କେଶରୀୟା ହିନ୍ଦୁ ପରିଷଦର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …

ସର୍ବପ୍ରଥମେ କେଶରୀୟା ହିନ୍ଦୁ ପରିଷଦ ଭାରତର ସଂସ୍ଥାପକ ଜ୍ଞାନରଞ୍ଜନ ଜେନା ରାଜ୍ୟ ସଭାପତି ସୁନୀଲ କୁମାର ସାହୁଙ୍କ ନାମ ଘୋଷଣା କରିଥିଲେ, ଏହାପରେ ମୁଖ୍ୟ ଅତିଥି ଶ୍ରୀ ମୁରଲୀ ଶର୍ମା ଜି ଆଗାମୀ ଦିନରେ ସଂଗଠନ କିପରି ସୁଦୃଢ ହେବ ଏବଂ…

ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପୀଠରେ ଆଜିଠାରୁ ଷୋଡ଼ଶ ଉପଚାର ପୂଜା …

ପୁରୀ -: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ୨୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ…

ଆଜି ବାହୁଡ଼ିବେ ମହାପ୍ରଭୁ; ୧୨ଟାରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ -: ଆଜି ବିଶ୍ବନିୟନ୍ତା ମହାବାହୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାତି ୮ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ…

ଆରୋଗ୍ୟ ଲାଭ କଲେ ମହାପ୍ରଭୁ, ଆଜି ଦ୍ୱାଦଶୀ ତିଥି ଶ୍ରୀଜିଉଙ୍କର ରାଜପ୍ରାସାଦ ବିଜେ ନୀତି

ପୁରୀ -: ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି…

ମଦନମୋହନଙ୍କ ଚନ୍ଦନଯାତ୍ର ଓ ଶ୍ରୀ ଜଗନ୍ନାଥ ସଂସ୍କୃତି

ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ମୁଖ୍ୟ ଦେବତା ହେଉଛନ୍ତି ଶ୍ରୀମଦନମୋହନ। ଶ୍ରୀଜଗନ୍ନାଥଙ୍କଠାରୁ ଏହିଯାତ୍ରା ପାଇଁ ସେ ଆଜ୍ଞାମାଳ ପାଇଥାଆନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ବା ଉତ୍ସବ ପ୍ରତିମା ଭାବରେ ସେ ଏହି ଲୀଳା କରନ୍ତି। ତତ୍ତ୍ୱବିତ୍‌ମାନେ ଈଶ୍ୱରଙ୍କର ଯେଉଁ ଦୁଇଟି ରୂପ ନିର୍ଣ୍ଣୟ କରିଛନ୍ତି,…

error: Content is protected !!