‘ଭାରତର ଅଗ୍ନି’ ସ୍ବାଧୀନତାର ମହାନାୟିକା ଦୁର୍ଗାବତୀ ଦେବୀ…

ସ୍ବାଧୀନତା ପାଇଁ ସଂଘର୍ଷ ବେଳେ ଯେଉଁ ମହାନାୟିକାମାନେ ପୁରୁଷଙ୍କ କାନ୍ଧ ସହିତ କାନ୍ଧ ମିଳାଇ ଚାଲିଥିଲେ ସେମାନଙ୍କ ମଧ୍ୟରୁ ଦୁର୍ଗାବତୀ ଦେବୀ ଅନ୍ୟତମ। ‘ଭାରତର ଅଗ୍ନି’ ନାମରେ ସୁପରିଚିତା ଏହି ଦୁର୍ଦ୍ଧର୍ଷ ବିପ୍ଳବିନୀ ବ୍ରିଟିସ୍ ପୁଲିସଙ୍କ ପାଇଁ ଏକ ବିରାଟ ଆହ୍ବାନ…

error: Content is protected !!