ଇସ୍ପାତ ସହରରେ ବେଲଗାମ ଦେଶୀ, ନକଲି ବିଦେଶୀ ମଦ ବେପାର : ମୂକ ବଧିର ସାଜିଛି ପ୍ରଶାସନ

ରାଉରକେଲା -: ଇସ୍ପାତ ସହରରେ ଏବେ ଦେଶୀ, ବିଦେଶୀ ମଦ ବିକ୍ରି ସୀମା ଟପିଲାଣି। ବର୍ତ୍ତମାନ ଉଭୟ ଦେଶୀ ଓ ବିଦେଶୀ ମଦର ଚୋରାଚାଲାଣ, ଅନୈତିକ ବିକ୍ରି ଢ଼େର୍‌ ବଢ଼ିଛି। ଏମିତିକି ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ପାଇଁ ବିକ୍ରିଯୋଗ୍ୟ ବିଦେଶୀ ମଦ ସହରରେ…

ପାଣି ବୋତଲ ଚୋରି କରିବାରୁ ମାଡ଼ ମାରିଥିଲା ଦୋକାନୀ, ମାସକ ପରେ ଘରକୁ ଫେରିଲେ ୩ ନାବାଳକ

ରାଉରକେଲା -: ପାଣି ବୋତଲ ଚୋରି କରିନେଇଥିଲେ ୩ ନାବାଳକ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୋକାନ ମାଲିକାଣୀ ସେମାନଙ୍କୁ ମାଡ଼ ମାରିଥିଲା। ଏଣୁ ଭୟଭୀତ ହୋଇ ସେମାନେ ସମ୍ବଲପୁରକୁ ପଲାଇଥିଲେ। ପ୍ରାୟେ ମାସେ ପରେ ସମସ୍ତଙ୍କୁ ଉଦିତନଗର ପୁଲିସ ସୁରକ୍ଷିତଭାବେ ଉଦ୍ଧାର…

ମୋବାଇଲ୍ ପାଇଁ ଭାଇ-ଭଉଣୀଙ୍କ କଳିରେ ବଳିପଡିଗଲା ଭଉଣୀ

ରାଉରକେଲା -: ମୋବାଇଲ କଳିରୁ ଚାଲିଗଲା ଛାତ୍ରୀଙ୍କ ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ଡି ସେକ୍ଟର କ୍ବାଟର୍ସ ସଂଖ୍ୟା ୧୯୮ରେ। ମୃତ ଛାତ୍ର ଜଣକ ହେଲେ ଜୟା ମହାତୋ। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ…

ସୁନ୍ଦରଗଡ ହେଲା ମନ୍ତ୍ରୀ ଶୂନ୍ୟ …

ରାଉରକେଲା -: ଏ ଖବର ଲେଖା ହେବାବେଳକୁ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ହେଁ ରାଜ୍ୟ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବାବଦରେ ନିର୍ଭରଯୋଗ୍ୟ ସୂଚନା ମିଳି ଯାଇଛି। ଏଥିରୁ ସ୍ପଷ୍ଟ ହୋଇ ଯାଇଛି ଯେ ଏଥର ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା…

ଚୋରୀ କରିବାକୁ ଯାଇଥିଲେ ଯୁବକ ଯମ ସହ ହୋଇଗଲା ଭେଟ …

ସୁନ୍ଦରଗଡ଼ -: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜମପାଲିଠାରେ ବନ୍ଦ ପଡ଼ିଥିବା ଓସିଏଲ ଆଇରନ ଓ ଷ୍ଟିଲ କାରଖାନା ଛାତରୁ ଖସି ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ରାଜଗାଙ୍ଗପୁର ଅଞ୍ଚଳର ପୋଡ଼ସିଙ୍ଗଗ୍ରାମର ଚାମୁ ଟପ୍ପୋ ବୋଲି ଜଣାଯାଇଛି। କାରଖାନାଟି…

ଚାକୀରି ଦେବା ବାହାନାରେ ବାହାରକୁ ଝିଅ ଚାଲାଣ, ୨୨ବର୍ଷିୟ ସୁନ୍ଦରୀ ଝିଅଙ୍କୁ ର୍ଟାେଗଟ୍ କରୁଛନ୍ତି ଦଲାଲ

ସୁନ୍ଦରଗଡ଼ -: ସୁନ୍ଦରଗଡ଼ ଜିଲ୍ଲାରେ ବିବାହ ପାଇଁ ଝିଅ ବିକ୍ରି ! ଚାକିରି ଦେବା ବାହାନାରେ ବାହାର ରାଜ୍ୟକୁ ଚାଲାଣ କରିବାପରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି। ଏହି ଜାଲରେ ସହଜରେ ଫସିଯାଉଛନ୍ତି ଗରିବ ଓ ଅଭାବୀ ଘରର ଝିଅମାନେ। ବିକ୍ରି…

ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)

ରାଉରକେଲା -: ସଫ୍ଟୱେୟାର ଡେଭଲପମେଣ୍ଟ ପାଇଁ ରାଉରକେଲା ସହରରେ ଆରମ୍ଭ ହୋଇଥିଲା ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ)। ଏହାର ଲକ୍ଷ୍ୟ ଥିଲା, ଷ୍ଟାର୍ଟଅପ୍‌ ଆରମ୍ଭ କରିବାକୁ ଚାହୁଥିବା ଯୁବ ଉଦ୍ୟୋଗୀମାନଙ୍କୁ ନୂଆ ଆପ୍ ତିଆରି କରିବାଲାଗି ଆନୁସଙ୍ଗିକ ସୁବିଧା…

ଘର ଭିତରେ ୪୦ବର୍ଷ ଯୁବକଙ୍କ ମୃତ ଦେହ, ହତ୍ୟା ସନ୍ଦେହ

ରାଉରକେଲା -: ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଡ଼ରୁଆଁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଘରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ପ୍ରହଲ୍ଲାଦ କୁଅଁର। ତାଙ୍କୁ ୪୦ ବର୍ଷ ବୟସ । ତେବେ…

ଏମସିଏଲର କଳାଜହର କନିକା ନାଳକୁ କରୁଛି ବିଷାକ୍ତ, ତୁରନ୍ତ ଦୃଷ୍ଟି ନଦେଲେ ସ୍ଥିତି ଭୟଙ୍କର ହେବ !

ସୁନ୍ଦରଗଡ଼ -: ହେମଗିର ବ୍ଲକ୍ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍‌ସିଏଲ୍‌) ଯୋଗୁ ଅଭିଶାପ ପାଲଟିଛି । ଏମ୍‌ସିଏଲ୍ କୋଇଲା ସାଇଡିଂର ସବୁ କୋଇଲା…

ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ

ସୁନ୍ଦରଗଡ଼/ବଡ଼ଗାଁ -: ଗୁଜରାଟରୁ ଆସିଲେ, ଛତିଶଗଡରେ ହତ୍ୟା କଲେ, ଓଡିଶାରେ ଫିଙ୍ଗିଲେ ଓ କୋଲକାତାରେ ଧରାପଡିଲେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ଛକରୁ ଏପ୍ରିଲ ୧୦ ତାରିଖ ସକାଳେ ଏକ ବସ୍ତାରେ ବନ୍ଧା ଅଜଣା ମୃତଦେହ ଉଦ୍ଧାର ମାମଲାର…

error: Content is protected !!