ଚିକେନ୍‌ ଦେକାନରେ ବାର୍‌ହା ମାଂସ ବିକ୍ରି : ଚଢାଉ କରି ଧରିଲା ବନବିଭାଗ , ଜଣେ ଗିରଫ …

ଢେଙ୍କାନାଳ -: ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ଦୁର୍ବଳତାର ସୁଯୋଗ ନେଇ ଶିକାରୀମାନଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁମାନଙ୍କୁ ଶିକାର କରି ଶୀକାରୀମାନେ ଅର୍ଥ ଉପାର୍ଜନ କରୁଛନ୍ତି। କୁକୁଡ଼ା ଦେକାନରେ ବାର୍‌ହା ମାଂସ ବିକ୍ରି ହେଉଛି। ଢେଙ୍କାନାଳ ଜିଲ୍ଲା ଷଡଙ୍ଗୀ…

error: Content is protected !!