ଖଗେଶ୍ବରଙ୍କୁ ନିଜ ଜନ୍ମଦିନରେ ବାଇକ୍ ଉପହାର ଦେଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ଯାନକୁ ମୋଟର ସାଇକେଲ ଉପହାର । ଉପହାର ଦେଇଛନ୍ତି ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ନବୀନ ପଟ୍ଟନାୟକଙ୍କୁ ନିସ୍ବାର୍ଥପର ଭାବେ ପ୍ରାଣଭରି ଭଲ ପାଉଥିବାରୁ ଉପହାର ଦେଇଛନ୍ତି ପ୍ରଣବ ପ୍ରକାଶ…

ରୋମ୍‌‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

 ଆଜି ରୋମ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ। ଗତକାଲି ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍‌ସିସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ।ପ୍ରବାସୀ…

ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୦ ଦିନିଆ ବିଦେଶ ଗସ୍ତ …

ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ୍‌ ଓ ଦୁବାଇ ଗସ୍ତ। ଦିଲ୍ଲୀରୁ ଭୋର ୪ଟା ୧୫ ମିନିଟରେ ରୋମ୍‌ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ୧୦ ଦିନିଆ ବିଦେଶ ଗସ୍ତ । ସାଙ୍ଗରେ ଯାଇଛନ୍ତି…

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ନବୀନ ? ବିଜେପି ନା’ କଂଗ୍ରେସ

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି।…

ନୂଆ ମନ୍ତ୍ରୀଙ୍କୁ 6Tର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର -:  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନୂଆ ମନ୍ତ୍ରୀ । ସେମାନଙ୍କୁ 6T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍‌ ଟି ସହ ଆଉ ଗୋଟିଏ ଟି ଯୋଡ଼ିଛନ୍ତି । 6T ଭାବରେ ଯୋଡ଼ି ହୋଇଛି ଟୁର୍‌…

ନବୀନଙ୍କ ନୂଆ ଟିମ୍‌, ଜାଣନ୍ତୁ କାହାକୁ କେଉଁ ବିଭାଗ ମିଳିଲା

ଲୋକସେବା ଭବନରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ଏହାପରେ ରାଜ୍ୟ ସରକାରଙ୍କ ନବନିଯୁକ୍ତି ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ବଣ୍ଟନ…

ନବୀନଙ୍କ ୨୨ ବର୍ଷର ଶାସନ… ନା କମିଛି ଲୋକପ୍ରିୟତା ନା ଛୁଇଁଛି ପରାଜୟ

ଆଜିକୁ ଠିକ୍ ୩ ବର୍ଷ ତଳେ … ମେ’ ୨୯, ୨୦୨୨ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଲଗାତାର ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ନବୀନ ପଟ୍ଟନାୟକ । ବିଶାଳ ଜନସମାବେଶ ଭିତରେ ନବୀନ ରେକର୍ଡ ୫ମ…

ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳରୁ ଏହି ୯ ଜଣ ମନ୍ତ୍ରୀ ବାଦ୍ ପଡିବା ପଛର ରହସ୍ୟ କଣ ? ଆସନ୍ତୁ ଜାଣିବା

ଭୁବନେଶ୍ବର -: ରାତିପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ଏହି ମନ୍ତ୍ରିମଣ୍ଡଳରେ ୧୧ ଜଣ ପୁରୁଣା ମନ୍ତ୍ରୀ ପୁଣି ଥରେ ଦାୟିତ୍ବ ପାଇବାକୁ ଥିବା ବେଳେ ୯ ଜଣ ବାଦ୍‌ ପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁ…

ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଟିମ୍‌ : ରାତି ପାହିଲେ ନେବେ ଶପଥ !

ଭୁବନେଶ୍ବର: ଆଜି ମଧ୍ୟାହ୍ଣରୁ ଆରମ୍ଭ ହୋଇଥିବା ଚର୍ଚ୍ଚାର ଅବସାନ ଘଟୁଛି। ରହସ୍ୟ ଉପରୁ କ୍ରମେ ପରଦା ଊଠୁଛି। ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଯିବାକୁ କୁହାଯାଇଥିବା ଖବର ପ୍ରସାରିତ ହେବା ପରେ ସ୍ପଷ୍ଟ ହୋଇଥିଲା କି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ପୁର୍ନଗଠନ କରିବାକୁ…

ଏଥର ବାଚସ୍ପତି ପଦରେ ବସିବେ ମହିଳା, ଚର୍ଚ୍ଚାରେ ପ୍ରମିଳା ଓ ଉଷା

ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ଇସ୍ତଫା ପରେ କିଏ ହେବେ ରାଜ୍ୟ ବିଧାନସଭାରେ ନୂଆ ବାଚସ୍ପତି । ଚର୍ଚ୍ଚା ହେଉଛି ଜଣେ ବରିଷ୍ଠ ବିଧାୟିକାଙ୍କୁ ବାଚସ୍ପତି ପଦରେ ବସାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରମିଳା…

error: Content is protected !!
Verified by MonsterInsights