ପଦ୍ମପୁର ମହାସମର : ସତ୍ୟର ସନ୍ଧାନରେ ସତ୍ୟ, ହେଲେ ଅସତ୍ୟ ଏଠି ରାଜ୍ କରେ !!!

ନିରଞ୍ଜନ ତ୍ରିପାଠୀ(ବରିଷ୍ଠ ସାମ୍ୱାଦିକ) ସତ୍ୟଭୂଷଣ ସାହୁ । ନାଁ ଯେମିତି ତାଙ୍କ କାମ ମଧ୍ୟ ସେମିତି । ଚଳିତ ପଦ୍ମପୁର ଉପନିର୍ବାଚନ ରେ କଂଗ୍ରେସ ଦଳ ପକ୍ଷରୁ ସେ ଆଜି ତାଙ୍କ ସମର୍ଥକଙ୍କ ସହିତ ଆସି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଠାରେ ତାଙ୍କ…

ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଧାମନଗର ଦାୟିତ୍ୱ ନିଅନ୍ତୁ : ସୂର୍ଯ୍ୟବଂଶୀ

ବିଜୟ ପରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଅସ୍ତ୍ର ଉଠାଇଲେ ସୂର୍ଯ୍ୟବଂଶୀ ସୂରଜ। ପକ୍କା ରାଜନୀତିଆ ଭଳି ସେ ଦେଇଛନ୍ତି ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କୁ ସିଧାସଳଖ ଆହ୍ୱାନ ଦେଇଛନ୍ତି। ସୂର୍ଯ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ। ଧାମନଗରରେ…

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୫ରେ ହେବ ଉପନିର୍ବାଚନ, କାହା ଉପରେ ରହିବ ଜନତାଙ୍କ ଆର୍ଶୀବାଦ…

ନିରଞ୍ଜନ ତ୍ରିପାଠୀ(ବରିଷ୍ଠ ସାମ୍ବାଦିକ) – ଧାମନଗରର ନିର୍ବାଚନ ଫଳାଫଳ ରାଜନୀତିର ସମୀକରଣ ବଦଳାଇ ଦେଇଛି । ଲଗାତର ସମସ୍ତ ଉପ ନିର୍ବାଚନରେ ନିରଙ୍କୁଶ ସଫଳତା ହାସଲ କରିଥିବା ବିଜେଡି ବିରୋଧରେ ଧାମନଗର ରାୟ ବିଜେଡିକୁ ଆତ୍ମ ସମୀକ୍ଷା କରିବାକୁ ବାଧ୍ୟ କରିଥିବା…

ସନ୍ଦେହ ଘେରରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା …

ଗୋପ -: ପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁ ଆଜି ସକାଳେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଭୁବନେଶ୍ୱରର ଶିଶୁପାଳଗଡ଼ରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ସେ ବିଜେଡିର ନେତା ଥିଲେ। ତାଙ୍କର…

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଘୋଷଣା, ୧୯ ମନ୍ତ୍ରୀ, ୧୧ ବିଧାୟକଙ୍କୁ ଜିଲ୍ଲାଯୋଜନା କମିଟିର ଦାୟିତ୍ୱ

ଭୁବନେଶ୍ୱର -: ପ୍ରକାଶ ପାଇଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୧୯ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ୧୧ ଜଣ ବିଧାୟକଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାର ଦାୟିତ୍ୱ…

ମନ୍ଦିରକୁ ଯାଇ ଭ଼ଗବାନଙ୍କୁ ପଚାରିବା ପରେ ଆଜି ବିଜେପିରେ ଯୋଗ ଦେଲୁ, ଭଗବାନ କ’ଣ କହିଲେ ଆସନ୍ତୁ ଜାଣିବା

ଏକ ମନ୍ଦିର, ଚର୍ଚ୍ଚ ଏବଂ ଏକ ମସଜିଦରେ ବିଶ୍ୱସ୍ତତା ପାଇଁ ଶପଥ ନେବାର ସାତ ମାସ ପରେ ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ଆଜି ଦଳ ଛାଡ଼ି ଶାସକ ବିଜେପି ଦଳରେ ଯୋଗ ଦେଇଛନ୍ତି। ଏପରିକି…

କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ : ରାହୁଲଙ୍କ ଏସି କଣ୍ଟେନରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ -: କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଥିବା ପ୍ରାୟ ୨୩୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦଳର ବରି‌ଷ୍ଠ ନେତା ରାହୁଲ୍‌ ଗାନ୍ଧୀ ଗୋଟାଏ ବିଶେଷ ଧରଣର ଶୀତତାପ ନିୟନ୍ତ୍ରିତ ‘କଣ୍ଟେନର୍‌’ରେ ରାତ୍ରୀଯାପନ କରୁଛନ୍ତି। ସୂଚନାଯୋଗ୍ୟ, ଉପରୋକ୍ତ ୨୩୦ଜଣ ନେତାଙ୍କ…

୧୦୬ ବର୍ଷ ବୟସରେ ନିର୍ବାଚନ ଜିତିଲେ କହ୍ନେୟାଲାଲ ଗୁପ୍ତା

ବୟସ ଯେ କେବଳ ଏକ ସଂଖ୍ୟା, ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ଗୋରଖପୁରର ୧୦୬ ବର୍ଷୀୟ କହ୍ନେୟାଲାଲ ଗୁପ୍ତା। ସେ ନିକଟରେ ଉତ୍ତର-ପୂର୍ବ ରେଳବାଇ ଶ୍ରମିକ ସଂଘ (ଏନ୍‌ଇଆର୍‌ଏମ୍‌ୟୁ)ର ସାଧାରଣ ସମ୍ପାଦକ ଭାବେ ୬୧ତମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହି…

ରାହୁଲ୍‌ ଗାନ୍ଧୀ ରାଜନୀତି ପାଇଁ ତାଙ୍କର ଦକ୍ଷତା ନାହିଁ: ଗୁଲାମ୍‌ ନବୀ ଆଜାଦ୍

ନୂଆଦିଲ୍ଲୀ -: ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ଗତ ସପ୍ତାହରେ କଂଗ୍ରେସ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ କହିଛନ୍ତି। ସେ କହିଛନ୍ତି, ସତ…

ଆଜି ନବୀନଙ୍କ ମୟୁରଭଞ୍ଜ ଗସ୍ତ, ରାଜନୈତିକ ମହଲରେ ଚାଲିଛି ଏମିତି ଚର୍ଚ୍ଚା

ଭୁବନେଶ୍ବର -: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି। ଜିଲ୍ଲାରେ ସେ ଦିନ ୧୧ଟାରୁ ୧୨ଟା ଅର୍ଥାତ ଏକ ଘଣ୍ଟା ରହିବେ। ଗୋଟିଏ ମଞ୍ଚରୁ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ଅବଧି ମାତ୍ର…

error: Content is protected !!