ଘରକୁ ପ୍ଲାଷ୍ଟିକ ଫୁଲରେ ସଜାଉଥିଲେ ସାବଧାନ୍‌, ହୋଇପାରେ ଏହି ସବୁ କ୍ଷତି ; ବାସ୍ତୁ ଟିପସ୍‌

ଲୋକ ନିଜ ଘରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ଜିନିଷ ମାର୍କେଟରୁ କିଣି ଆଣନ୍ତି। ଏମିତି କେତେକ ଅପ୍ରାକୃତିକ ଜିନିଷ ଆଣି ବର୍ଷ ବର୍ଷ ଧରି ଏହାକୁ ଘରେ ରଖନ୍ତି। କିନ୍ତୁ ଏହି ଜିନିଷ ଯୋଗୁଁ କେବେ କେବେ ଘରେ ବାସ୍ତୁ…