ରଙ୍ଗିଲା ସରପଞ୍ଚ ୩ ପ୍ରେମିକାକୁ ଏକା ସଙ୍ଗେ କଲେ ବିବାହ

ଭୋପାଳ -: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳ ଅଲିରାଜପୁର ଜିଲ୍ଲାରେ ଜଣେ ବର ଆଦିବାସୀ ରୀତିନୀତି ଅନୁସାରେ ନିଜର ୩ ଜଣ ପ୍ରେମିକାଙ୍କୁ ବିବାହ କରିଛନ୍ତି। ବିବାହ ପୂର୍ବରୁ ବ୍ୟକ୍ତିଙ୍କର ତାଙ୍କ ୩ ପ୍ରେମିକାଙ୍କ…

error: Content is protected !!