ରାହୁଲ୍‌ ଗାନ୍ଧୀ ରାଜନୀତି ପାଇଁ ତାଙ୍କର ଦକ୍ଷତା ନାହିଁ: ଗୁଲାମ୍‌ ନବୀ ଆଜାଦ୍

ନୂଆଦିଲ୍ଲୀ -: ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ଗତ ସପ୍ତାହରେ କଂଗ୍ରେସ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ କହିଛନ୍ତି। ସେ କହିଛନ୍ତି, ସତ…

ନରେନ୍ଦ୍ର ମୋଦୀ ତୁମ କବର ଖୋଳାଯିବ …

ନୂଆଦିଲ୍ଲୀ -: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ଆପତ୍ତିଜନକ ବୟାନ ଜାରି ରହିଛି । ସୋମବାରଦିନ ଅଗ୍ନିପଥ ସ୍କିମର ବିରୋଧ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ  ମୋଦୀ ତେରା…

ବିବାଦୀୟ ମନ୍ତବ୍ୟ ଦେଇ ହରଡଘଣାରେ କଂଗ୍ରେସ ସାଂସଦ,’ଦ୍ରୌପଦୀଙ୍କ ବଦଳରେ ସୀତାଙ୍କ ବସ୍ତ୍ର ହରଣ’ 

ନୂଆଦିଲ୍ଲୀ -: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା ମାତା ସୀତାଙ୍କୁ…

ବ୍ରଜରାଜନଗରରେ କଡ଼ା ଟକ୍କର ଦେବ କଂଗ୍ରେସ …

ବରଗଡ଼ -: ବ୍ରଜରାଜନଗର ଉପନିର୍ବାଚନରେ କଡ଼ା ଟକ୍କର ଦେବୁ। ସେଠାରୁ ପରିବର୍ତନର ସ୍ବର ଆରମ୍ଭ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଲେ,…

କଂଗ୍ରେସକୁ ବଡ ଝଟକା …

ଆଜି କଂଗ୍ରେସ ଦଳକୁ ଏକ ବଡ ଝଟକା ଲାଗିଛି କହିଲେ ଚଳେ । ପାର୍ଟିର ବରିଷ୍ଠ ନେତା ଓ ପୂର୍ବ କେନ୍ଦ୍ରମନ୍ତ୍ରୀ କପିଳ ସିବଲ କଂଗ୍ରେସକୁ ନିଜ ଇସ୍ତଫା ପତ୍ର ଦାଖଲ କରିଛନ୍ତି । କଂଗ୍ରେସରୁ ଯାଇ ସେ ସମାଜବାଦୀ ପାର୍ଟିରେ…

ସୁପ୍ରିମକୋର୍ଟଙ୍କ ରାୟ : କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ୧ବର୍ଷ ଜେଲ

ଆଜି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ଜେଲ ଦଣ୍ଡାଦେଶ ଶୁଣାଯାଇଛି । ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ଏହା ସହ ୧ହଜାର ଟଙ୍କାର ଫାଇନ ମଧ୍ୟ ଲଗାଯାଇଛି ।…

ରାହୁଲଙ୍କ ବଦଳରେ ପ୍ରିୟଙ୍କା ହେବେ ଦଳର ସଭାପତି …!

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସ ଚିନ୍ତନ ଶିବିରରେ ବରିଷ୍ଠ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦଳର ସଭାପତି କରିବାକୁ ଦାବି ଉଠିଛି । ଖୋଦ ସୋନିଆ ଗାନ୍ଧି, ରାହୁଲ ଓ ପ୍ରିୟଙ୍କାଙ୍କ ଉପସ୍ଥିତିରେ କେତେକ ନେତା ଏହି…

କଂଗ୍ରେସ ପ୍ରଶାନ୍ତଙ୍କୁ ଚାହୁଁ ନାହିଁ ନା ପ୍ରଶାନ୍ତ କଂଗ୍ରେସକୁ ପସନ୍ଦ କରୁନାହାନ୍ତି ଦେଖନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ -: ରାଜନୀତି କ୍ଷେତ୍ରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟତ ଅନିଶ୍ଚିତ ମନେହେଉଥିବା ବେଳେ ଆଜି ସକାଳେ ସେ ଏକ ରହସ୍ୟମୟ ଟୁଇଟ୍‌ କରି କହିଛନ୍ତି ଯେ, ବାସ୍ତବ ସମସ୍ୟା ବୁଝିବା ପାଇଁ ସେ ‘ପ୍ରକୃତ ମାଲିକ’ ଜନସାଧାରଣଙ୍କ ନିକଟକୁ…

error: Content is protected !!