ପ୍ରେମିକାର ଅତ୍ୟାଚାର ସହିପାରିଲାନି ପ୍ରେମିକ, ଥାନାବାବୁ ଶୁଣିଲେନି : ଆତ୍ମହତ୍ୟା କଲେ ସୋନୁ

ରାଉରକେଲା -: ରାଉରକେଲାର  ସେକ୍ଟର -୧୬ ଜଗନ୍ନାଥପାଲିସ୍ଥିତ ଯୁବତୀଙ୍କ ଘର ଆଗରେ ଜଣେ ଯୁବକ ନିଜ ଜୀବନ ହାରିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଲେ ସେକ୍ଟର ୧୫ ଏଚ ବ୍ଲକ ବସ୍ତିର ସୋନୁ ବଡ଼ାଇକ।…

ଆଠଗଡରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଆଠଗଡ଼-: କଥା ଦେଇଥିଲେ ସାରା ଜୀବନ ଅପେକ୍ଷା କରିବାକୁ କିନ୍ତୁ କଥା ରଖିଲେନି।ଅଧା ବାଟରୁ ହାତଛାଡି ଚାଲିଗଲେ।ଏ ଜୀବନ ରଖି ଲାଭ କଣ।ସିଏ ମୋତେ ଯେଉଁଠି ଅପେକ୍ଷା କରିଛନ୍ତି ମୁଁ ମଧ୍ୟ ସେଇଠିକି ଚାଲିଯିବି।ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ର ର…

error: Content is protected !!