହିତ : ଭାଇଚାରାର ବାର୍ତ୍ତାବହନ କରୁଛି ମାଣିକଗଡ଼ା ଦଶହରା

ବୋଲଗଡ଼ -: ଭିନ୍ନତାରେ ଏକତାର ପରିଚୟ ଦେଇଥାଏ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍‌ ମାଣିକଗୋଡ଼ାର ଦଶହରା। ଗ୍ରାମରେ ଶାରଦୀୟ ପର୍ବ ପାଳନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଢେର ବର୍ଷ ହେବ ଭାଇଚାରା ଓ ଏକତାର ବାର୍ତ୍ତା ବାଣ୍ଟି ଆସୁଛି। ଆଶ୍ୱିନ ଶୁକ୍ଳପକ୍ଷ…

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପୀଠରେ ଆଜିଠାରୁ ଷୋଡ଼ଶ ଉପଚାର ପୂଜା …

ପୁରୀ -: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ୨୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ…

କର୍ମା ପୂଜାରେ ଏହି ଚାଲିସା ପଢନ୍ତୁ ଏବଂ ଆରତୀ କରନ୍ତୁ, ବ୍ୟବସାୟରେ ହେବ ଅଗ୍ରଗତି

ବିଶ୍ୱକର୍ମା ପୂଜା ଆଜି ୧୭ ସେପ୍େଟମ୍ବର ଶନିବାର ଆଜିର ଦିନ । ଏହି ଦିନ ସାଧନ ଏବଂ ଯନ୍ତ୍ରର ଦେବତା ଭଗବାନ ବିଶ୍ୱକର୍ମାଙ୍କୁ ପଦ୍ଧତିଗତ ଭାବରେ ପୂଜା କରାଯାଏ । ତାଙ୍କୁ ପୂଜା କରି ବ୍ୟବସାୟିକ ପ୍ରଗତି ହାସଲ ହୁଏ ।…

ହନୁମାନଙ୍କ ପୁଜା କରିବା ବେଳେ ଅଜାଣତରେ ଏଭଳି ଭୁଲ୍ କରନ୍ତୁ, ଶୁଭ ଫଳ ପରିବର୍ତ୍ତେ ଅଶୁଭ ଫଳ ମିଳିବ …

ମଙ୍ଗଳବାର ଓ ଶନିବାର ଏହି ଦୁଇଟି ଦିନରେ ପ୍ରଭୁ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ ମିଳିପାରିନଥାଏ। ଜାଣନ୍ତୁ ସେହି…

ଆଜି ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ

ଭୁବନେଶ୍ୱର-: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ବନକଲାଗି ନୀତି ଆରମ୍ଭ ହେବ । ଏଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଅପରାହ୍ଣ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ…

ଏଭଳି ଭୁଲ କରନ୍ତୁ ନାହିଁ, ଧନ ଦେବୀ ମା ଲକ୍ଷ୍ମୀ କୋପ କରିବେ ହୋଇଯିବେ କାଙ୍ଗାଳ …

ଯେକୌଣସି ଦେବଦେବୀଙ୍କୁ ଆପଣ ପୂଜା କରନ୍ତୁ , ସେହି ପୂଜାରେ କିଛି ନିୟମ ରହିଥାଏ। ଯାହାକୁ ମାନି ପୂଜା କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ର ସନ୍ନ ହୋଇଥାନ୍ତି। ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଯାହା ଉପରେ କୃପା…

error: Content is protected !!