ପୋଲିସ ସାଜିଲା ନୀରବଦଷ୍ଟା, ଶୁଣିଲାନି ମହିଳାଙ୍କ ଅଭିଯୋଗ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: ତିର୍ତୋଲ ଥାନା ଅଧିନସ୍ଥ ବଣିତୋ ଗ୍ରାମର ବିଜୟଲଷ୍ମୀ ସ୍ୱାଇଁ ଙ୍କୁ ତାଙ୍କ ଦେଡଶୁର ନଳକୂପ ମରାମତି କୁ କେନ୍ଦ୍ର କରି ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ |ଏ…

ବିଜେଡି ବିଧାୟକ ବିଜୟଶଙ୍କର ଚଲାଉଛନ୍ତି ସେକ୍ସ ରାକେଟ୍ ! ଥାନାରେ ରୁଜ୍ଜୁ ହେଲା ମାମଲା

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:  ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ସେକ୍ସ ରୢାକେଟ୍ ଚଳାଉଛନ୍ତି। ଏଭଳି ସଂଗିନ ତଥା ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରେମିକା ସୋମାଲିକା ଦାସ। ସୋମାଲିକାଙ୍କ ଲିଖିତ ଅଭିଯୋଗ ଆଧାରରେ ବି ଜଗତସିଂହପୁର ଥାନା ପୁଲିସ…

ସର୍ବସ୍ବ ହରାଇ ନିସ୍ଵ ସାଜିଛି ଖୁଲଣା, କାଜୁ ଜଙ୍ଗଲରେ ବିତୁଛି ଜୀବନ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ବାଲିଝରୀ ଗ୍ରାମର 63ବର୍ଷୀୟା ବୃଦ୍ଧା ଖୁଲଣା ବାରିକ l ତିରିଶି ବର୍ଷରୁ ଉର୍ଦ୍ଧ ହେବ ଖୁଲଣା ଏବଂ ତାର ସ୍ୱାମୀ ଶିବ ବାରିକ ବାଲିଝରୀର ନିଘଞ୍ଚ…

ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ସଂସ୍କୃତି ଭବନ ପରିସରରେ ସମ୍ମିଳିତ ବ୍ୟାଙ୍କ ସମୂହ ପକ୍ଷରୁ ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ…

କଟକ ନୂଆବଜାରସ୍ଥିତ କୁଷ୍ଠାଶ୍ରମରୁ ତରୁଲତା ନିଖୋଜ, ସନ୍ଦେହରେ ପରିଚାଳନା କର୍ତ୍ତୃପକ୍ଷ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ତେନ୍ତୁଳିପଦା ଗ୍ରାମର ତରୁଲତା ଦାସ (ବୟସ 66) ଦୀର୍ଘ ଦିନ ଧରି କୁଷ୍ଠ ରୋଗରେ ପୀଡିତା ଥିଲେ l ତାଙ୍କର ଶରୀରର ଅଙ୍ଗ ପ୍ରତେଙ୍ଗ ଘାଆ…

କୋର୍ଟ ନିର୍ଦ୍ଧେଶକୁ ବେଖାତିର, ଏସ.ପିଙ୍କ ନିକଟରେ ଅଭିଯୋଗ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ବିରିଡି ଥାନା ଅନ୍ତର୍ଗତ ଅଣଖିଆ ଗୋପୀନାଥପୁର ଗ୍ରାମରେ ଦୁଇ ପରିବାର ମଧ୍ୟ୍ୟ ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଗତସିଂହପୁର ସିଭିଲ କୋର୍ଟ ନିର୍ଦେଶକୁ ଖୋଲା ଖୋଲି ଉଲଘଂନ କରାଯାଉଥିବା ବେଳେ ବିରିଡି…

ଦେଢଶୁର ଦେଉଛି ଭାଇ ବୋହୂକୁ ଧମକ, ମୋର ସ୍ତ୍ରୀ ହେବୁ ନାଁ ମରିବୁ …ଦେଖନ୍ତୁ ଭିଡିଓ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ପୌର ପରିଷଦ 13ନମ୍ବର ୱାର୍ଡ ଦେଭୋଗ ଗ୍ରାମରେ ଘଟିଛି ଅଜବ ଘଟଣା l ଦେଭୋଗ ଗ୍ରାମର ବନିଆ କାଣ୍ଡି ଆଜକୁ ଚାରିବର୍ଷ ତଳେ ନିଜ ସ୍ତ୍ରୀ ସତୀ କାଣ୍ଡି କୁ ହରାଇଛି l…

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ର ସର୍ବପ୍ରାଚୀନ୍ନ, ଐତିହ୍ୟ,କଳା ଓ ସଂସ୍କୃତି ସମ୍ପର୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଚଳିତ ରଥଯାତ୍ରା ନିମନ୍ତେ ଜ଼ିଲ୍ଲାପ୍ରଶାସନ ପକ୍ଷରୁ ସଦଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜ଼ିଲ୍ଲାପାଳ…

ଏଭଳି ଭାବରେ ଧମକ ଦେଇ ବିବାଦ ଘେରକୁ ଆସଛନ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, କାହାକୁ କାହିଁକି ଧମକ ଦେଲେ ଆସନ୍ତୁ ଜାଣିବା

ଜଗତ୍‌ସିଂହପୁର/କୁଜଙ୍ଗ -: ଜଗତ୍‌ସିଂହପୁରର କୁଜଙ୍ଗକୁ ଗସ୍ତରେ ଆସିଥିବାବେଳେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ଜଳମିସନ ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିଲେ, ପ୍ରୋକ୍ଲିନ୍‌ ଲଗାଇ ସେସବୁକୁ ଉପାଡ଼ି…

ଜଗତସିଂହପୁର ଉପନିର୍ବାଚନରେ ବିଜେଡିକୁ ଚକମା ଦେଇ ବିଜୟ ଲାଭ କଲେ ସ୍ୱାଧିନ ପ୍ରାର୍ଥୀ, ବିଜେପି ମାଟି କାମୁଡିଲା

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ପଞ୍ଚାୟତ ର 4 ନମ୍ବର ୱାର୍ଡ ରେ ୱାର୍ଡ ସଭ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏହି ଉପନିର୍ବାଚନ ରେ 3ଜଣ ପ୍ରତିଦ୍ବନ୍ଦୀ ପ୍ରତିନିଧିତ୍ୱ କରିଥିଲେ l ସେମାନଙ୍କ ମଧ୍ୟରୁ…

error: Content is protected !!