ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବିରି ଡାଲି ଆଳୁଚପ୍‌ , ଥରେ ଖାଇଲେ ପାଟିରୁ ଛାଡବନି ସ୍ୱାଦ

ବିରି ଡାଲି ଆଳୁଚପ୍‌ ପାଇଁ ପ୍ରସ୍ତୁତି ପ୍ରଣାଳୀ ବିରି ଡାଲିକୁ ଭଲଭାବେ ଧୋଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଏକ ଗଭୀର ପାତ୍ରକୁ ବାହାର କରିଦିଅନ୍ତୁ। ଏବେ ଏଥିରେ ଲୁଣ, ଲାଲ ଲଙ୍କା ପାଉଡର, ଚାଟ ମସଲା ଏବଂ ପୋଦିନା ପତ୍ର ଓ…

error: Content is protected !!