ସାମ୍ବାଦିକଙ୍କୁ ଅତିରିକ୍ତ ଏସ୍‌ପିଙ୍କ ମାଡ , ପ୍ରତିବାଦରେ ଥାନା ଆଗରେ ଧାରଣାରେ ସାମ୍ବାଦିକ

ନବରଙ୍ଗପୁର -: ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିରିକ୍ତ ଏସପିଙ୍କ ମାଡ। ପ୍ରତିବାଦରେ ଥାନା ଆଗରେ ଧାରଣାରେ ସାମ୍ବାଦିକ। ଦିନ ଦିପହରରେ ଜଣେ ମହିଳାଙ୍କୁ ଟଣା ଓଟୋରା କରି ଘରୁ ଉଠାଇ ନିଆଗଲା। ପୁଲିସକୁ ପରିବାର ଖବର ଦେବା ପରେ ମହିଳାଙ୍କୁ ମଇଦଲପୁର…

ଝିଅଙ୍କ ଶରୀରରେ ହାତ ମାରିବା ପଡିଲା ମହଙ୍ଗା, ବନ୍ଧା ହେଲେ ରସିକିଆ କେମେଷ୍ଟ୍ରି ଶିକ୍ଷକ

ନବରଙ୍ଗପୁର -: ନବରଙ୍ଗପୁର ସହର ଉପକଣ୍ଠ ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କେମେଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ଅନେକ ସମୟରେ ଝିଅ ମାନଙ୍କୁ ଲେବରଟାରୀକୁ ଡକେଇ ଆଶଳୀନ ବ୍ୟବହାର କରି ଆସୁଥିଲେ l ଝିଅଙ୍କ ଶରୀରରେ ହାତ ମାରିବା…

ଯୈାନ ପିପାସୁ ବିଧାୟକଙ୍କ ଗିରଫ ଦାବିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ନବରଙ୍ଗପୁର -: ବିଡିଓଙ୍କୁ ଆକ୍ରମଣ କରି ରାଜଧାନୀରୁ ଜଣେ ବିଧାୟକ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଉ ଜଣେ ବିଧାୟକ ବିବାଦ ଘେରକୁ ଆସିଛନ୍ତି । ନବରଂଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି…

ଜମି ପାଇଁ ମହାଭାରତ, ଭାଇ ହତ୍ୟା କଲା ଭାଇକୁ

ନବରଙ୍ଗପୁର/ରାଇଘର -: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ପଂଚାୟତର ହାତିବେନା (ଆଦିବାସୀ) ଗ୍ରାମରେ ପୈତୃକ ଚାଷ ଜମିକୁ ନେଇ କଅଁଲ ଗଣ୍ଡ ନିଜ କକା କାଡ଼ିଆ ଗଣ୍ଡଙ୍କ ପୁଅ ଦେବସିଂ ଗଣ୍ଡ (୪୫)ଙ୍କୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡିଛି।…

error: Content is protected !!