ସୁସ୍ଥ ସମାଜ ଗଠନ ପାଇଁ ସୁନୀତ ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡିରେ କ୍ରାନ୍ତି ଯାତ୍ରା

ଭବାନୀପାଟଣା -: କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ କ୍ରାନ୍ତିଯାତ୍ରା ଆୟୋଜନ କରାଯାଉଛି । ଏହି କ୍ରମରେ ଚଳିତ ଡିସେମ୍ବର ୩୦ ତାରିଖରେ…

ଆମ ଆଦମୀ ପାର୍ଟିର ଜନସମ୍ପର୍କ କାର୍ଯ୍ୟକ୍ରମ

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଧୋବେନଚଞ୍ଚରା ଠାରେ ରବିବାର ଆମ ଆଦମୀ ପାର୍ଟିର ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ସଭାପତି ଡିସମ୍ବର ଖେର୍ସଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ କର,…

ଲଡୁଗାଁ ଭିର୍କାପଡାରେ ଛାଡାବାନ୍ତି : ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଡାକ୍ତରୀଦଳ

କୋକସରା,୧୧।୧୧ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଭିର୍କାପଡାରେ ଗୁରୁବାର ୩ ଜଣ ଛାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ଶୁକ୍ରବାର ଗାଁରେ ଏକ ଡାକ୍ତରୀ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି…

ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି ଚକଡ଼ା ପୋକ, କ୍ଷୟକ୍ଷତି ଦାବିରେ ତହସିଲଦାରଙ୍କୁ ଦାବିପତ୍ର

କୋକସରା :- ଚକଡ଼ା ପୋକ ଫସଲର ନିରାକରଣ ତଥା କ୍ଷତିପୂରଣ ଦାବିରେ ବୁଧବାର କୃଷି ଓ କୃଷକ କଲ୍ୟାଣ ସମିତି ଧର୍ମଗଡ଼ ଉପଖଣ୍ଡ ଆବାହକ ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ବରେ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ’ ବ୍ଳକର…

ଜାତୀୟ ଆଇନ ସେବା ଦିବସ ପାଳିତ …

କୋକସରା :- କୋକସରା ତାଳୁକ ଆଇନ ସେବା ସମିତି ପକ୍ଷରୁ ବୁଧବାର ବ୍ଳକର ଲଡୁଗାଁ ଓ ଟେମରା ପଞ୍ଚାୟତ ଠାରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଛି l ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ରିତିକା ଜେନାଙ୍କ ଅଧ୍ୟକ୍ଷତାରେ…

ମୃତ ଦେବେନ୍ଦ୍ରଙ୍କ ପରିବାରକୁ ଭେଟିଲେ ବ୍ଳକ ଉପାଧ୍ୟକ୍ଷ …

କୋକସରା – ଇନ୍ଦ୍ରାବତୀ କୋନାଲକୁ ଗାଧୋଇବାକୁ ଯାଇ ମୃତ୍ୟୁ ବରଣ କରିଥିବା କୋକସରା ବ୍ଳକ କାଶିବାହାଲ ନୂଆପଡାର ମୃତ ଦେବେନ୍ଦ୍ର ବାଗ(୨୫)ଙ୍କ ପରିବାର କୁ ସୋମବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଭେଟିଛନ୍ତି। ଏବଂ ଏକମାତ୍ର ପୁଅ କୁ…

କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ଏସିଏସ୍‌ଓ ମନୋଜ ପ୍ରଧାନ, ଚାଉଳ ହେରଫେର ଅଭିଯୋଗରେ ଜେଲ ଗଲେ …

ଭବାନୀପାଟଣା/କୋକସରା -: କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ କୋକସରା ବ୍ଲକରେ ୨୦୧୦ରେ ଏସିଏସ୍‌ଓ ତଥା ପରଚେଜ୍ ଅଫିସର ଭାବେ ଅବସ୍ଥାପିତ ଥିବା ଏସିଏସ୍‌ଓ ମନୋଜ ପ୍ରଧାନ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୫ ବର୍ଷ…

କଳାହାଣ୍ଡି ଜୟପାଟଣାରେ ବନ୍ୟା, ଇନ୍ଦ୍ରାବତୀ ମୁଖ୍ୟ କେନାଲରେ ଘାଇ : ଶହ ଶହ ଏକର ଚାଷ ଜମି ଓ ଘର ଜଳମଗ୍ନ

କଳାହାଣ୍ଡି/ଜୟପାଟଣା -: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ିଥିବାର ଖବର ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସର୍ଗିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିପଡା ନିକଟରେ ପନ୍ଦର ଫୁଟର ଘାଇ ସୃଷ୍ଟି ହୋଇଛି। ଏହାଫଳରେ ନିକଟରେ ଥିବା ଚାଷ ଜମି…

ଆମପାଣି ପୁଲିସ ଦ୍ୱାରା ବିଦେଶୀ ମଦ ଜବତ, ୨ ଅଟକ

କଳାହାଣ୍ଡି -: ନବରଙ୍ଗପୁର ଜିଲ୍ଲା ରୁ କଳାହାଣ୍ଡି ଜିଲ୍ଲାର ଆମପାଣି ଅଞ୍ଚଳକୁ ବେଆଇନ ବିଦେଶୀ ମଦ ଚାଳାଣବେଳେ ଗୁରୁବାର ଆମପାଣି ପୁଲିସ ୨ ଜଣକୁ ଅଟକ ରଖିଛି । ଅଟକ ୨ ଜଣ ହେଲେ ମୈଦଲପୁର ବିଦେଶୀ ଅଫ୍ ସୋପ୍‌ର କର୍ମଚାରୀ…

ଖାଇଗଲେ ଅଙ୍ଗନୱାଡି ପିଲାଙ୍କ ଖେଳଣା କିଣା ଟଙ୍କା ! ସନ୍ଦେହ ଘେରରେ ସୁପରଭାଇଜର

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ଖେଲଣା କିଣାରେ ଦୁର୍ନୀତ ହୋଇଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ, ବ୍ଲକରେ ୨୭ ଟି ମିନି ଅଙ୍ଗନୱାଡି…

error: Content is protected !!