ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଲା, ଆଇନ୍ ଜାଲରେ ସଲମାନ ଖାଁ

ମୁମ୍ବାଇ -: ଆଇନ୍‌ଗତ ସମସ୍ୟାରେ ପ୍ରାୟତଃ ଅଧିକାଂଶ ସମୟରେ ଛନ୍ଦି ହୋଇପଡ଼ିଥାନ୍ତି ଅଭିନେତା ସଲମାନ ଖାନ୍ । ନିକଟରେ ସେ ପୁଣି ଥରେ ଏକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତିି । ଜାଣିବାକୁ ମିଳିଛି ଯେ ସଲମାନ ରାସ୍ତାରେ ଯାଉଥିବା ଅବସ୍ଥାରେ…

ଫରେଷ୍ଟରଙ୍କ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ ତଦନ୍ତରେ ପହଞ୍ôଚଲେ ଡେପୁଟି କଞ୍ଜରଭେଟର

କୋକସରା -: ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଫରେଷ୍ଟର ଜଗନ୍ନାଥ ନାଗଙ୍କ ନାମରେ ଭିଏସଏସ କମିଟି ସଭାପତି ଓ ଶ୍ରମିକମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଥିଲେ । ହେଲେ ଫରେଷ୍ଟରଙ୍କ ବିରୋଧରେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ…

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର : ମୁମ୍ବାଇରେ ୧୨ଟଙ୍କା, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ : ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ ଦରରେ ଲଗାମ ଲାଗିଥିଲା । ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଏବେ ବଢ଼ିଲା ତୈଳ ଦର । ଟଙ୍କାଏ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର : ୨୦୪ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ : ପ୍ରତିଦିନ ଦେଶର ଲକ୍ଷାଧିକ ଯାତ୍ରୀ ଟ୍ରେନ ସେବାର ଲାଭ ଉଠାଇ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ରେଳବାଇ ଦେଶର ଲାଇଫଲାଇନ୍ ଭାବେ ଗଣନା କରାଯାଉଛି । ହୋଲି ଉତ୍ସବ ପରେ ଲୋକମାନେ ପୁଣିଥରେ ନିଜ…

ପୂର୍ବତନ ଅର୍ଥମନ୍ତ୍ରୀ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଉବେର କାର ଡ୍ରାଇଭର , ଆସନ୍ତୁ ଜାଣିବା କିଏ ସେ ଅର୍ଥମନ୍ତ୍ରୀ ?

ୱାସିଂଟନ୍ ଡିସି -: ଦେଶ ଛାଡିଦେଲେ ବିଦେଶରେ କାର ଡ୍ରାଇଭିଙ୍ଗ କରି ନିଜର ଗୁଜରାଣ ମେଣ୍ଟାଉଛନ୍ତି । ଆପଣ ମାନେ ନିଶ୍ଚୟ ସେ ମହାନ ବ୍ୟକ୍ତିତ୍ତ୍ୱଙ୍କ ବିଷୟରେ ଜାଣିବାକୁ ଚାହୁଁଥିବେ । ତେବେ ସେ ହେଉଛନ୍ତି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ୪୦…

ଭାରତରେ ପହଞ୍ଚିଲା ୟୁକ୍ରେନ୍‌ରେ ନିହତ ଡାକ୍ତରୀ ଛାତ୍ରଙ୍କ ଶବ

ବେଙ୍ଗାଲୁର -: ବୋମା ମାଡ଼ ଯୋଗୁଁ ୟୁକ୍ରେନ୍‌ରେ ନିହତ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୈାଡ଼ାରଙ୍କ ଶବ ଆଜି ଭାରତକୁ ଅଣାଯାଇ କର୍ଣ୍ଣାଟକର ହାବେରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ପୈତୃକ ଗ୍ରାମ ଚଲାଗେରେରେ ପହଞ୍ଚାଯାଇଛି । ବ୍ୟାପକ ପୁଲିସ ଉପସ୍ଥିତିରେ କର୍ଣ୍ଣାଟକର…

