ମନ୍ଦିରକୁ ଯାଇ ଭ଼ଗବାନଙ୍କୁ ପଚାରିବା ପରେ ଆଜି ବିଜେପିରେ ଯୋଗ ଦେଲୁ, ଭଗବାନ କ’ଣ କହିଲେ ଆସନ୍ତୁ ଜାଣିବା

ଏକ ମନ୍ଦିର, ଚର୍ଚ୍ଚ ଏବଂ ଏକ ମସଜିଦରେ ବିଶ୍ୱସ୍ତତା ପାଇଁ ଶପଥ ନେବାର ସାତ ମାସ ପରେ ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ଆଜି ଦଳ ଛାଡ଼ି ଶାସକ ବିଜେପି ଦଳରେ ଯୋଗ ଦେଇଛନ୍ତି। ଏପରିକି…

କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ : ରାହୁଲଙ୍କ ଏସି କଣ୍ଟେନରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ -: କଂ‌ଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଥିବା ପ୍ରାୟ ୨୩୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦଳର ବରି‌ଷ୍ଠ ନେତା ରାହୁଲ୍‌ ଗାନ୍ଧୀ ଗୋଟାଏ ବିଶେଷ ଧରଣର ଶୀତତାପ ନିୟନ୍ତ୍ରିତ ‘କଣ୍ଟେନର୍‌’ରେ ରାତ୍ରୀଯାପନ କରୁଛନ୍ତି। ସୂଚନାଯୋଗ୍ୟ, ଉପରୋକ୍ତ ୨୩୦ଜଣ ନେତାଙ୍କ…

ରାହୁଲ୍‌ ଗାନ୍ଧୀ ରାଜନୀତି ପାଇଁ ତାଙ୍କର ଦକ୍ଷତା ନାହିଁ: ଗୁଲାମ୍‌ ନବୀ ଆଜାଦ୍

ନୂଆଦିଲ୍ଲୀ -: ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ଗତ ସପ୍ତାହରେ କଂଗ୍ରେସ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ କହିଛନ୍ତି। ସେ କହିଛନ୍ତି, ସତ…

୨ ବୁଲେଟିନ୍‌ ପ୍ରଡ୍ୟୁସର୍‌ଙ୍କୁ ବହିଷ୍କାର କଲା ‘ଜି ନିଉଜ୍‌’, ଉଦେ୍ଦଶ୍ୟମୂଳକ ଭାବରେ ନ୍ୟୁଜ ପ୍ରସାରଣ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ -: ଜୁଲାଇ ୧ ତାରିଖରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କର ଏକ ‘ଡକ୍ଟର୍‌ଡ୍‌ ଭିଡିଓ କ୍ଲିପ୍‌’ ପ୍ରସାରଣ କରିବା ଦୋଷରେ ‘ଜି ନିଉଜ୍‌’ ତା’ର ବୁଲେଟିନ୍‌ ପ୍ରଡ୍ୟୁସର୍‌ ଏବଂ ଟ୍ରେନି ବୁଲେଟିନ୍‌ ପ୍ରଡ୍ୟୁସର୍‌ଙ୍କୁ ଚାକିରିରୁ ବହିଷ୍କାର କରିଛି। ସେ ଦୁଇଜଣ…

ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ବାହାରେ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ -: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇପାରନ୍ତି। ଏହି ଦିନ କଂଗ୍ରେସ ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବ। ଦିଲ୍ଲୀରେ ସମସ୍ତ ସାଂସଦ ଏବଂ ସିଡବ୍ଲୁସି…