ବାଇକରେ ବସି ୭ଜଣ ଯାଉଥିଲେ ପଡିଗଲେ ପୋଲିସ ହାବୁଡରେ, ଦେଖନ୍ତୁ ତା ପରେ କଣ ହେଲା(video)

ନୂଆଦିଲ୍ଲୀ -: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଦେଖି ସାଧାରଣ ଲୋକଙ୍କ ବ୍ୟତୀତ ପୁଲିସ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓରେ ଜଣେ ବାଇକ ଚାଳକ ୭ଜଣଙ୍କୁ ବସାଇ ବାଇକ ଚଲାଇ…

error: Content is protected !!