ସୋରଡାରେ ବିଜେପି ତରଫରୁ ‘ଗାଁ ଗାଁ ଚାଲ … ଘର ଘର ଚାଲ’

ବେଲଗୁଣ୍ଠା -: ଭାଜପା ପ୍ରତିଷ୍ଠା ଦିବସ ଏପ୍ରିଲ ୬ ତାରିଖରୁ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସୋରଡ଼ା ବିଧାନସଭା ବିଜେପି ପରିବାର ଦ୍ୱାରା ସମାଜିକ ନ୍ୟାୟ ସପ୍ତାହ ପାଳନ କରିବା ଅବସରରେ ଓବିଶି ମୋର୍ଚ୍ଚା ଦ୍ୱାରା…

ବାକିରେ ଚାଲୁଛି ମଧ୍ୟାହ୍ନ ଭୋଜନ : ପିଲାଙ୍କ ସଂଖ୍ୟା ଅନୁଯାୟୀ ଅର୍ଥ ଆସୁନି, ଚିନ୍ତା ବଢ଼ାଇଛି ପରିବା ଓ ଅଣ୍ଡା ଦର

ଗଞ୍ଜାମ -: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ମାସମାସ ଧରି ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ମିଳୁ ନଥିବାରୁ ପ୍ରଧାନଶିକ୍ଷକ ଓ ଏସ୍‌ଏଚ୍‌ଜିଗୁଡ଼ିକ ନାନା…

ଲଗାଣ ବର୍ଷା ଫଳରେ ଗଞ୍ଜାମରେ ବନ୍ୟା ପରିସ୍ଥିତି, ଘୋଡ଼ାହାଡ଼, ବାଘଲଟି ଛାଡ଼ିଲା ବନ୍ୟାଜଳ

ଗଞ୍ଜାମ -: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଜଳଭଣ୍ଡାର ବାଘଲଟି ଓ ଘୋଡ଼ାହାଡ଼ରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୁ ବନ୍ୟା ଜଳ ଛଡ଼ା ଯାଇଛି। ବାଘଲଟିରୁ ୩ଟି ଗେଟ୍ ଦେଇ ବାହୁଦା ନଦୀକୁ…

ଜେଲ୍ ଭିତରେ ବାଡେଇ ବାଡେଇ ମାରିଦେଲା ପୋଲିସ

ବ୍ରହ୍ମପୁର -: ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ଆଜି ମୃତ୍ୟୁ ହୋଇଯାଇଛି। ତାଙ୍କ ନାମ ମିଟୁ ବେହେରା। ସେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗତ ୧…

ବ୍ରହ୍ମପୁରରେ ବେଆଇନ୍‌ ଭ୍ରୁଣ ନିରୂପଣ : ପୁଲିସର ଅତର୍କିତ ଚଢ଼ଉ, ୧୨ ଗିରଫ

ବ୍ରହ୍ମପୁର -: ଲିଙ୍ଗ ନିରୂପଣ କରିବା ବେଆଇନ୍‌। ଏଥି ପାଇଁ ସରକାର କଡ଼ା ନିୟମ କରିଛନ୍ତି। ପ୍ରତି ଡାକ୍ତରଖାନା, କ୍ଲିନିକ୍‌ ଓ ପାଥୋଲ୍ୟାବ୍‌ରେ ବିଜ୍ଞାପନ, ପୋଷ୍ଟର, ବ୍ୟାନର ଆଦି ଲଗାଇଛନ୍ତି। କିନ୍ତୁ ଏହାକୁ ଅନେକ ସ୍ବାସ୍ଥ୍ୟ କର୍ମୀ ଓ ଅସାଧୁ ବ୍ୟକ୍ତି…

ବ୍ରହ୍ମପୁରରେ ଚାଲିଥିଲା ଆଇପିଏଲ ବେଟିଂ : ରେଡ୍ ହ୍ୟାଣ୍ଡରେ ଧରିଲା, ୫ଗିରଫ ୪.୫୬ ଲକ୍ଷ ଟଙ୍କା ଓ ୨୦୩ ଗ୍ରାମ ସୁନା ସହ କାର ଜବତ

ବ୍ରହ୍ମପୁର -: ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆଇପିଏଲ ବେଟିଂ ଚାଲିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି ଗୋଷାଣୀନୂଆଗାଁ ଥାନା ପୋଲିସ । ଗିରଫ ପାଞ୍ଚ ଜଣ ହେଲେ ଗୋଳନ୍ଥରାର ଦିପୁ ନାହାକ, କିଟୁ ରାଉତ ,…

ଆସିକାର ପୂର୍ବତନ ବିଧାୟକ ନିଖୋଜ, ଥାନାରେ ମାମଲା ରୁଜୁ

ଭୁବନେଶ୍ବର/ଆସିକା -: ଗଂଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ୨ ଦିନ ହେଲା ନିଖୋଜ ହୋଇ ଯାଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ନିଖୋଜ ନେଇ ତାଙ୍କ ପୁଅ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ଏତଲାରେ…

ଓଲଟିଲା ଗଞ୍ଜେଇ ବୋଝେଇ ପିକଅପ,ଏହି ଅଞ୍ଚଳରେ ଡ୍ରଗ୍ସ ମାଫିଆଙ୍କ ହବ ପାଲଟିଛି

ଭଞ୍ଜନଗର -: ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ପିକ୍ ଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ହେବା ପରେ ଏଥିରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି…

କୋମାରେ ଗଣଶିକ୍ଷା ବିିଭାଗ, ଗାଁ ଲୋକେ ଚାନ୍ଦା କରି ନିଯୁକ୍ତି କଲେ ଶିକ୍ଷକ

ଗଞ୍ଜାମ -: ସମଗ୍ରଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ସ୍ମାର୍ଟସ୍କୁଲ୍ ପରିକଳ୍ପନା ଓ ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ସରକାର କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଚକିତ…

ବ୍ଲକ ଅଧ୍ୟକ୍ଷା ସ୍ୱାମିଙ୍କ ସନ୍ଦେହଜନକ ମୃତ୍ୟୁ, ଯୋଜନା ବଦ୍ଧ ହତ୍ୟା ଅଭିଯୋଗ

ଗଞ୍ଜାମ / ଜଗନ୍ନାଥପ୍ରସାଦ -: ହତ୍ୟା ନାଏକ ଦୁର୍ଘଟଣା ଜନିତ ହତ୍ୟା ତାହା ଏବେ ଅସ୍ପଷ୍ଟ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଡଛି ଗଞ୍ଜାମ ଜିଲ୍ଲାରେ । ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବିଦାୟୀ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ…

error: Content is protected !!