ମୁଖ୍ୟମନ୍ତ୍ରୀ ସବୁଠାରୁ କମ ପାଠୁଆ, କେଉଁ ମନ୍ତ୍ରୀ କେତେ ପାଠୁଆ ଆସନ୍ତୁ ଜାଣିବା

ମୁମ୍ବାଇ -: ୪୦ ଦିନ ପରେ ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଶେଷରେ ମଙ୍ଗଳବାର ଦିନ ଶପଥ ନେଇଛନ୍ତି । ନୂତନ ମନ୍ତ୍ରିମଣ୍ଡଳରେ ସିନ୍ଦେଙ୍କ ଶିବସେନାରୁ ୯ ଜଣ ଏବଂ ବିଜେପିରୁ ୯ ଜଣ ମନ୍ତ୍ରୀ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ…