ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ,  ବଢିଲା ବନ୍ୟା ଆଶଙ୍କା

ସମ୍ବଲପୁର -: ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ…

ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍‌, ୧୪ ଜିଲ୍ଲାକୁ ସତର୍କତା ଜାରି

ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍‌ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍‌ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪…

ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ, ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ହନୁମାନ

ସମ୍ବଲପୁର -: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର। ଆଜି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମ୍ବଲପୁର ସହର। ଗତକାଲି ରାତିରେ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ କରାଯାଇଛି ନିମନ୍ତ୍ରଣ। ଗୁରୁବାର ଦିନ…

ଫେସ୍‌ବୁକ୍‌ ହ୍ୟାକ୍‌ ପରେ ଆକାଉଣ୍ଟରୁ କଟିଲା ୧୧ ହଜାର ଟଙ୍କା

ସମ୍ବଲପୁର -: ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିର ଆଶିଷ ଓରାମ ନାମକ ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଗତ ଏପ୍ରିଲ୍‌ ୨୬ ତାରିଖ ଦିନ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ କେହି ଜଣେ ହ୍ୟାକ୍‌ କରି ଦେଇଥିଲା। କିନ୍ତୁ ସେ…

ଆଇନ ଜାଲରେ କଟକ କ୍ରାଇମବ୍ରାଞ୍ଚ ଡିଏସ୍‌ପ ରମେଶ ଚନ୍ଦ୍ର ଦୋରା, ବରଗଡ ତହସିଲଦାରଙ୍କ ନାଁ ପରେ ବଢିଲା ଅଡୁଆ

କଟକ/ସମ୍ବଲପୁର/ବରଗଡ -: ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଡିଏସ୍‌ପି ଭାବେ କଟକରେ ଅବସ୍ଥାପିତ ସମ୍ବଲପୁର ଟାଉନ୍ ଥାନାର ପୂର୍ବତନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଅଡ଼ୁଆ ବଢ଼ିଛି । ଶ୍ରୀ ଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସ୍‌ଇବିସି)ର ହୋଇଥିବା…

୮ ବର୍ଷୀୟା ନାବାଳିକାର କଟାମୁଣ୍ଡକୁ ହାତରେ ଧରି ଗାଆଁରେ ବୁଲୁଥିଲା ଅଭିଯୁକ୍ତ, ଉଠାଇ ନେଲା ପୁଲିସ

କୁଚିଣ୍ଡା -: ମଣିଷ ଆଜି ବିବେକହିନ ଅସାମାଜିକ ପାଲଟିବା ପଛରେ କିଏ ? କାହିଁକି ୮ବର୍ଷର ନାବାଳିକାର ଜିବନ ଗଲା…କଣ କରିଥିଲା ଏହି ନିଷ୍ପାପ ଝିଅଟି ? ଜବାବ ନିଶ୍ଚୟ ଆପଣ ମାନେ କମେଣ୍ଟ ମଧ୍ୟମରେ ଦେବେ । ଏଭଳି ଅଭାବନୀୟ…

error: Content is protected !!