ଛିଙ୍କ ଆସିବା ପରେ ଗୁରୁଜନ ମାନଙ୍କ ଆର୍ଶୀବାଦ କାହିଁକି ? ଆସନ୍ତୁ ଜାଣିବା ଏହା ପଛର ଗୁଢ ରହସ୍ୟ

ଆମକୁ ଯେତେବେଳେ ଛିଙ୍କ ଆସିଥାଏ, ସେତିକିବେଳେ ଆମ ପାଖରେ ଥିବା ଗୁରୁଜନ ବା ବନ୍ଧୁସହୋଦରଙ୍କର ଠାରୁ ସାଧାରଣତଃ ଏକ ନିଆରା ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। କେହି ଛିଙ୍କିଲା ମାତ୍ରକେ ସେଠାରେ ଥିବା ଅନ୍ୟମାନଙ୍କ ପାଟିରୁ ସ୍ବତଃପ୍ରବୃତ୍ତ ଭାବେ ‘ବୁଢ଼ାଟିଏ ହୋଇଥାଅ’ ବା…