ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ , ପ୍ରତିଦିନ ସକାଳେ ଖାଲି ପେଟରେ ଖାଆନ୍ତୁ ମହୁ ଓ ରସୁଣ

ରସୁଣ ଓ ମହୁର ବ୍ୟବହାର ଅନେକ ଲୋକ କରନ୍ତି। ଏହି ଦୁଇଟି ଜିନିଷର ଫାଇଦା ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି। କିନ୍ତୁ କ’ଣ ଆପଣ ଏହା ଜାଣିଛନ୍ତି କି, ଯଦି ଖାଲି ପେଟରେ ମହୁ ଓ ରସୁଣ ସେବନ କରାଯିବ,…

ଶରୀରକୁ କାହିଁକି ଥକ୍କା ଲାଗେ ଆପଣ ଜାଣନ୍ତିକି … ଆସନ୍ତୁ ଜାଣିବା

ଶରୀରକୁ ଥକ୍କା ଲାଗିବାର ଅନେକ କାରଣ ରହିଥାଏ। ଖାସ୍‌କରି ଶରୀରରେ ଆଇରନର ଅଭାବ ହେଲେ ସଠିକ୍‌ ନିଦ ହୁଏନାହିଁ ଏବଂ ଏହି କାରଣରୁ ଆଳସ୍ୟ ଏବଂ ହାଲିଆ ଲାଗିଥାଏ। ଯଦି ଶରୀରରେ ଥକ୍କାପଣ ଦୂରେଇ ରଖିବା ଚାହୁଁଥାନ୍ତି, ତେବେ ଏହାର ବିଭିନ୍ନ…

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ କଖାରୁ ମଞ୍ଜି, ହାର୍ଟକୁ ବି ରଖିଥାଏ ସୁସ୍ଥ…ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

କଖାରୁ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କିନ୍ତୁ କିଛି ଲୋକ କଖାରୁ ଖାଉଥିବା ବେଳେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। ହେଲେ ମନେ ରଖନ୍ତୁ, କଖାରୁ ଭଳି ଏହାର ମଞ୍ଜି ମଧ୍ୟ…

ଖରାଦିନେ ଆପଣଙ୍କ ତ୍ୱଚାର ସୁରକ୍ଷା ପାଇଁ କେମିତି କରିବେ ଘରୋଇ ଉପଚାର ଆସନ୍ତୁ ଜାଣିବା …

କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ କଞ୍ଚା ପିଆଜ ବ୍ୟବହାର କରାଯାଏ ନାହିଁ, ବରଂ ଏଥିରୁ ଅନେକ ଅଜବ ପ୍ରକାର ଫାଇଦା ମଧ୍ୟ ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କଞ୍ଚା ପିଆଜକୁ ତ୍ୱଚାରେ ଘଷିଲେ ଏହାର ଅଦ୍ଭୁତ ପ୍ରଭାବ…

କଟକ ସୃଷ୍ଟି ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ନାକ ପଟେ ହେଉଛି ଖପୁରୀ ଅପରେସନ

କଟକ -: କଟକ କାଠଗୋଲା ସାହି ରିଙ୍ଗ ରୋଡରେ ଥିବା ସୃଷ୍ଟି ହସ୍ପିଟାଲରେ ଚାରିଟି ଅତି ବିରଳ ଅସ୍ତ୍ରୋପଚାର ସଫଳତାର ସହ ହୋଇଛି । ମସ୍ତିଷ୍କରେ ହେଉଥିବା ଟ୍ୟୁମରକୁ ଏଣ୍ଡୋସ୍କୋପିକ୍ ପିଟ୍ୟୁଟାରୀ ସର୍ଜରୀ ଦ୍ବାରା ସଫଳତାର ସହ ବାହାର କରିଦିଆଯାଇ ପାରିଛି…

ଶିଶୁଙ୍କୁ ଟମାଟୋ ଫ୍ଲୁରୁ ରକ୍ଷା କରିବାକୁ ଚାଁହୁଛନ୍ତି କି ? ଏପରି ନିଅନ୍ତୁ ଯତ୍ନ

କେରଳର କୋଲାମ ଜିଲ୍ଲାରେ ‘ଟମାଟୋ ଫ୍ଲୁ’ ନାମକ ଏକ ରୋଗ ପୁଣି ଥରେ ଚିନ୍ତା ବଢ଼ାଇଛି। ବିଶେଷ କରି ୫ ବର୍ଷରୁ କମ୍ ପିଲାମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି ଜ୍ୱରର ପ୍ରକୃତ କାରଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା…

ଅଘଷା ପାଟିରେ ପାଣି ପିଇଲେ ଆମ ଶରୀରକୁ କଣ ସବୁ ଫାଇଦା ମିଳିବ ଆସନ୍ତୁ ଜାଣିବା

ପାଣି ମଣିଷ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜଣେ ବ୍ୟକ୍ତି ପାଞ୍ଚ ଦିନ ଖାଦ୍ୟ ନ ଖାଇ ବଞ୍ଚିପାରିବ କିନ୍ତୁ ପାଣି ବିନା ଗୋଟିଏ ଦିନ ବଞ୍ଚିବା ଅସମ୍ଭବ। ମନୁଷ୍ୟ ଶରୀରରେ ୭୦ ପ୍ରତିଶତ କେବଳ ଜଳ ରହିଥାଏ । ଏଣୁ…