ଆଇଫୋନ କମ୍ପାନୀ ଏବେ ଶସ୍ତା ଦାମ ସହ ବଡ଼ ସ୍କ୍ରିନ ଥିବା ଲାଟେଷ୍ଟ ମଡେଲକୁ କରିବ ଲଞ୍ଚ …

ଆଇଫୋନ ଲଭର୍ସଙ୍କୁ ଖୁସି କରିବା ପାଇଁ କମ୍ପାନୀ ତରଫରୁ ନୂଆ ନୂଆ ମଡେଲରେ ବଢ଼ିଆ ଅଫର ରଖାଯାଇଥାଏ। କମ ଦାମରେ କିପରି ଭଲ ମଡେଲ ୟୁଜର୍ସଙ୍କୁ ଦେଇପାରିବେ ତାହା ଉପରେ ବେଶି ଧ୍ୟାନ ଦିଏ। ଏବେ କମ୍ପାନୀ ଫୋନ ସ୍କ୍ରିନ ଉପରେ…