ପରୀ ରାଇଜର ପରୀ ରାଣୀ … ପରୀ ରାଇଜରେ ମଧ୍ୟ ଏହା ଚହଳ ପକାଇ ଦେଇଛି …

ଶରତ ଆକାଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ କୋଟି କୋଟି ତାରା ଗୋଟିଏ ଧାଡିରେ ଖାଲି ଶୋଭା ପାଉ ଥାଆନ୍ତି । ସତେ ଯେପରି ଆକାଶରେ ଦୁଧର ନଈଟିଏ ବହିଯାଉଛି । ସେଇଠାରେ ନଈର ଦୁଇ କୂଳରେ ଠିଆ ହେଲା ପରି ଦୁଇଟି…

ବସି ଖାଇଦେଲେ … ମୋ କବିତା

ବିଦ୍ୟାଧର ମଲ୍ଲିକ ଅତି ଶାନ୍ତ,ଶିଷ୍ଟ ମୋ ଗାଆଁ ଲୋକନ ଜାଣନ୍ତି ଛନ୍ଦ, ମନ୍ଦସ୍ୱଭାବେ ସରଳ ଅତ୍ୟନ୍ତ ନିର୍ମଳଜିନ୍ଦଲ ଦେଖାଏ ଚାନ୍ଦ।ଦେଇ ଚୋରାଳିଶ ଭରିଦେଲା ବିଷକରିଲାଣି କରାୟତଜମି,ଭୂମି,ପାନ- ଵରଜ ନେଲାଣିନୁହନ୍ତି ବ୍ୟସ୍ତ ବିବ୍ରତ।ବସିଖାଇଦେଲେ ଟଙ୍କା ସରିଯିବଅନାହାରେ ଯିବେ ମରିଚାକିରୀ କିଏସେ କାହାକୁ ଦେଉଛିବଢ଼ି…

ସାବିତ୍ରୀ ବ୍ରତ …(ସାବିତ୍ରୀ ମାନଙ୍କୁ ସୁଖରେ ରଖିବ)

ପ୍ରେମାନନ୍ଦ ବେହେରା ଉତ୍କଳ ବକ୍ଷରେ ଜୈଷ୍ଠ ମାସ ଆସେହୁଏ ଅମାବାସ୍ୟା ତିଥିପ୍ରତିଟି ସଧବା ସାଜନ୍ତି ସାବିତ୍ରୀସତ୍ୟବାନ ହୁଏ ପତି ।।ସକାଳୁ ଉପାସେ ପତ୍ନୀ ରହିଥାଏପତି ମଙ୍ଗଳ ମନାସିକେତେ ଉପଚାରେ ପୂଜା କରିଥାଏହୋଇ ଅନ୍ତରରୁ ଖୁସି ।।ଘେନି ଏକୋଇଶି ପ୍ରକାରର ଫଳକରିଥାଏ ସମର୍ପଣଧୂପ…

ହୋଲି  ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ 

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ ଛେତଗାଁ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁଙ୍କ ପାଇକମାଳ ସ୍ଥିତ ବାସଭବନରେ ହୋଲି ଅବସରରେ ଏକ  କବିତା ପାଠୋତ୍ସବ କବି ବିଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗରାଜ ସାହୁ ସମସ୍ତଙ୍କୁ…

ରକ୍ତରେ ରଙ୍ଗ ଖେଳ

ଲେଖକ – ଜଗନ୍ନାଥ ଚୌଧୁରୀ ହଁ, ମୁଁ ରଙ୍ଗ ଖେଳ ଦେଖିଛିଏଇ ନିକଟ ଅତୀତରେ,ନିର୍ବାଚନ ସମୟରେଆମ ଗାଁ ଗହଳିରେ କ୍ଷକ୍ଷଏବେ ପୁଣି ଆରମ୍ଭ ହେଲାଣିସହର,ନଗର ଆଉ ବସ୍ତିରେ,ହାରିବାର ଭୟରେଅବା ବିଜୟର ଖୁସିରେ କ୍ଷକ୍ଷନିଇତି ରଙ୍ଗ ଖେଳ ହୁଏଲାଲ ରଙ୍ଗରେବୋଧେ ଅନ୍ୟ ରଙ୍ଗରଅଭାବ…

??ଗାଁଟି ମୋର ପ୍ରଧିଆ ପାଲି ??

ଲେଖକ – ନିଲେଶ କୁମାର ଭୋଇ (ବଲାଙ୍ଗୀର) ତୁଷୁରା ଛୋଟିଆ ଗାଁଟି ମୋର ନାମଅଟେ ପ୍ରଧିଆପାଲି,ଭୂଗୋଳ ପୃଷ୍ଠାରେ ଅତି ଶୀଘ୍ରଲିଭି ଯିବ ତା’ ନାମଟି ll ଗଡ଼ ଶଙ୍କର ଡୁଙ୍ଗୁରିପାଲି ପାଖେତାହା ଅବସ୍ଥିତ ଥିଲା,ପ୍ରାକୁତିକ ପରିବେଶେ ସବୁଜ,ଶ୍ୟାମଲା ଝଟତୁ ଥିଲା ll…

error: Content is protected !!