ଆସୁଛି ଫେସବୁକର ସୁରକ୍ଷା ନୀତି, ଜାଣନ୍ତୁ କେମିତି କରିବେ ଅପଡେଟ ନହେଲେ ବନ୍ଦ ହେବ ଫେସବୁକ୍‌

ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ମେଟା ଫେସବୁକ, ମେସେଞ୍ଜର, ଇନ୍ଷ୍ଟଗ୍ରାମ ପାଇଁ ଆସନ୍ତା ଜୁଲାଇ ୨୬ ତାରିଖରୁ କିଛି ଜରୁରୀ ସୁରକ୍ଷା ନୀତି ଜାରି କରିବା ନେଇ ଘୋଷଣା କରିଛି । ଗୁରୁବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛିକି ଏହି ସବୁ ନୀତିନିୟମ…

error: Content is protected !!