ପାଣିରେ ପଡିଲା ଲକ୍ଷାଧିକ ଟଙ୍କା, ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଦଲାଲ କଲେ କାମ

ମାଲକାନଗିରି -: ରାଜ୍ୟ ସରକାରଙ୍କର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଅବସ୍ଥାରେ ପଡି ରହିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଲେ।କରୋନା ମହାମାରୀ ଯୋଗୁଁ ବହୁ ଲୋକ ପ୍ରଭାବିତ ହେବା ସହ ବିଶେଷ…

ଅଜଣା ରୋଗ ନୁହେଁ ଅତ୍ୟଧିକ ମଦ୍ୟପାନ ପାଇଁ ଯାଉଛି ଜୀବନ, ମାଲକାନଗିରି ସିଡିଏମଓ ଖୋଲିଦେଲେ ପୋଲ …

ମାଲକାନଗିରି -: ମାଲକାନଗିରି ଜିଲ୍ଲାରେ ପୁଣି ଅଜଣା ରୋଗ ସଂପର୍କରେ ମାଲକାନଗିରି ସିଡିଏମଓ ଡ. ପ୍ରଫୁଲ୍ଲ କୁମାର ନନ୍ଦ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଅଜଣା ରୋଗରେ ନୁହେଁ, ବରଂ ଅତ୍ଯଧିକ ମଦ୍ଯପାନ ଯୋଗୁ ଗ୍ରାମବାସୀ ପ୍ରାଣ ହରାଉଛନ୍ତି। ମାଲକାନଗିରି…

ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ …

ମାଲକାନଗିିରି -: ସାରା ରାଜ୍ୟରେ ଆଜି ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ମାଲକାନଗିିରି ଜିଲ୍ଲାରେ ମଧ୍ୟ ୩ଟି ସେଣ୍ଟରରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ ହେଉଛି। ଯାହା ଶୁଣା ଯାଉଛି ଏହି ଓଟିଇଟି ପରୀକ୍ଷା…

ସରକାରୀ ଆବାସିକ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ …

ମାଲକାନଗିରି -: ମାଲକାନଗିରି ଜିଲ୍ଲା ସଦର ବ୍ଳକର ଏକ ସରକାରୀ ଆବାସିକ ସ୍କୁଲର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ଛାତ୍ରୀଜଣଙ୍କ ଘର ମାଥିଲି ବ୍ଲକ ସାଉଁଳିଗୁଡା ବୋଲି ଜଣାପଡିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ଜୁଲାଇ…

ଓଡିଶାରେ ଆସିଲା ଭୟଙ୍କର ବନ୍ୟା , ପୋଲାଭରମକୁ ଦାୟୀ କଲେ ବିଜେଡି ନେତା

ମାଲକାନଗିରି -: ମାଲକାନଗିରି ଜିଲ୍ଲା ସମେତ ମୋଟୁ ଅଂଚଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ସିଧାସଳଖ ପୋଲାଭରମକୁ ଦାୟୀ କରିଛି ବିଜେଡି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଜଳ ନିଷ୍କାସନ ହୋଇନପାରି ମାଲକାନଗିରି ଜିଲ୍ଲାର ମୋଟୁ…

ଡାହାଣୀ ସାଜିଲା ମା, ନବଜାତ ଶିଶୁପୁତ୍ରକୁ ମାରି ଜଙ୍ଗଲରେ ପୋତିଦେଲା

ମାଲକାନଗିରି -: ମାଲକାନଗିରି ଜିଲ୍ଲାର ଏମ ପି ଭି ୮୩ ଗ୍ରାମରେ ଏକ ନବଜାତ ଶିଶୁର ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ ପି ଭି ୮୩ ଗ୍ରାମର ଶ୍ୟାମଳା ପାଇକର ଜୁଲାଇ ୨…

ପୁଣି ମାଓ ହିଂସା : ପୁଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି -: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ଯୁବକକୁ ପୁଲିସ ଇନଫର୍ମର ସଂଦେହରେ ନିର୍ଦ୍ଧୁମ ପିଟିବା ପରେ ତାକୁ ଗୁଳିକରି ହତ୍ୟା କରିଛନ୍ତି। ମର୍ଦାପାଲ ଥାନା ଅନ୍ତର୍ଗତ ଖଡଖଡି ଗ୍ରାମର ଜଣେ ଯୁବକ ନକ୍ସଲ ବିରୋଧରେ…

ମାଲକାନଗିରିରୁ ଜବତ ହେଲା ୯୪୦ କିଲୋ ଗଂଜେଇ, ୩ ଗିରଫ : ତେଲେଙ୍ଗାନା ଚାଲାଣ ବେଳେ ମାଡିବସିଲା ପୋଲିସ

ମାଲକାନଗିରି -: ପୁଲିସକୁ ମିଳିଛି ବଡ ସଫଳତା। ଗଂଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍‌ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ…

ଆତ୍ମସମର୍ପଣ କଲେ ୩ ନକ୍ସଲ, ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରାଯାଉଥିବାରୁ ସଂଗଠନ ଛାଡିଲେ

ମାଲକାନଗିରି -: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପିଙ୍କ ସମ୍ମୁଖରେ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଘରକୁ…

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୧୧ ନାବାଳିକା ସମେତ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି -: ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଚାଲିଥିବା ଅଭିଯାନରେ ଆଜି ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଜଣ ନାବାଳିକାଙ୍କ ସହ ମୋଟ ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି।…

error: Content is protected !!