ଯୁଦ୍ଧ ବନ୍ଦ କରିବାକୁ ରୁଷର ସର୍ତ୍ତ, ସର୍ତ୍ତ ମାନିବାକୁ ନାରାଜ ୟୁକ୍ରେନ

କିବ୍ -: ୟୁକ୍ରେନୀୟ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସଚୁକ୍ କହିଛନ୍ତି, କୈାଣସି ସମର୍ପଣ ବା ଅସ୍ତ୍ରତ୍ୟାଗର ପ୍ରଶ୍ନ ହିଁ ଉଠୁନାହିଁ । ଏ ସଂକ୍ରାନ୍ତରେ ଆମେ ରୁଷୀୟ ପକ୍ଷକୁ ସୂଚନା ଦେଇସାରିଛୁ । ଅସ୍ତ୍ରତ୍ୟାଗ କରି ଅଧିକୃତ ବନ୍ଦର ନଗରୀ ମାରିଉପୋଲ୍‌କୁ ସମର୍ପଣ…

ବଢ଼ିଲା ଡିଜେଲ ଦର: ଲିଟର ପିଛା ୨୫ ଟଙ୍କା ଅଧିକ ଦେବେ, କାହା ପାଇଁ ଲାଗୁ ହେଲା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ -: ବିପୁଳ ମାତ୍ରାରେ ଡିଜେଲ ସିଧାସଳଖ କମ୍ପାନି ଠାରୁ କିଣୁଥିବା ବଡ଼ ବଡ଼ ଶିଳ୍ପ ସଂସ୍ଥା, ରେଳବାଇ ଏବଂ ଠିକାଦାରମାନଙ୍କୁ ସରକାରୀ ତେଲ କମ୍ପାନି ଗୁଡ଼ିକ ଆଜି ବଡ଼ ଧରଣର ଝଟ୍‌କା ଦେଇଛନ୍ତି । ଉପରୋକ୍ତ ବର୍ଗର ଗ୍ରାହକ ଆଜିଠୁ…

ଚଳନ୍ତା ଗାଡ଼ିରୁ ଫିଲ୍ମ ଷ୍ଟାଇଲରେ ବାଇକ ଚାଳକ କରୁଛନ୍ତି ଲୁଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ଚୋରି କରିବା ପାଇଁ ଆଜିକାଲି ଚୋରମାନେ ବିଭିନ୍ନ ତରିକା ଆପଣାଉଛନ୍ତି । ଏଭଳି ଅନେକ ଘଟଣା ପରଦା ପଛରେ ରହିଯାଉଛି । କିଛି କିଛି ରାସ୍ତାରେ ଯାଉଥରବା ଲୋକଙ୍କ କ୍ୟମେରାରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ଘୁରିବୁଲୁଛି ।…

ପ୍ରେମିକ ଦ୍ୱାରା ପ୍ରସ୍ତୁତ ରିଜ୍ୟୁମକୁ ଏଚଆରଙ୍କୁ ପଠାଇଲେ ଯୁବତୀ , ତା ପରେ ଏଭଳି ଅବସ୍ଥା …

ନୂଆଦିଲ୍ଲୀ -: ବିଶ୍ୱାସ ଧୋକା ପ୍ରତାରଣା ନା ମଜାକର ଏହି ଅବସ୍ଥା ପଢିଲେ ଭଲସେ ଜାଣିପାରିବେ । ରିଜ୍ୟୁମ୍ ଆଧାରରେ କମ୍ପାନିଗୁଡିକ ପ୍ରାର୍ଥୀ ଚୟନ କରିଥାଆନ୍ତି । ଚାକିରି ପାଇବା ପାଇଁ ପ୍ରତ୍ୟେକଟି ଲୋକ ଏଚଆରଙ୍କୁ ଭଲ ରିଜ୍ୟୁମ ପଠାଇ ଆକର୍ଷିତ…

error: Content is protected !!
Verified by MonsterInsights