ପୁଅକୁ ହତ୍ୟା କରିବା ପରେ ବାପାର ଆତ୍ମହତ୍ୟା …

ନୂଆପଡ଼ା -: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ଏଠାରେ ପୁଅକୁ ଟାଙ୍ଗିଆରେ ହାଣିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୌଣସି କାରଣରୁ ଫୋକଟପଡ଼ା ଗ୍ରାମର ନକୁଳ…

ବଜ୍ରାଘାତରେ ଚାରିଜଣଙ୍କ ମୃତ୍ୟୁ

ନୂଆପଡ଼ା( ଡେନିସ ରାଏ) -: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲିକମୁଣ୍ଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ହେବା ଖବର ହସ୍ତଗତ ହୋଇଛି…

ମାଓ ଅଧୁଷିତ ସୁନାବେଡାରେ ନୂଆପଡା ଜିଲ୍ଲାପାଳ

ନୂଆପଡା -: ନୂଆପଡା ଜିଲ୍ଲା ମାଓ ଅଧୁଷିତ ପାହାଡ଼ ଘେରା ସୁନାବେଡା ଅଭୟାରଣ୍ୟର ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତ ପରିଦର୍ଶନ କଲେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ। ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ…

ବନ୍ୟଯନ୍ତୁ ଶିକାର ପାଇଁ ଖଞ୍ଜାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ବଳଦର ଜିବନ ଗଲା

ନୂଆପଡା -: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଦୀଗାଁ ଠାରେ ଏକ ଘରୋଇ ଜମିରେ ବିଦ୍ୟୁତ ଗଞ୍ଜା ହୋଇଥିବା ବେଲବ ଏହି ବିଦ୍ୟୁତ ତାର ସମ୍ପର୍ଶରେ ବଲଦ ଆସି ମୃତ୍ୟୁବରଣ କରିଅଛି। ବିଦ୍ୟୁତ ତାର ଆସିଲା କେଉଁଠୁ, କାହାପାଇଁ ବିଦ୍ୟୁତ…

ନୂଆପଡା ଗସ୍ତରେ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ, ଅଙ୍ଗନୱାଡି କେନ୍ଦ୍ର ଏବଂ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ନୂଆପଡା -: ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରି ଏସ ପି ସିଂ ବଘେଲ ଆସି ବିଭିନ୍ନ ଯୋଜନାରେ ଚାଲିଥିବା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଖରିଆର ରୋଡ଼ ନିକଟସ୍ଥ ଏକ ଅଙ୍ଗନୱାଡି କେନ୍ଦ୍ର…

ନବୋଦୟ ପ୍ରବେଶିକା ପରୀକ୍ଷା ୪୪ଂ ଖରାରେ

ନୂଆପଡା -: ନୂଆପଡା ଜିଲ୍ଲା ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଅଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କରଣରୁ ରାଜ୍ୟ ସରକାର ପାଞ୍ଚ ଦିନ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ଆଜି…

ଅକାଳରେ ଚାଲିଗଲା ମା ଝିଅଙ୍କ ଜୀବନ, ନୂଆପଡାରେ ଚାଞ୍ଚଲ୍ୟ

ନୂଆପଡ଼ା -: ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ରାତିରେ ବିଷଧର ସାପ କାମୁଡ଼ାରେ ମା ଓ ଝିଅ ମୃତ ହୋଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪) ଝିଅ ସବିତା…

ସରପଞ୍ଚ ୟୁନିୟନର ସଭାପତି ଭାବରେ ନିର୍ବାଚିତ ହେଲେ ନୂଆପଡ଼ା ସଦରର ପ୍ରେମଲାଲ

ନୂଆପଡ଼ା(ଡେନିସ ରାଏ )-: ଆଜି ନୂଆପଡ଼ର ୩୧ ଟି ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ନେଇ ସରପଞ୍ଚ ସଂଗଠନର ସଭାପତି ପଦବୀ ସକାଶେ ନିର୍ବାଚନ ହୋଇଥିବାବେଳେ, ନୂଆପଡ଼ା ବ୍ଳକରେ ଯାଉଥିବା ଭଏସାଟାଲର ସରପଞ୍ଚ ଶ୍ରୀମାନ ପ୍ରେମଲାଲ ନାଏକ ନିର୍ଦ୍ବନ୍ଦ୍ବରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି…

ଭାଲୁ ଆକ୍ରମଣରେ ୬୦ବର୍ଷର ବୃଦ୍ଧା ଗୁରୁତର

ନୂଆପଡ଼ା(ଡେନିସ ରାଏ)-ନୂଆପଡା ବ୍ଳକ ଅନ୍ତର୍ଗତ ବଏରଭାଡି ଗ୍ରାମରେ ଏକ ଜଙ୍ଗଲି ଭାଲୁ ଆଜି ସକାଳ ୭ ଘଟିକା ସମୟରେ ଗ୍ରାମର ୬୦ବର୍ଷିଆନ ବୃଦ୍ଧା ମଉଲୀ ପାଣ୍ଡେଙ୍କୁ ଲହୁଲୁହାଣ କରିବା ଫଳରେ ଅଞ୍ଚଳରେ ଆତଙ୍କର କଳାବାଦଲ ଘୋଟି ଯାଇଛି । ବୃଦ୍ଧା ଜଣକ…

error: Content is protected !!