ସମଲିଙ୍ଗୀ ସମ୍ପର୍କରୁ ମଙ୍କିପକ୍ସ। ପୁରୁଷ-ପୁରୁଷ ସମଲିଙ୍ଗୀ ଯୌନ ସମ୍ପର୍କରୁ ବ୍ୟାପୁଛି ମଙ୍କିପକ୍ସ। ଏହାକୁ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଜାରି କରିଛି। ସମଲିଙ୍ଗୀ ପୁରୁଷମାନଙ୍କୁ ସୀମିତ ସଂଖ୍ୟକ ଯୌନ ସାଥୀଙ୍କ ମଧ୍ୟରେ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଛି।ସମଲିଙ୍ଗୀ ପୁରୁଷମାନେ ମଙ୍କିପକ୍ସରେ…