ରାଜ୍ୟରେ କିନ୍ନରଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିବା ମେଘନା ସାହୁଙ୍କ ବାୟୋପିକର ଟ୍ରେଲର କାନ୍ସରେ ରିଲିଜ ହେଲା

ରାଜ୍ୟରେ କିନ୍ନରଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିବା ମେଘନା ସାହୁଙ୍କ ଉପରେ ଆଧାରିତ ଚଳଚିତ୍ର ‘ଟି’ର ପୋଷ୍ଟର, ଟ୍ରେଲର କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ରିଲିଜ ହୋଇଛି। ଏଥିରେ ମେଘନାଙ୍କ ଭୂମିକାରେ ଦେବ ଏବଂ ମୀରା ପରିଡ଼ାଙ୍କ ଭୂମିକାରେ ଉଷସୀ ମିଶ୍ର ରହିଛନ୍ତି।…